ଜନ୍ମ ହେବାର ୭ବର୍ଷ ପରେ ଟିଭିରେ କାମ ଆରମ୍ଭ କରିଥିଲେ, ମାତ୍ର ୧୬ ବର୍ଷରେ ଟିଭିରେ ରାଜ କରୁଛନ୍ତି ଏହି ସୁନ୍ଦରୀ

ଅଭିନୟ ଗୋଟେ ଏମିତି ଜିନିଷ  କୌଣସି ଛୁଆକୁ ବହୁତ ଶୀଘ୍ର ଆକର୍ଷିତ କରିନିଏ । ଯେବେ ପିଲା ୬ ରୁ ୭ବର୍ଷ ବୟସରେ ହୁଏ ଓ ଟିକେ ବୁଝିବାର ହେଲେ ଅଭିନୟ ଆଡକୁ ତାର ଇଚ୍ଛା ବଢିଥାଏ । ଟିବିର ସୁନ୍ଦରୀ ଅଭିନେତ୍ରୀ ଜନତ ଯୁବେର ରହେମାନଙ୍କର ସେହି ଅବସ୍ଥା ଅଟେ । ତାଙ୍କୁ ବି ଛୋଟବେଳୁ ଅଭିନୟର ନିଶା ଚଢିଥିଲା । ଜନତଙ୍କର ଜନ୍ମ ୨୦୦୨ ରେ ହୋଇଥିଲା । ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗିବକି ସେ ଜନ୍ମ ହେବାର ୭ ବର୍ଷ ପରେ ଅଭିନୟ ଆରମ୍ଭ କରିଥିଲେ । ୨୦୦୯ ରେ ଟିଭି ଧାରାବାହିକ ‘ଦିଲ ମିଲ ଗୟା ‘ରେ କୁନି କଳାକାର ଭାବରେ ନଜର ଆସିଥିଲେ । ତା ପରେ, ଫୁଲବା ଓ କାଶୀ ଭଳି ଧାରାବାହିକରେ ଅଭିନୟ କରିଥିଲେ ।

Image Courtesy: Google

ଆରମ୍ଭରେ ୩ ଟି ଧାରାବାହିକରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ । ଏବେ ପର୍ଯ୍ୟନ୍ତ ଡର୍ଜନ ଧାରାବାହିକରେ ଅଭିନୟ କରିସାରିଛନ୍ତି ଜନତ । ପୂର୍ବ ବର୍ଷ ବନ୍ଦ ହୋଇଥିବା ‘ତୁ ଆସିକି’ ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ମେରି ଆବାଜ ହି ପେହଚନ ହେ, ଭରତ କା ପୁତ୍ର ମହାରଣା ପ୍ରତାପ, ସାବଧାନ ଇଣ୍ଡିଆ ଓ ଶିୟାସତ ଭଳି ଟିଭି ସୋରେ ବି ଜନତ କାମ କରିଛନ୍ତି । ମାତ୍ର ୧୬ ବର୍ଷରେ ଜନତ ଯୁବେର ଟିଭି ଦୁନିଆରେ ରାଜ କରୁଛନ୍ତି ।

Image Courtesy: Google

ତେବେ ଶୀତିକି ନୁହେଁ ବର୍ତ୍ତମ୍ନ ବନ୍ଦ ହୋଇଯାଇଥିବା ଚାଇନୀଜ ଆପ ଟିକଟକ ରେ ମଧ୍ୟ ଜନ୍ତ ଯୁବର ବହୁତ ଫେମସ ଥିଲେ । ଲକ୍ଷ ଲକ୍ଷ ଲୋକ ତାଙ୍କୁ ଫୋଲୋ କରୁଥିଲେ ଏବଂ ସେ ବି ବହୁତ ସୁନ୍ଦର ସୁନ୍ଦର ଭିଡିଓ ବଣାଇ ଟିକଟକରେ ଛାଡୁଥିଲେ । ତେବେ ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି ଓ ବହୁତ ଫୋଟୋ ଅପଲୋଡ କରନ୍ତି । ତାଙ୍କର ଗୋଟେ ଛୋଟ ଭାଇ ମଧ୍ୟ ଅଛି ଏବଂ ସେ ବି ଜଣେ ଶିଶୁ କଳାକାର ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଏହିଭଳି ମନୋରଞ୍ଜନ ଧର୍ମୀ ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ନିଶ୍ଚୟ ଲାଇକ କରନ୍ତୁ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।