ମନ୍ତ୍ରୀ ସୁବ୍ରହ୍ମନ୍ୟମ ସ୍ୱାମୀ ଦେଲେ ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟାର 26 ଟି ମୁଖ୍ୟ ପ୍ରମାଣ

ବର୍ତ୍ତମାନ ସୁଶାନ୍ତ ସିଂହ ରାଜପୁତଙ୍କ କେସକୁ ନେଇ ମୁମ୍ବାଇ ପୋଲିସ ବହୁତ ନଜର ଅନ୍ଦାଜ କରିଛି ବୋଲି ସମସ୍ତେ କହୁଛନ୍ତି । କାରଣ ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାକୁ ନେଇ ଆଜି ପର୍ଯ୍ୟନ୍ତ କୌଣସି ବି ସତ୍ୟତା ସାମ୍ନାକୁ ଆସି ନାହିଁ ଓ ପୋଲିସ ଏହାକୁ ଆତ୍ମହତ୍ୟା କହି ଏହି କେସକୁ ବନ୍ଦ କରିଦେଇଛି । ଏମିତିରେ ମନ୍ତ୍ରୀ ସୁବ୍ରହ୍ମଣ୍ଯମ ସ୍ୱାମୀ ସୁଶାନ୍ତ ସିଂହ ରାଜପୁତ ମାମଲାକୁ ନେଇ ଏକ ଲମ୍ବା ଚୂଡା ଲିସ୍ଟ ଜାରି କରିଛନ୍ତି ଓ ଏହି ଲିସ୍ଟକୁ ଟ୍ବିଟରରେ ଶେୟାର କରି ସେ ଏହା କହିବାକୁ ଚେଷ୍ଟା କରୁଛନ୍ତି କି ଏହା ଆତ୍ମହତ୍ୟା ନୁହେଁ ହତ୍ୟା ଅଟେ ।

କାରଣ ତାଙ୍କର ଏହି ଲିସ୍ଟରେ ସେ ସୁଶାନ୍ତଙ୍କ କେସକୁ ନେଇ ଓ ସୁଶାନ୍ତଙ୍କୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ ଓ ପ୍ରମାଣ ବିଷୟରେ କହୁଛନ୍ତି । ଯାହାକି କେଉଁଠି ନା କେଉଁଠି ଏହା ପ୍ରମାଣିତ କରି ଦେଉଛି କି ଏହା ହତ୍ୟା ଅଟେ । ଚାଳନ୍ତୁ ଆପଣଙ୍କୁ ସେହି ଲିସ୍ଟ ବିଷୟରେ ବିସ୍ତାର ରୂପରେ କହି ଦେଉଛୁ ।

୧. ସୁଶାନ୍ତଙ୍କ ରୁମରେ ଡ୍ରଗ ମିଳିଥିଲା ଓ ସୁବ୍ରହ୍ମଣ୍ଯମ ସ୍ୱାମୀଙ୍କ କହିବା ଅଟେ କି ଡ୍ରଗ କାହାର ବି ରୁମରେ ରଖି ହେବ ।

୨. ସୁଶାନ୍ତ ବେକରେ ଯେଉଁ ଚିହ୍ନ ଥିଲା ଏହା ଉପରେ ସେ ପ୍ରଶ୍ନ କରିଛନ୍ତି । କାରଣ ସୁସାଇଡରେ ପ୍ରାୟତଃ ସେହି ଜାଗାରେ ଚିହ୍ନ ନ ଥାଏ ଯେଉଁଠି ସୁଶାନ୍ତଙ୍କ ଚିହ୍ନ ଥିଲା । ଏହା ସହିତ ମିଳିଥିବା ବେକର ଚିହ୍ନର ସାଇଜ ଉପରେ ବି ସେ ପ୍ରଶ୍ନ କରିଛନ୍ତି ।

୩. ଏହା ଛଡା ପ୍ରାୟତଃ ସୁସାଇଡ କେସରେ ଆଖି ବାହାରକୁ ଆସିଯାଏ କିନ୍ତୁ ସୁଶାନ୍ତଙ୍କ କେସରେ ଏହିଭଳି କିଛି ହୋଇ ନ ଥିଲା ।

୪. ଫାସୀ ଦେବା ପରେ ବ୍ୟକ୍ତିର ମୁହଁରୁ କିଛି ନା କିଛି ବାହାରିଥାଏ । କିନ୍ତୁ ସୁଶାନ୍ତ କେସରେ ଏହିଭଳି ବି କିଛି ହୋଇ ନ ଥିଲା ।

୫. ସେ କହିଛନ୍ତି କି ଯଦି ସୁଶାନ୍ତ ସୁସାଇଡ କରିଛନ୍ତି ତେବେ ତାଙ୍କର ଜିଭ କାହିଁକି ବାହାରକୁ ଆସି ନାହିଁ ।

୬. ଏହା ଛଡା ସୁବ୍ରହ୍ମଣ୍ଯମ ସ୍ୱାମୀ ସୁଶାନ୍ତ ଯେଉଁ କପଡା ଦ୍ଵାରା ଫାସୀ ଲଗାଇଛନ୍ତି ତାହା ଉପରେ ବି ବିଭିନ୍ନ ପ୍ରକାରର ପ୍ରଶ୍ନ କରିଛନ୍ତି । କାରଣ ସୁଶାନ୍ତ ବେକରେ ଯେଉଁ ଚିହ୍ନ ଅଛି ତାହା ସେହି କପଡା ସହ ମ୍ୟାଚ ହେଉ ନାହିଁ ।

୭. ସୁଶାନ୍ତଙ୍କ ଶରୀରରେ ବହୁତ ଚିହ୍ନ ବି ମିଳିଛି ।

୮. ସୁଶାନ୍ତ ଫାସୀ ଲଗାଇବା ପୂର୍ବରୁ ଭିଡିଓ ଗେମ ଖେଳୁଥିଲେ ।

୯. ସବୁ ସିସିଟିଭି ବି ଖରାପ ହୋଇ ଯାଇଥିଲା ।

୧୦. କୌଣସି ପ୍ରକାରର ଟେବୁଲ କିମ୍ବା ଚେୟାର ବି ତାଙ୍କ ଘରୁ ମିଳି ନାହିଁ ।

୧୧. ଘରର ଡୁପ୍ଳିକେଟ ଚାବି ଆଜି ପର୍ଯ୍ୟନ୍ତ ମିଳି ନାହିଁ ।

୧୨. ସୁଶାନ୍ତ ଅବସାଦରେ ଅଛନ୍ତି ବୋଲି ତାଙ୍କର ପରିବାର ଲୋକମାନଙ୍କୁ ବି ଜଣା ନାହିଁ ।

୧୩. ସୁଶାନ୍ତ ନିଜର ଶେଷ ଫୋନରେ ନିଜର ଆସନ୍ତା ବର୍ଷରେ ବାହଘର କରିବା ବିଷୟରେ କଥାବାର୍ତ୍ତା ହୋଇଥିଲେ ।

୧୪. ତାଙ୍କର ପୂର୍ବ ମ୍ୟାନେଜରର ଆତ୍ମହତ୍ୟା ଉପରେ ସୁବ୍ରହ୍ମଣ୍ଯମ ସ୍ୱାମୀ ବି ପ୍ରଶ୍ନ କରିଛନ୍ତି ।

୧୫. କୌଣସି ବି ବଡ ଷ୍ଟାର ଏହି ମାମଲାରେ ଆଗକୁ ଆସି ନାହାନ୍ତି ।

୧୬. କୌଣସି ବି ସୁସାଇଡ ନୋଟ ନାହିଁ ।

୧୭. ସୁଶାନ୍ତ ବହୁତ ବୁଦ୍ଧିମାନୀ ଓ ପଜିଟିବ ବ୍ୟକ୍ତି ଥିଲେ ।

୧୮. ସୁଶାନ୍ତ ନିଜର ମୋବାଇଲ ନମ୍ବର ଏତେ ଥର କାହିଁକି ଚେଞ୍ଜ କରୁଥିଲେ ।

୧୯. ଆର୍ଥିକ ସମସ୍ୟା ବି ନ ଥିଲା ।

୨୦. ସୁଶାନ୍ତଙ୍କ ଚାକର ବାରମ୍ବାର ନିଜର ବୟାନ ଚେଞ୍ଜ କରୁଛି ।