ଖରାପ କାମ କରୁଥିବା ସମୟରେ ହୋଟେଲ ରୁମ ରୁ ଧରା ପଡିଥିଲେ ଏହି ଅଭିନେତ୍ରୀ, ସ୍ଵାମୀ ମଧ୍ୟ ଦେଇ ଦେଇଥିଲେ ଡିଭୋର୍ସ

ବିଶାଲ ଭାରଦ୍ଵାଜଙ୍କର ମଜାଦାର ଚଳଚିତ୍ର ‘ମକଡ’ ତ ଆପଣଙ୍କ ମାନେ ଥିବ । ଏଥିରେ ଶ୍ଵେତା ବାସୁ ପ୍ରସାଦ ଡବଲ ଅଭିନୟ କରିଥିଲେ । ସେତେବେଳେ ସେ ଛୋଟ ପିଲା ଅଭିନୟ କରୁଥିଲେ । ସେହି ଚଳଚିତ୍ରରେ ସେ ଅଭିନୟ କରି ଛୋଟ ପିଲା ଅଭିନୟ ପୁରସ୍କାର ମଧ୍ୟ ପାଇଥିଲେ । ଏହାପରେ ସେ ୨୦୦୦ ମସିହାରେ ସାରୁଖାନଙ୍କ ସହ ସେ ‘ ଫିର ଭି ଦିଲ୍ଲ ହେ ହିନ୍ଦୁସ୍ତାନୀ ‘ କରିଥିଲେ ।

ସେ ୧୧ ଜାନୁଆରୀ ୧୯୯୧ ରେ ଜାମସେଦପୁରରେ ଜନ୍ମ ହୋଇଥିଲେ । ଏବେ ସେ ୩୦ ବର୍ଷର ହୋଇଗଲେଣି । ୨୦୧୪ ରେ ସେ ବେଶ୍ୟା ବୃତି କରୁଥିବା ଆରୋପରେ ସେ ଶୁଖିୟାରେ ଥିଲେ । ସେତେବେଳେ ହାଇଦ୍ରାବାଦର ପୋଲିସ ଏକ ହୋଟେଲରୁ ଧରିଥିଲା ।

ତାଙ୍କର ଏହା ଅଭିଯୋଗ ଥିଲା କି ସେ ବେଶ୍ୟା ବୃତି ସାମିଲ ଥିଲେ । ଏହା ପରେ ତାଙ୍କୁ ସୁଧାର ଗୃହକୁ ପଠାଗଲା ।  ସେହି ସମୟରେ ତାଙ୍କର ଏକ କହିଥିବା ବୟାନ ଖୁବ ଭାଇରାଲ ହୋଇଥିଲା । ସେ ସେଥିରେ କହିଲେ କି ‘ ମୁଁ ଏପରି ଭୁଲ ନିସ୍ପତି ନେଇଛି ଯାହାକି ମତେ କାଙ୍ଗାଲ କରିଦେଲା ମତେ ପରିବାରର ରକ୍ଷଣା ବେକ୍ଷଣା କରିବାର ଥିଲା, ମୁଁ କିଛିବି ଭଲ କାମ କରି ନାହିଁ  କିନ୍ତୁ ସବୁ ବନ୍ଦ ହୋଇଗଲା ।

ଏହାପରେ ତାଙ୍କୁ କିଛି ଲୋକ ବେଶ୍ୟା ବୃତି କରିବା ପାଇଁ ପରାମର୍ଶ ଦେଲେ । ମୋ ପାଖରେ ଆଉ କିଛି ବାଟ ନଥିଲା ତେଣୁ କରି ମୁଁ ସେହି କାମ କରିବାକୁ ବାଧ୍ୟ ହେଲି । କିନ୍ତୁ ଯେତେବେଳେ ସେ ସୁଧାର ଗୃହରୁ ଆସିଲା ପରେ ସେ କହିଲେ ମୁଁ ଅମିତି କିଛି ବୟାନ ଦେଇ ନଥିଲି ।

ମତେ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ସେଥିପାଇଁ ସେ ମିଡିଆ ଉପରେ ଖୁବ ଜୋରରେ ରାଗି ମଧ୍ୟ ଥିଲେ । ସେ ଏହା ପରେ କହିଲେ ଯେ ସୁଧାର ଗୃହ ୨ମାସ ଧରି ମତେ କୌଣସି ଖବର କାଗଜ ବା ୱେବ୍ସାଇଟ ପଢିବାକୁ ଦେଉ ନଥିଲେ । ଏହି କଥା ମୁଁ ବାହାରକୁ ଆସିଲା ପରେ ଜଣା ପଡିଲା । ଛୋଟପିଲା ଅଭିନେତ୍ରୀ ହିସାବରେ ଶ୍ଵେତା କେତେ ଗୁଡିଏ ଟିଭି ସୋ ମଧ୍ୟ କରିଛନ୍ତି ।

ଏଥିରେ ସେ ଏକତା କପୁରଙ୍କର କାହାଣୀ ଘର ଘରେ ପ୍ରଚଳିତ ଥିଲା କରିଶ୍ମା କା କରିଶ୍ମା ରେ ଅଭିନୟ କରିଥିଲେ । ଏହାପରେ ସେ ଚନ୍ଦ୍ର ନନ୍ଦିନୀରେ ତାଙ୍କୁ ଛୋଟ ପରଦାରେ ଅଭିନୟ କରିବାକୁ ମିଳିଥିଲା । ଏହି ସିରିଏଲ ବହୁତ ଲୋକପ୍ରିୟ ହୋଇଥିଲା । ଚଳଚିତ୍ର ଓ ଟିଭି ଛଡା ୱେବ ସିରିଜରେ ମଧ୍ୟ ସେ କାମ କରିଛନ୍ତି । ସେ ଗ୍ୟାଙ୍ଗ ଷ୍ଟାର ଓ ଫ୍ଲିପ ସିରିଜ ରେ ମଧ୍ୟ ଦେଖାଯାଇଛି ।

କହିବାକୁ ଗଲେ ସେ ପୂର୍ବ ବର୍ଷ ଓ ଟି ଟି ରେ ତାଙ୍କର ଶୂକ୍ରାଣୁ, ଶିରିଆସ ମ୍ୟାନ ଓ କମେଡି କପିଲ ଭଳି ଯେପରି ଚଳଚିତ୍ର କରିଛନ୍ତି । ଶ୍ଵେତା ୨୦୧୮ରେ  ଚଳଚିତ୍ର କରିଥିବା ରୋହିତ ମିତ୍ତଲଙ୍କୁ ବିଭା ହୋଇଥିଲେ । କିନ୍ତୁ କହିବାକୁ ଗଲେ ଗୋଟିଏ ବର୍ଷ ଭିତରେ ତାଙ୍କର ବାହାଘର ଭାଙ୍ଗି ଯାଇଥିଲା ଓ ଏହା ପରେ ତାଙ୍କର ୨୦୧୯ରେ ତାଙ୍କର ତଲାକ ହୋଇ ଯାଇଥିଲା । ସେ ତାଙ୍କ ସ୍ଵାମୀଙ୍କ ଠାରୁ ଅଲଗା ହେବା ପରେ ସେ ତାଙ୍କ ଇନ୍ସ୍ଟାଗ୍ରାମ ରେ ଏକ ଲମ୍ବା ଓ ଚଉଡାର ଫଟୋ ଛାଡିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।