ବିବାହ କରିବା ପୂର୍ବରୁ ନିଶ୍ଚୟ ଥରେ ଜାଣି ରଖନ୍ତୁ ମୋର ଏହି କଥା, ନହେଲେ ସାରା ଜୀବନ ପସ୍ତେଇବେ- Krishna Vani

ବିବାହ ପୂର୍ବରୁ ଏହି ମହତ୍ୱପୂର୍ଣ୍ଣ କଥା ଜାଣିବା ଆବଶ୍ୟକ ମନୁଷ୍ୟ ତାର ଜୀବନରେ ଯୁବ ଅବସ୍ଥା ଆସିଲେ ତାର ମନରେ ବହୁତ ଉନ୍ମାଦନା ଭରିଯାଏ । ସେ କଣ କରିବ ଓ କଣ କରୁଛି କିଛି ଜାଣି ଠିକ ଭାବରେ ଜାଣି ପାରେନା ଓ ଯାହାବି କରେ ତାକୁ ଠିକ ବୋଲି ଭାବେ । ଏହି ସମୟରେ ବାହୁରେ ବଳ ଆସିଯାଏ । ଜୀବନରେ କିଛି ଅଲଗା କରିବାର ମନ ହୋଇଥାଏ । ଏବଂ ତାର ଆଖିରେ ଭବିଷ୍ୟତ ପାଇଁ ବହୁତ ସୁନ୍ଦର ସ୍ୱପ୍ନ ଦେଖିଥାଏ ।

ସମସ୍ତଙ୍କ ଠାରୁ ବହୁତ ଆଗକୁ ଯିବା ପାଇଁ ଇଚ୍ଛା ଜାଗ୍ରତ ହୋଇଥାଏ । ଏହି ସମୟରେ ତା ମନରେ ପ୍ରେମ ଭାବନାରେ ଜାଗ୍ରତ ହୋଇଥାଏ । କାହାକୁ ଦେଖି ତା ଉପରେ ମନ ମୋହିତ ହୋଇଯାଏ ।

ଏହି ସମୟରେ ସେ ତାକୁ ଏତେ ଭଲ ପାଇଁ ବସେ ଯେ ତା ପାଇଁ ବା ତା ଉପରେ ସବୁ ଅଜାଡି ଦେବାକୁ ଇଛା କରିଥାଏ । ଏହି ପ୍ରେମ ସମ୍ପର୍କ ବୃଦ୍ଧି ପଶି ବିବାହ ପର୍ଯ୍ୟନ୍ତ ଯାଇଥାଏ । ଏହି ସମୟରେ ମାତା ପିତା ଓ ସନ୍ତାନଙ୍କ ମଧ୍ୟରେ ନିଜ ନିଜ ବିଚାର ର ବିରୋଧାଭାସ ଦେଖିବାକୁ ମିଳିଥାଏ ।

ସନ୍ତାନକୁ ଲାଗେ କି ତା ଦ୍ୱାରା ପସନ୍ଦ କରିଥିବା ଜୀବନ ସାଥି ତା ପାଇଁ ଉପଯୁକ୍ତ ଅଟେ କିନ୍ତୁ ମାତା ପିତାଙ୍କୁ ଲାଗେ କି ସନ୍ତାନ ଅଜାଣତରେ କିଛି ଭୁଲ କରିବାକୁ ଯାଉଛି । ଏହି ସମୟରେ ସନ୍ତାନ ଯୁକ୍ତି କରେ କି ତସକୁ ବିବାହ କାହାକୁ କରିବ ତାର ନିର୍ବାଚନ ସେ ନିଜେ ହିଁ କରିପାରିବ ।

ମାତା ପିତା ଯୁକ୍ତି କରନ୍ତି କି ଏହି ସମୟରେ ସନ୍ତାନ ର ନିଜ ପାଇଁ ଜୀବନ ସାଥି ପସନ୍ଦ କରିବାର କୌଣସି ବୁଢ଼ୀ ହୋଇନାହିଁ ବା ବିଚାର ଶକ୍ତି ହୋଇନାହିଁ । ଏହି ତଥ୍ୟ ଉପରେ କିପରି ଉଚିତ ନିର୍ଣ୍ଣୟ ନିଆଯାଇପାରିବ । ଏହାର ଏକ ମାତ୍ର ସମାଧାନ ହେଲା ନିଜର ଉତ୍ତର ଦାୟିତ୍ୱର ଅଧିକାର ଓ ନିଜ ଠାରୁ ବଡ଼ ମାନଙ୍କର ମାପ ଦଣ୍ଡର ବୁଦ୍ଧିମତା ।

ବିବାହ ପୂର୍ବରୁ ଏହି କଥା ଭଲ ଭାବରେ ଚିନ୍ତା କରିବା ଉଚିତ ଯେ ବିବାହ କେବଳ ନିଜ ପ୍ରେମ କୁ ପାଇବାର ଶେଷ ରାସ୍ତା ନୁହେଁ । ବିବାହ ଦ୍ୱାରା ଜୀବନର ନୂଆ ମାର୍ଗ ଖୋଲିଥାଏ ଏବଂ ସବୁ ନୂଆ ଜୀବନ ଆରମ୍ଭରେ ଏକ ନୂଆ ଉତ୍ତର ଦାୟିତ୍ୱ ଥାଏ । ଯଦି ଏହି ଉତ୍ତର ଦାୟିତ୍ୱ କୁ ମନରେ ରଖି ନିଷ୍ପତି ନିଆ ଯାଏ ତେବେ ଆପଣଙ୍କ ବୈବାହିକ ଜୀବନ ବା ଦାମ୍ପତ୍ୟ ଜୀବନ ବହୁତ ଖୁସିରେ ବିତି ଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।