ଯେଉଁ ଝିଅ ମାନଙ୍କୁ ସହରରେ “ଜ଼ୀରୋ ଫିଗର ” କହିକି ଭାଉ ଦିଅନ୍ତି , ସେହି ଝିଅ ମାନଙ୍କୁ ଗାଁ ରେ ଏମିତି କୁହନ୍ତି ଶୁଣିଲେ ହସି ହସି ଗଡିବେ

ଜୋକ୍ସ ସବୁ ବ୍ୟକ୍ତିଙ୍କ ଉପରେ ଔଷଧ ରୂପରେ ପ୍ରଭାବ ପକାଇ ଥାଏ । ରୋଗୀ ଓ ଚିନ୍ତିତ ବ୍ୟକ୍ତିଙ୍କ ପାଇଁ ଜୋକ୍ସ କୌଣସି ଔଷଧ ଠାରୁ କମ ନୁହେଁ । କେତେକ ଲୋକମାନେ ଜୋକ୍ସ କୁ ନିଜର ପାଖପାଖି ସମ୍ପର୍କୀୟ ଓ ବନ୍ଧୁଙ୍କୁ ଟ୍ୟାଗ ବି କରନ୍ତି । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଜୋକ୍ସ ନେଇ ଆସିଛୁ । ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡରେ ଅଛି । ଏହି ଜୋକ୍ସ କୁ ସୋସିଆଲ ମିଡିଆରେ ବହୁତ ଲାଇକ ଓ ଶେୟାର କରା ଯାଉଛି ।

୧- ଥରେ ସ୍ୱାମୀ ସ୍ତ୍ରୀ ହାତ ଧାରା ଧରି ହୋଇ ବଗିଚାରେ ବୁଲୁଥିଲେ,

ସେହି ସମୟରେ ଗୋଟିଏ ଦୁଷ୍ଟ ପିଲା ସେପଟେ ଯାଉଥିଲା

ସେ ତାଙ୍କୁ ଦେଖି କହିଲା ଅଙ୍କଲ କାଲି ଵାଲା ମସ୍ତ ଥିଲା…

ଏବେ ସ୍ୱାମୀ ଚାରି ଦିନ ହେଲା ଖାଲି ପେଟରେ ସେ ପିଲାକୁ ଖୋଜୁଛି

୨- ଝିଅ- ମୁଁ ପରୀକ୍ଷାରେ ପାସ ହୋଇଗଲି ତ ମୋ ବାପା ମୋତେ ସାଡ଼େ ତିନି ହଜାରର ଡ୍ରେସ କିଣିକି ଦେଲେ !

ପୁଅ- ମୁଁ ପରୀକ୍ଷାରେ ଫେଲ ହୋଇଗଲି ତ ମୋ ବାପା ମତେ ସାଡ଼େ ଚାରି ଲକ୍ଷର ଗୋଟେ ଟ୍ରାକ୍ଟର କିଣିକି ଦେଲେ,

ଟିକିଏ ଚିନ୍ତା କର ଯଦି ପରୀକ୍ଷାରେ ପାସ ହୋଇଥାନ୍ତି ତ କଣ କିଣିକି ଦେଇଥାନ୍ତେ ।

୩- ଯେଉଁ ଝିଅ ମାନଙ୍କୁ ସହରରେ “ଜ଼ୀରୋ ଫିଗର ” କହିକି ଭାଉ ଦିଅନ୍ତି,


ସେହି ଝିଅ ମାନଙ୍କୁ ଗାଁ ରେ କୁପୋଷଣର ଶିକାର ଘୋଷିତ କରି ଚିଡାନ୍ତି ।

୪- ଚିଣ୍ଟୁ ଜୋରରେ ଗାଡି ଚଲାଇ ୨୫ ଜଣଙ୍କୁ ଉଡେଇ ଦେଲା ।

ଜଜ- ତମେ ୨୫ ଜଣଙ୍କୁ ଉଡାଇ ଦେଲ, ତୁମକୁ ତମ ସପକ୍ଷରେ କଣ କହିବାର ଅଛି

ଚିଣ୍ଟୁ- ମୁଁ ଗାଡି ଚଲାଉଥିଲି ଯେତେ ବେଳେ ମୁଁ ବ୍ରେକ ମାରିଲି ଜଣା ପଡିଲା କି ବ୍ରେକ ଫେଲ ହୋଇଯାଇଥିଲା,

ସାମ୍ନାରେ ଦେଖିଲିକି ଦୁଇଜଣ ଯାଉଥିଲେ, ଆଉ ଅନ୍ୟ ପଟେ ଗୋଟିଏ ବରଯାତ୍ରୀ ଯାଉଥିଲା, ତ ଆପଣ ହିଁ କୁହନ୍ତୁ ମୁଁ ଗାଡି କୁଆଡେ ମୋଡି ଥାଆନ୍ତି ।

ଜଜ- ସାଧାରଣ କଥା ଯେଉଁ ପଟେ ଦୁଇ ଜଣ ଥିଲେ, କ୍ଷତି କମ ହୋଇଥାନ୍ତା ।

ଚିଣ୍ଟୁ- ଠିକ କଥା, ମୁଁ ବି ଏହା ଭାବିଥିଲି କିନ୍ତୁ ସେମାନେ ମୋ ଗାଡ଼ି ଦେଖିକି ବରଯାତ୍ରୀ ଭିତରେ ପଶିଗଲେ ।

୫- ହେଡ ମାଷ୍ଟର ଫୋଟୋଗ୍ରାଫର କୁ କହିଲେ- ୨୦ ଟଙ୍କା ବହୁତ ଅଟେ,

ଏହି ସ୍କୁଲ ରେ ୧୬୦୦ ପିଲା ଅଛନ୍ତି, ୧୦, ୧୦ ଟଙ୍କାରେ ଫୋଟୋ ବାହାର କର

ହେଡ ମାଷ୍ଟର ଶିକ୍ଷକଙ୍କୁ- ସବୁ ପିଲାଙ୍କୁ ଫୋଟୋ ଉଠାଇବା ପାଇଁ ୩୦ ଟଙ୍କା ଲେଖାଏଁ ଆଣିବାକୁ କହିଦିଅ ।

ଶିକ୍ଷକ କ୍ଲାସରେ- ଶୁଣ ପିଲା ମାନେ କାଲି ତମର ଫୋଟୋ ଉଠା ହେବ ସମସ୍ତେ ଘରୁ ୫୦ ଟଙ୍କା ଲେଖାଏଁ ଆଣିବ,

ଘରେ- ଦୁଷ୍ଟ ପିଲାମାନେ : ‘ ମା କାଲି ସ୍କୁଲରେ ଫୋଟୋ ଉଠା ହେବ, ଶିକ୍ଷକ ୧୦୦ ଟଙ୍କା ମାଗିଛନ୍ତି .


ମା : ୧୦୦ ଟଙ୍କାରେ ଲୁଟୁଛନ୍ତି ଏହି ଲୋକ ମାନେ, ଏହି ଟଙ୍କାରେ ଅୟେସ କରିବେ ଏମାନେ ରହ ପୁଅ ମୁଁ ତୁମ ବାପାଙ୍କ ଠାରୁ ମାଗିକି ଦେଉଛି ….

ମା ବାପାଙ୍କ ଠାରୁ : ଆରେ ଶୁଣୁଛ ପିଲାଙ୍କ ସ୍କୁଲରେ ୨୦୦ ଟଙ୍କା ମାଗିଛନ୍ତି ଫୋଟୋ ଉଠାଇବା ପାଇଁ !! ” କୁହ କେମିତି ଖତମ ହେବ ଭ୍ରଷ୍ଟାଚାର … ?

୬- ସ୍ତ୍ରୀ ମାନେ ମା ସହ ୪୫ ମିନିଟ ଫୋନ ରେ କଥା ହେଲେ ବି, ଗୋଟିଏ କଥା ଶେଷରେ କୁହନ୍ତି – ଠିକ ଅଛି ମା ପୁଣି ଫ୍ରି ହୋଇ କି କଲ କରୁଛି ।

୭- ମଦୁଆ : ମୋ ହାତରେ ସରକାର ଥିଲେ ମୁଁ ଦେଶର ଭାଗ୍ୟ ବଦଳେଇ ଦେଇଥାନ୍ତି ।

ସ୍ତ୍ରୀ :  ଶୁଣିକି ରାଗିକି କହିଲା, ଅଗ ପାଇ ଜାମା ତ ବଦଳେଇ ଦିଅ ସକାଳୁ ମୋ ସାଲୁଆର ପିନ୍ଧିକି ବୁଲୁଛ, ମଦୁଆ କୋଉଠିକାର

୮. ମୋର ସନ୍ଦେହ ହେଉଛି କି

ମୋ ହଜବ୍ୟାଣ୍ଡଙ୍କର ଆଉ କାହା ସହିତ ଅଫେୟାର ଚାଲିଛି

ସାଙ୍ଗ- ଏବେ ତୁ କଣ କରିବୁ ?

ସ୍ତ୍ରୀ- ନିଜ ବୟଫ୍ରେଣ୍ଡ କୁ ତା’ ପଛରେ ଲଗେଇ ଦେବୀ

ଆପଣଙ୍କୁ ଆମର ଏହି ସବୁ ହସକଥା ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।