ଭାଇରାଲ ହେଲା ନିର୍ବନ୍ଧ ପରେ ଲୋକପ୍ରିୟ କମେଡିଆନ Mr Gulua ଓ ଭାବିପତ୍ନୀ Varsha ଙ୍କ ରୋମାଣ୍ଟିକ Video !

ସୋସିଆଲ ମିଡିଆ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ । ଏହା ସହିତ ଏହା ଆୟର ବି ଏକ ନୂଆ ମାଧ୍ୟମ ହୋଇ ଯାଇଛି । କହିବାକୁ ଗଲେ ବର୍ତ୍ତମାନ ସମୟରେ ଭାରତର ବହୁତ ଲୋକମାନେ ଭିଡିଓ କରି ୟୁଟ୍ଯୁବ ଓ ଅନ୍ୟ କେତେକ ପ୍ଲାଟଫର୍ମରେ ଶେୟାର କରି ଭଲ ରୋଜଗାର କରୁଛନ୍ତି । ଏହାରି ମଧ୍ୟରେ ଆମ ଓଡିଶାର କେତେକ ଲୋକମାନେ ବି କମେଡି ଭିଡିଓ ଓ ଅନ୍ୟ କେତେକ ପ୍ରକାରର ଭିଡିଓ ପୋସ୍ଟ କରୁଛନ୍ତି ।

ଏହା ଦ୍ଵାରା ସେମାନେ ଭଲ ଲୋକପ୍ରିୟ ହାସଲ କରିବା ସହିତ ଭଲ ଟଙ୍କା ମଧ୍ୟ ଆୟ କରୁଛନ୍ତି । ଆମ ଓଡିଶାରେ ବହୁତ ଲୋକମାନେ କମେଡି ଭିଡିଓ କରି ବହୁତ ପ୍ରସିଦ୍ଧତା ହାସଲ କରିଛନ୍ତି । ସେଥି ମଧ୍ୟରୁ ଜଣେ ହେଉଛନ୍ତି ମିଷ୍ଟର ଗୁଳୁଆ । ଯିଏକି ବହୁତ କମ ଦିନ ମଧ୍ୟରେ ଲୋକପ୍ରିୟ ହୋଇ ଯାଇଛନ୍ତି । ଆପଣ ବି ମିଷ୍ଟର ଗୁଳୁଆଙ୍କ କମେଡି ଭିଡିଓ ୟୁଟ୍ଯୁବରେ ଦେଖିଥିବେ ।

ତାଙ୍କର ଭିଡିଓକୁ ଲକ୍ଷ ଲକ୍ଷ ଦର୍ଶକମାନେ ଦେଖନ୍ତି । ଏହା ସହିତ ତାଙ୍କର ସହ କଳାକାରମାନେ ବି ନଜର ଆସନ୍ତି । କହିବାକୁ ଗଲେ ମିଷ୍ଟର ଗୁଳୁଆଙ୍କ କମେଡି ଭିଡିଓ ଦେଖୁ ଦେଖୁ ଭାଇରାଲ ହୋଇଯାଏ । କହିଦେଉଛୁ କି ମିଷ୍ଟର ଗୁଳୁଆ କିଛି ଦିନ ତଳେ ହିଁ ନିଜର ପ୍ରେମିକାଙ୍କ ସହ ନିର୍ବନ୍ଧ କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । କହିବାକୁ ଗଲେ ମିଷ୍ଟର ଗୁଳୁଆଙ୍କ କମେଡି ଭିଡିଓରେ ପ୍ରାୟତଃ ଆପଣ ଗୋଟିଏ ଝିଅକୁ ଦେଖିଥିବେ ।

କହିବାକୁ ଗଲେ ତାଙ୍କ ନାଁ ହେଉଛି ବର୍ଷା । ଯାହାଙ୍କୁ ମିଷ୍ଟର ଗୁଳୁଆ ଭଲ ପାଉଥିଲେ ଓ କିଛି ଦିନ ପରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କହିଦେଉଛୁ କି ଏହା ପୂର୍ବରୁ ଆପଣ ଦୁଇ ଜଣଙ୍କୁ କିଛି ଭିଡିଓ ଏକତ୍ରିତ ଦେଖିଥିବେ । ଯେଉଁଥିରେ ସେ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି ।

ନିର୍ବନ୍ଧ ସମୟର ଯଦି କଥାବାର୍ତ୍ତା କରିବା ତେବେ ସେହି ସମୟରେ ଦୁଇ ଜଣ ବହୁତ ଖୁସି ନଜର ଆସୁଥିଲେ । ଏହି ଭିଡିଓରେ ତାଙ୍କର ସହ କଳାକାର ଓ ପରିବାର ଲୋକମାନେ ବି ନଜର ଆସୁଛନ୍ତି । ନିର୍ବନ୍ଧ ସମୟରେ ଦୁଇ ଜଣ ପରସ୍ପରକୁ ଆଙ୍ଗୁଠି ପିନ୍ଧାଇବା ପରେ କେକ କାତିଳେ ଓ ଫଟୋ ସୁଟ କରିଲେ ।