ଶେଷ ହେଇ ଯାଉଛି ବାହାଘରର ବୟସ ତଥାପି କୁଆଁରୀ ବସିଛନ୍ତି ଏହି ସବୁ ସୁନ୍ଦରୀ ହିରୋଇନ – ଦେଖନ୍ତୁ ଫଟୋ

ଆମକୁ ଆଜି ପର୍ଯ୍ୟନ୍ତ ଏହି ପ୍ରଶ୍ନର ଉତ୍ତର ମିଳି ନାହିଁ କି ‘ସଲମାନ ଖାନଙ୍କର କେବେ ହେବ ବାହାଘର’ କିନ୍ତୁ ଏହି ପ୍ରଶ୍ନ ବଲୀଉଡର ସେହି ଅଭିନେତ୍ରୀଙ୍କୁ ବି ପଚରାଯିବା ଉଚିତ ଯେଉଁମାନଙ୍କର ବୟସ ପାଖାପାଖି ୪୦ ବର୍ଷ ହୋଇଯାଇଛି ତଥାପି ସେମାନେ ବାହା ହୋଇ ନାହାନ୍ତି । ଆମ ବଲୀଉଡରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଆଜି ବି କୁଆଁରୀ ଅଛନ୍ତି । ଆଜି ଆମେ ଆପଣମାନଙ୍କୁ ବଲୀଉଡର ଏମିତି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ବାହା ହେବା ପାଇଁ ବୟସ ହୋଇଯାଇଛି କିନ୍ତୁ ସେମାନେ ଆଜି ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି ।

ବାହାଘରର ବୟସ ହୋଇଯାଇଅଛି ତଥାପି କୁଆଁରୀ ଅଛନ୍ତି

ବଲୀଉଡର ଅଭିନେତ୍ରୀମାନେ ସବୁବେଳେ ନିଜର ଲାଇଫ ଷ୍ଟାଇଲକୁ ନେଇ ଚର୍ଚାରେ ରହିଥାନ୍ତି । ଏହି ବଲୀଉଡର ଅଭିନେତ୍ରୀମାନେ ନିଜ କ୍ୟାରିୟରରେ କୌଣସି ଷ୍ଟାରଠାରୁ ମଧ୍ୟ ଅଧିକ ପ୍ରସିଦ୍ଧ ଏବଂ ସଫଳତା ପାଇଛନ୍ତି । ଜୀବନରେ ସବୁ କିଛି ହାସଲ କରିବା ପରେ ମଧ୍ୟ ଏହି ବଲୀଉଡ ଅଭିନେତ୍ରୀ ମାନଙ୍କର କୁଆଁରୀ ରହିବା ବହୁତ ଆଶ୍ଚର୍ଯ୍ୟର କଥା ଅଟେ ।

ଅମିଷା ପଟେଲ

“କହୋ ନା ପ୍ୟାର ହୈ” ଫିଲ୍ମରୁ ଫେମସ ହୋଇଥିଲେ ଅଭିନେତ୍ରୀ ଅମିଷା ପଟେଲ । ଋତିକ ରୋଶନ ସହିତ ନିଜର କ୍ୟାରିୟର ଆରମ୍ଭ କରିଥିବା ଅମିଷା ପଟେଲ ଆଜି ବି ବହୁତ ସୁନ୍ଦର ଏବଂ ବୋଲ୍ଡ ଅଟନ୍ତି । କିନ୍ତୁ ସେ ଆଜି ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି । ଅମିଷା ବହୁତ ସମୟ ହେବ ବଲୀଉଡରୁ ଦୂରରେ ଅଛନ୍ତି ଏବଂ ତାଙ୍କୁ ଦେଖି ଲାଗୁଛି କି ସେ ବାହାଘର ପାଇଁ ଇଛା କରୁନାହାନ୍ତି ।

ରାଇମା ସେନ

ରାଇମା ସେନ ଏକ ବେଙ୍ଗଲି ଅଭିନେତ୍ରୀ ଅଟନ୍ତି । ସୁନ୍ଦର ଏବଂ ପ୍ରତିଭାଶାଳୀ ହେବା ସତ୍ବେ ତାଙ୍କୁ ବଲୀଉଡରେ ସଫଳତା ମିଳିଲା ନାହିଁ । ତାଙ୍କର ବହୁତ ଅଫେୟାର ମଧ୍ୟ ଚାଲିଥିଲା କିନ୍ତୁ କିଛି ବାହାଘର ପର୍ଯ୍ୟନ୍ତ ପହଞ୍ଚି ନାହିଁ ।

ତବ୍ବୁ

ବଲୀଉଡର ସବୁଠୁ ପ୍ରସିଦ୍ଧ ଏବଂ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ତବ୍ବୁ । ତବ୍ବୁ ଆଜି ବି ବହୁତ ଫିଲ୍ମରେ ନିଜର ଦମଦାର ଅଭିନୟ ଦେଖାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ତବ୍ବୁ ଆଜି ବି ବହୁତ ସୁନ୍ଦର ଅଟନ୍ତି ଏବଂ ସେ ଚାହିଁବେ ତ ବର୍ତ୍ତମାନ କାହାକୁ ବି ବାହା ହୋଇ ପାରିବେ । କିନ୍ତୁ ତାଙ୍କୁ ଦେଖି ଲାଗୁ ନାହିଁ କି ସେ ବାହା ହେବା ପାଇଁ ଚାହୁଁଛନ୍ତି ।

ସୁଷ୍ମିତା ସେନ

ମିସ ୟୁନିଭର୍ଷ ଟାଇଟେଲ ଜିତିଥିବା ସୁଷ୍ମିତା ସେନ ଆଜି ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି । କିନ୍ତୁ ସମୟ ସହିତ ସୁଷ୍ମିତା ଆହୁରି ବି ଯବାନ ହେଉଛନ୍ତି । ବର୍ତ୍ତମାନ ହିଁ ସେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ବହୁତ ହଟ ଦେଖାଯାଉଛନ୍ତି । କିନ୍ତୁ ତାଙ୍କର ବାହାଘରକୁ ନେଇ ଆଜି ପର୍ଯ୍ୟନ୍ତ ବହୁତ ପ୍ରଶ୍ନ ଉଠୁଛି ।

ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ଆମର ଏହି ଆର୍ଟିକ୍ଲ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ କହିବେ, ଭଲ ଲାଗିଲେ ଗୋଟେ ଶେୟାର କରିବେ ଓ ନୀତିଦିନ ଏମିତି ନୂଆ ନୂଆ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ।