ଏହି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ସୁପରଷ୍ଟାର ବିଦ୍ୟା ବାଲନ, ତାଙ୍କ ପାଇଁ ଫ୍ୟାନ୍ସ ମାନେ ଭଗବାନଙ୍କ ପାଖେ କରୁଛନ୍ତି ପ୍ରାର୍ଥନା

ବଲୀଉଡର ସୁପରଷ୍ଟାର ବିଦ୍ୟା ବାଲନ ବଡ ବଡ ଫିଲ୍ମରେ କାମ କରିଛନ୍ତି । ବିଦ୍ୟା ବାଲନ ବହୁତ ହିଁ  ସରଳ ଓ ହୃଦୟବାନ କଳକାର ଅଟନ୍ତି । ଯିଏକି ନିଜର ପରିଶ୍ରମ ଏବଂ ଇଛା ଦ୍ଵାରା ବଲୀଉଡରେ ନିଜର ପରିଚୟ ବନାଇଛନ୍ତି । ବିଦ୍ୟା ବାଲନଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ଅଛନ୍ତି । ତାଙ୍କର ପ୍ରାୟତଃ ସବୁ ଫିଲ୍ମ ହିଟ ହୋଇଛି, କିନ୍ତୁ ଆଜିକାଲି ସେ କେବଳ ବିଜ୍ଞାପନରେ ନଜର ଆସୁଛନ୍ତି । ବର୍ତ୍ତମାନ ହିଁ ବିଦ୍ୟା ବାଲନ ନିଜର ଜନ୍ମ ଦିନ ପାଳନ କରିଛନ୍ତି, କିନ୍ତୁ ସେ ସର୍ବଦା ନିଜକୁ ଲାଇମ ଲାଇଟରେ ଦୂରେଇ ରଖନ୍ତି । ତେବେ ଚାଲନ୍ତୁ ଦେଖିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଅଛି ?

ବିଦ୍ୟା ବାଲନଙ୍କ ବିଷୟରେ ବର୍ତ୍ତମାନ ହିଁ ଏକ ଖବର ଆସିଛି । ଖବର ଅନୁସାରେ ବିଦ୍ୟା ବାଳନ ଏକ ମାନସିକ ରୋଗରେ ପୀଡିତ ଅଛନ୍ତି । ଯେଉଁ କାରଣରୁ ଲୋକମାନେ ଭଗବାନ ନିକଟରେ ତାଙ୍କ ପାଇଁ ପାର୍ଥନା କରୁଛନ୍ତି । ଏମିତିରେ ଏହି ସମୟରେ ବିଦ୍ୟା ବାଳନ ନିଜର ରୋଗ ଉପରେ ଏବଂ ନିଜ କାମ ଉପରେ ଫୋକସ କରୁଛନ୍ତି ।

ଓସୀଡୀ ସେ ଗ୍ରସିତ ଅଛନ୍ତି ବିଦ୍ୟା ବାଲନ

ମିଡିୟା ରିପୋର୍ଟ ଅନୁସାରେ ବିଦ୍ୟା ବାଲନ ଓସୀଡୀରେ ଗ୍ରାସିତ ଅଛନ୍ତି । ମାନେ ବିଦ୍ୟା ବାଲନଙ୍କୁ ଓବ୍ସେସିବ କଂପଲ୍ସିବ ଡିସର୍ଡର ହୋଇଛି, ଯାହାକୁ ମନୋବୈଜ୍ଞାନିକ ସମସ୍ୟା ମଧ୍ୟ କୁହାଯାଇଥାଏ । ଏହି ସମସ୍ୟାରେ ବ୍ୟକ୍ତିକୁ କେବଳ ଦିନ ସାରା ଗୋଟିଏ  ହିଁ କାମ କରିବାର ଭୁତ ମୁଣ୍ଡରେ ଥାଏ ।

ପ୍ରାୟତଃ ବ୍ୟକ୍ତି ଦିନ ସାରା କୌଣସି ଜିନିଷକୁ କିମ୍ବା ଘରକୁ ସଫା କରିବାରେ ଲାଗିଥାନ୍ତି ଏବଂ ସେମାନେ ସେତେବେଳେ ପର୍ଯ୍ୟନ୍ତ ସଫା କରୁଥାନ୍ତି ଯେତେବେଳେ ପର୍ଯ୍ୟନ୍ତ ତାଙ୍କ ମୁଣ୍ଡ ଏହା ନ କହିଦେଇଛି ଯେ ତାହ ସଫା ହୋଇଯାଇଛି ।

ପୁରା ଦୁନିଆରେ ୧ ରୁ ୩ ପ୍ରତିଶତ ଲୋକମାନେ ଓସୀଡୀରେ ଗ୍ରସିତ ଅଛନ୍ତି

ସୂତ୍ର ଅନୁସାରେ ପୁରା ଦୁନିଆରେ ୧ ରୁ ୩ ପ୍ରତିଶତ ଲୋକମାନେ ଏହି ରୋଗରେ ପୀଡିତ ଅଛନ୍ତି । ଯେଉଁଥିରେ ପିଲାମାନଙ୍କର ସଂଖ୍ୟା ଅଧିକ ଅଛି । ଏହି ରୋଗର ଚିକିତ୍ସା ଅଛି କିନ୍ତୁ ଏହା ସହିତ ରୋଗୀର ଭଲ ଯତ୍ନ ନେବା ମଧ୍ୟ ଆବଶ୍ୟକ । ଏହା ସହିତ ରୋଗୀ ଯଦି କୌଣସି ପ୍ରକାରର ଚିନ୍ତା ନ କରନ୍ତି ତେବେ ସେ ଜଲ୍ଦି ଠିକ ହୋଇଯିବେ । ମିଡିୟା ରିପୋର୍ଟ ଅନୁସାରେ ବିଦ୍ୟା ବାଲନ ନିଜର ଚିକିତ୍ସା କରୁଛନ୍ତି ଏବଂ ନିଜକୁ ସବୁ ଚିନ୍ତାରୁ ଦୂର ରଖୁଛନ୍ତି ।

ଏହି ଫିଲ୍ମରେ ବିଦ୍ୟା ବାଲନ କରୁଛନ୍ତି କାମ

କହିଦେଉଛୁ ଯେ ବିଦ୍ୟା ବାଲନ କିଛି ଦିନ ତଳେ ନିଜର ଆସୁଥିବା ଫିଲ୍ମର ଶୁଟିଙ୍ଗରେ ବ୍ୟସ୍ଥ ଥିଲେ । ସେ ଆନ୍ଧ୍ର ପ୍ରଦେଶର ପୂର୍ବ ସିଏମ ଏନ. ଟୀ. ରାମାରାୱଙ୍କର ବାୟୋପିକରେ କାମ କରୁଥିଲେ । ଏହି ଫିଲ୍ମରେ ବିଦ୍ୟା ବାଲନ ଏନ. ଟୀ. ରାମାରାୱଙ୍କର ସ୍ତ୍ରୀଙ୍କର ଅଭିନୟ କରୁଛନ୍ତି । ଏହା ପୂର୍ବରୁ ସେ ବହୁତ ହିଟ ଫିଲ୍ମ ମଧ୍ୟ ବଲୀଉଡକୁ ଦେଇଛନ୍ତି ।

ବନ୍ଧୁଗଣ ବିଦ୍ୟା ବାଲାନଙ୍କ ସ୍ୱାସ୍ଥ୍ୟ ଠିକ ହେବା ପାଇଁ ଭଗବାନଙ୍କୁ ନିଶ୍ଚୟ ଡାକିବେ , ଏହି ଭଳି ଅନେକ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ।