ବହୁତ ମହଙ୍ଗା ଘରେ ରୁହନ୍ତି ସାଉଥର ଏହି ଷ୍ଟାରମାନେ, 3ନଂଙ୍କ ଘର ମୂଲ୍ୟ ଶୁଣିଲେ ଆପଣଙ୍କୁ ବିଶ୍ଵାସ ହେବ ନାହିଁ

ବଲୀଉଡ ଷ୍ଟାରମାନଙ୍କର ରହିବା ଓ ପିନ୍ଧିବା ଷ୍ଟାଇଲ ସବୁବେଳେ ସାଧାରଣ ଲୋକମାନଙ୍କୁ ଆକର୍ଷିତ କରିଥାଏ । ବଲୀଉଡ ଷ୍ଟାରମାନଙ୍କର ଆୟ ଓ ଘର ବିଷୟରେ ଆପଣ ଶୁଣିଥିବେ କିମ୍ବା ଦେଖିଥିବେ । କିନ୍ତୁ ଆଜି ଆମେ ସାଉଥ ଇଣ୍ଡଷ୍ଟ୍ରିର ପପୁଳାର ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ ଓ ତାଙ୍କର ଆକିଶାନ ଘର ବିଷୟରେ । ଯେଉଁଥିରୁ ଆପଣ ତାଙ୍କର ଧନୀ ଲାଇଫ ଷ୍ଟାଇଲ ବିଷୟରେ ଅନ୍ଦାଜ ଲଗାଇ ପାରିବେ ।

ରବି ତେଜା

ଗୋଟିଏ ସମୟରେ ଟଙ୍କାର ଅସୁବିଧାକୁ ନିଜ ସମ୍ମୁଖରେ ଦେଖିଥିବା ସାଉଥ ଇଣ୍ଡଷ୍ଟ୍ରିର ଅଭିନେତା ରବି ତେଜା ଆଜି କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । ରବି ତେଜା ସାଉଥର ଜଣା ଶୁଣା ସୁପରଷ୍ଟାର ମଧ୍ୟରୁ ଜଣେ ଅଟନ୍ତି । ଯାହାଙ୍କର ଫିଲ୍ମ ତାଙ୍କର ଫ୍ୟାନମାନଙ୍କ ପାଇଁ କୌଣସି ଉପହାର ଠାରୁ କମ ହୋଇ ନ ଥାଏ । ସେଥିପାଇଁ ସେ ସବୁଠୁ ମହଙ୍ଗା କଳାକାରମାନଙ୍କ ମଧ୍ୟରେ ସାମିଲ ଅଛନ୍ତି । ରବି ତେଜା ନିଜର ପରିବାର ସହିତ ଜଗମପେଟାରେ ରୁହନ୍ତି । ଏହି ଘର କୌଣସି ୫ ଷ୍ଟାର ହୋଟେଲ ଠାରୁ କମ ନୁହେଁ । ଯାହାର ମୂଲ୍ୟ ପାଖପାଖି ୧୬ କୋଟି ଟଙ୍କା ପାଖାପାଖି ଅଟେ ।

ଅଜିତ

ସୁପର ଷ୍ଟାର ଅଜିତ କୁମାରଙ୍କ ଘର ବି ସାଉଥ ଷ୍ଟାରମାନଙ୍କର ସବୁଠୁ ମହଙ୍ଗା ଘର ମଧ୍ୟରେ ସାମିଲ ଅଛି । ବର୍ଷ ୧୯୯୦ରେ ଅଜିତ କୁମାର ନିଜର ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ ଓ ଆଜି ସେ ସାଉଥର ସବୁଠୁ ମହଙ୍ଗା କଳାକାରମାନଙ୍କ ମଧ୍ୟରେ ସାମିଲ ଅଛନ୍ତି । ଅଜିତ କୁମାର ଗୋଟିଏ ଫିଲ୍ମ ପାଇଁ ୪୦ କୋଟି ଟଙ୍କା ଚାର୍ଜ କରିଥାନ୍ତି । ଅଜିତ କୁମାରଙ୍କ ବଙ୍ଗଳାର ମୂଲ୍ୟ ୩୭ କୋଟି ଟଙ୍କା ଅଟେ ।

ବିଜୟ

ରଜନୀକାନ୍ତଙ୍କ ପରେ ବିଜୟୀ ଏକମାତ୍ର ଅଭିନେତା ଅଟନ୍ତି ଯିଏ ତାମିଲ ସିନେମାରେ ସବୁଠୁ ଅଧିକ ଆୟ କରିଛନ୍ତି । ଫୋର୍ବସ ମାଗାଜିନରେ ବିଜୟଙ୍କ ନାଁ ଅଧିକ ଟଙ୍କା ନେଉଥିବା ୧୦୦ ଜଣ ଅଭିନତାଙ୍କ ଲିସ୍ଟରେ ୭ ଥର ସାମିଲ ହୋଇ ସାରିଛି । ବିଜୟ ଗୋଟିଏ ଫିଲ୍ମ ପାଇଁ ୨୫ ରୁ ୩୦ କୋଟି ଟଙ୍କା ଚାର୍ଜ କରିଥାନ୍ତି । ଯେତିକି ଭଲ ତାଙ୍କର ଆୟ ଅଟେ ତାଙ୍କର ଘର ବି ସେତିକି ସୁନ୍ଦର ଅଟେ । ବିଜୟ ତାମିଲନାଡୁର ଗୋଟିଏ ବହୁତ ଭଲ ଆପାର୍ଟମେଣ୍ଟରେ ରୁହନ୍ତି । ଯାହାର ମୂଲ୍ୟ ପାଖାପାଖି ୫୨ କୋଟି ଟଙ୍କା ଅଛି ।

ସୂର୍ୟା

ସୂର୍ୟା ତାମିଲ ସିନେମାର ଜଣା ଶୁଣା ନାଁ ଅଟେ । ଯାହାଙ୍କର ଫିଲ୍ମ କେବଳ ବକ୍ସ ଅଫିସ ନୁହେଁ ତାଙ୍କର ଫ୍ୟାନମାନଙ୍କର ହୃଦୟକୁ ବି ଜିତି ନିଏ । ସୂର୍ୟା ବି ସାଉଥର ଅଧିକ ଟଙ୍କା ନେଉଥିବା ଅଭିନେତାମାନଙ୍କ ମଧ୍ୟରେ ସାମିଲ ଅଛନ୍ତି । ସେ ଚେନ୍ନାଇରେ ଗୋଟିଏ ବହୁତ ହିଁ ସୁନ୍ଦର ବଙ୍ଗଳାରେ ରୁହନ୍ତି । ତାଙ୍କର ଏହି ଘରର ମୂଲ୍ୟ ପାଖପାଖି ୨୬ କୋଟି ଟଙ୍କା ଅଟେ ।

ଦଗ୍ଗୁବତୀ ୱେଂକଟେଶ

ଦଗ୍ଗୁବତୀ ୱେଂକଟେଶ ସାଉଥର ବହୁତ ପ୍ରତିଭାବାନ ଅଭିନେତା ଅଟନ୍ତି । ତାଙ୍କର ଫିଲ୍ମ ପ୍ରାୟତଃ ବକ୍ସ ଅଫିସରେ କାମଲ କରିଥାଏ । ବେ ନିଜର ସବୁ ଫିଲ୍ମ ପାଇଁ ୮ ରୁ ୧୦ କୋଟି ଟଙ୍କା ଚାର୍ଜ କରିଥାନ୍ତି । ତାଙ୍କର ଘର ବି ସୁପାର ଷ୍ଟାରମାନଙ୍କର ମହଙ୍ଗା ଘର ଅଧ୍ୟରେ ସାମିଲ ଅଛି । ତାଙ୍କର ଘରର ମୂଲ୍ୟ ୪୦ କୋଟି ଟଙ୍କା ଅଟେ ।

ଜୁନିୟର ଏନଟିଆର

ଜନିୟର ଏନଟିର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ଲୋକପ୍ରିୟ ଚେହେରା ଅଟେ । ଜୁନିୟର ଏନଟିଆର ଯେତିକି ଫେମସ ଅଟନ୍ତି ତାଙ୍କର ଆୟ ବି ସେତିକି ଭଲ ଅଟେ । ଜୁନିୟର ଏନଟିଆର ଗୋଟିଏ ଫିଲ୍ମ ପାଇଁ ୨୨ କୋଟି ଟଙ୍କା ନେଇଥିଆନ୍ତି । ସେ ହାଇଦ୍ରାବାଦରେ ଯୁବଳି ହିଲ୍ସରେ ତିଆରି ଆଲିଶାନ ଘରେ ରୁହନ୍ତି । ଯାହାର ମୂଲ୍ୟ ୨୮ କୋଟି ଟଙ୍କା ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।