ଫିଲ୍ମ ମେନେ ପ୍ୟାର କିୟାର ହିରୋଇନ ଆଜି ଦେଖାଯାଉଛନ୍ତି ଆଗଠାରୁ ବି ବେଶି ସୁନ୍ଦର

ବଲିଉଡ ରେ ସୁନ୍ଦର ଅଭିନେତ୍ରୀ ମାନଙ୍କର ଅଭାବ ନାହିଁ । ଏତିକି ନୁହେଁ ବଲିଉଡ ରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯାହାଙ୍କୁ ଦେଖିବା ପରେ ତାଙ୍କର ବୟସ ମଧ୍ୟ ଜାଣିହୁଏନାହିଁ । ଏମିତି ହିଁ ଜଣେ ୯୦ ମସିହାର ଅଭିନେତ୍ରୀ ଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ଅଭିନେତ୍ରୀ ଙ୍କ ସୁନ୍ଦରତା ଦେଖି ତାଙ୍କ ବୟସ ର ଅନୁମାନ କରିବା ଅସମ୍ଭବ ଅଟେ ।

ଏହି ଅଭିନେତ୍ରୀ ୫୦ ବର୍ଷର ହୋଇଥିବା ସତ୍ବେ ୧୫ ବର୍ଷ ର ଝିଅ ପରି ଯବାନ ଦେଖିବାକୁ ଲାଗନ୍ତି । ଚାଲନ୍ତୁ ଜାଣିବା ଏହି ଅଭିନେତ୍ରୀ ଙ୍କ ବିଷୟରେ କିଛି ଖାସ କଥା । ତେବେ ଚାଲନ୍ତୁ ଜାଣିବା । ଆଜି ଆମେ କଥା ହେଉଛେ ସଲମାନ ଖାନ ଙ୍କ ସହିତ ଫିଲ୍ମ ମେନେ ପ୍ୟାର କିୟା ର ହିରୋଇନ ଭଗ୍ୟଶ୍ରି ଙ୍କ ବିଷୟରେ । ଭାଗ୍ୟଶ୍ରି ବଲିଉଡ ରେ ନିଜର କ୍ୟାରିୟର ଫିଲ୍ମ ମେନେ ପ୍ୟାର କିଆ ରୁ ଆରମ୍ଭ କରିଥିଲେ ।

ପ୍ରଥମ ଫିଲ୍ମ ରୁ ଭାଗ୍ୟଶ୍ରୀ ବହୁତ ଚର୍ଚ୍ଚାରେ ରହିଥିଲେ । ଫିଲ୍ମ ମେନେ ପ୍ୟାର କିଆ ଆଜିଠାରୁ ୨୯ ବର୍ଷ ପୂର୍ବରୁ ଆସିଥିଲା । ଏବଂ ଏହି ବର୍ଷ ଭିତରେ ବହୁତ କିଛି ବଦଳି ଯାଇଛି କିନ୍ତୁ ଭାଗ୍ୟଶ୍ରୀ ଙ୍କ ସୁନ୍ଦରତା ଏବେ ଆହୁରି ବଢ଼ିଯାଇଛି । ଭାଗ୍ୟଶ୍ରୀ ବଲିଉଡ ର ଅନ୍ୟ ଅଭିନେତ୍ରୀ ମାନଙ୍କ ପରି ସୋସିଆଲ ମିଡିଆରେ ଅକ୍ଟିଭ ରହିବା ପସନ୍ଦ କରନ୍ତି ।

ଖାସ କରି ସେ ଇଂସ୍ତାଗ୍ରମ ରେ ଅକ୍ଟିଭ ରହିବା କୁ ପସନ୍ଦ କରନ୍ତି । ସେ ସବୁବେଳେ ନିଜର ଭିଡିଓ ଏବଂ ଫଟୋ ଅପ୍ଲୋଡ କରୁଛନ୍ତି । ନିଜର ଏହି ଫଟୋ ମାନଙ୍କରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ସେ ଏବେ ନିଜର ସୁନ୍ଦରତା ପାଇଁ ବହୁତ ଚର୍ଚ୍ଚାରେ ରହିଛନ୍ତି । ଭାଗ୍ୟଶ୍ରୀ ଙ୍କ ଫ୍ୟାନ ଏବେ ଖୁବ ଜୋର ସୋରରେ ଭାଗ୍ୟଶ୍ରୀ ଙ୍କ ଫଟୋ ସେୟାର କରିବାରେ ଲାଗିଛନ୍ତି ।

ତେବେ ଆପଣଙ୍କୁ ଭାଗ୍ୟଶ୍ରୀ ଆଗରୁ ସୁନ୍ଦର ଲାଗୁଥିଲେ କି ଏବେ ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।