12 ଟି ମଜାଦାର ପ୍ରଶ୍ନ ଓ ଉତ୍ତର, ଏମିତି କେଉଁ ଜିନିଷ ଗାଈର ପଛରେ ଏବଂ ଝିଅଙ୍କ ଆଗରେ ରହିଥାଏ ?

ଆପଣ ସମସ୍ତେ UPSC ପରୀକ୍ଷା ବିଷୟରେ ଜାଣିଛନ୍ତି । ଏହି ପରୀକ୍ଷାରେ ପାସ ହେବା ପରେ ଓ ଶେଷରେ ଇଣ୍ଟରଭିୟୁରେ ପାସ ହେବା ପରେ ଆପଣ ଜଣେ IAS ଓ IPS ଅଫିସର ହୋଇ ପାରିବେ । କହିବାକୁ ଗଲେ UPSC ପରୀକ୍ଷାକୁ ପାସ କରିବା ପରେ ଇଣ୍ଟରଭିୟୁରେ ପାସ କରିବା ବହୁତ କଷ୍ଟକର ହୋଇଥାଏ । ଇଣ୍ଟରଭିୟୁର ମୂଳ ଉଦ୍ଦେଶ୍ୟ ଏହା ହୋଇଥାଏ କି ସାମ୍ନାରେ ବସିଥିବା ବ୍ୟକ୍ତି ଆପଣଙ୍କ ବ୍ୟାକ୍ତିତ୍ବ ଓ ବୁଦ୍ଧିର ପରୀକ୍ଷଣ କରିଥାନ୍ତି ।

ବିଭିନ୍ନ ବିଷୟ ଉପରେ ଆପଣଙ୍କ ମୂଲ୍ୟାଙ୍କନ କରାଯାଏ । କହିବାକୁ ଗଲେ ଏହି ଇଣ୍ଟରଭିୟୁରେ ଏହିଭଳି କିଛି ପ୍ରଶ୍ନ କରାଯାଏ ଯାହାର ଉତ୍ତର ବହୁତ ସହଜ ହୋଇଥାଏ । କିନ୍ତୁ ତାହା ଆପଣଙ୍କୁ ସବୁଠୁ କଷ୍ଟ ପ୍ରଶ୍ନ ଲାଗିଥାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଓ ତାହର ଜବାବ ନେଇ ଆସିଛୁ । ଏହି ସବୁ ବିଚକ୍ଷଣ ପ୍ରଶ୍ନ ଇଣ୍ଟରଭିୟୁରେ କରାଯାଏ ।

୧ – କେଉଁ ଜିନିଷ ବାନ୍ଧିଲା ପରେ ମଧ୍ୟ ଚାଲିଥାଏ ?

ଉତ୍ତର- ହାତଘଣ୍ଟା

୨- ବିଶ୍ୱର ସବୁଠୁ ଉଚ୍ଚ ପଶୁ କିଏ ଅଟେ ?

ଉତ୍ତର- ଜିରାଫ

୩- ଇଂରାଜିରେ ଏମିତି ଏକ ଶବ୍ଦ କୁହ ଯେଉଁଥିରେ A ଠାରୁ  F ପର୍ଯ୍ୟନ୍ତ ସବୁ ଅକ୍ଷର ଥିବ ?

ଉତ୍ତର- feedback

୪- କେଉଁ ଦେଶରେ ଗୋଟେ ହେଲେ ବି ବ୍ୟାଙ୍କ ନାହିଁ ?

ଉତ୍ତର- ଶିଲ୍ୟାଣ୍ଡ

୫- ଏମିତି କେଉଁ ଜିନିଷ ଗାଈର ପଛରେ ଏବଂ ଝିଅଙ୍କ ଆଗରେ ରହିଥାଏ ?

ଉତ୍ତର- w
Cow
Women

୬- କେଉଁ ଜିନିଷ ତୁମଠାରୁ ମିଳିବା ପୂର୍ବରୁ ତୁମଠାରୁ ନିଆ ସାରିଥାଏ ?

ଉତ୍ତର- ଫୋଟୋଗ୍ରାଫ

୭- ଆଲୋକର ଗତି ଅଧିକ ତା ଠାରୁ ଅଧିକ ବେଗ କାହାର ଅଛି ?

ଉତ୍ତର- ମନର ଗତି

୮- ଭାରତରେ ଅଧିକ ବଣ ରାଜ୍ୟ କେଉଁଠି ଅଛି ?

ଉତ୍ତର- ମଧ୍ୟପ୍ରଦେଶ

୯- କେଉଁ ଦେଶରେ ସବୁଠାରୁ ବେଶି ପୋଲିସ ଅଛନ୍ତି?

ଉତ୍ତର:-ଆମେରିକା ରେ ସବୁ ଠାରୁ ବେଶି ପୋଲିସ ଅଛନ୍ତି ।

୧୦- ମୃତ୍ୟୁ ପରେ ମନୁଷ୍ୟ ଶରୀରର କେତେ ଓଜନ କମି ଯାଇଥାଏ?

ଉତ୍ତର:-୨୧ ଗ୍ରାମ, ମୃତ୍ୟୁ ପରେ ମଣିଷ ଶରୀରର ୨୧ ଗ୍ରାମ କମି ଯାଇଥାଏ ।

୧୧- ଜ୍ଞାନପୀଠ ପୁରସ୍କାର କେଉଁ କ୍ଷେତ୍ରରେ ଦିଆଯାଏ ?

ଉତ୍ତର- ସାହିତ୍ୟ କ୍ଷେତ୍ରରେ

୧୨- ସୁନା ଓ ହୀରାର ଦେଶ କାହାକୁ କୁହାଯାଏ ?

ଉତ୍ତର- ଆଫ୍ରିକା

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।