Bollywood ସୁପର ଷ୍ଟାର Jeetendra ଙ୍କ ଝିଅ ଦେଖିବାକୁ ଏତେ ସୁନ୍ଦର କି, ଆଖି ଲାଖିଯିବ ଥରେ ଦେଖିଲେ ଦେଖିଲେ, ବିଶ୍ଵାସ ହେଉନି ତ ଦେଖନ୍ତୁ ଫଟୋ

ଜିତେନ୍ଦ୍ର ବଲିଉଡ ଫିଲ୍ମ ଜଗତର ୮୦ ଦଶକର ଏକ ପ୍ରସିଦ୍ଧ ଅଭିନେତା ଥିଲେ । ଜିତେନ୍ଦ୍ର ବଲିଉଡରେ ୧୯୬୦ ରୁ ୧୯୯୦ ପର୍ଯ୍ୟନ୍ତ ବହୁତ ହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଏହି ୩୦ ବର୍ଷର ଲମ୍ବା କ୍ୟାରିୟରରେ ସେ ବହୁତ ଫିଲ୍ମ ରେ ଅଭିନୟ କରିଛନ୍ତି । ସେ ଏହି ଫିଲ୍ମ ଜଗତକୁ ଏକ ନାଟକୀୟ ମୋଡ଼ରେ ପ୍ରବେଶ କରିଥିଲେ । ଦିନେ ତାଙ୍କ ବାପାଙ୍କର ବ୍ୟବସାୟିକ ଭିତ୍ତିରେ ଅଳଙ୍କାର ଦେବା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଯାଇଥିଲେ ସେଠାରେ ବି ସାନ୍ତାରାମ ତାଙ୍କ ଚେହେରାକୁ ଦେଖି ପସନ୍ଦ କରି ଜିତେନ୍ଦ୍ରଙ୍କୁ ଫିଲ୍ମ ନବରଙ୍ଗରେ ଅଭିନୟ କରିବା ପାଇଁ ସୁଯୋଗ ଦେଇଥିଲେ ।

ଏହିଭଳି ଭାବରେ ଜିତେନ୍ଦ୍ରଙ୍କୁ ମାତ୍ର ୧୭ ବର୍ଷ ବୟସରେ ୧୯୫୯ ମସିହାରେ ପ୍ରଥମ କରି ବଲିଉଡର ଫିଲ୍ମ ଜଗତରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା । ଏହା ପରେ ସେ ବି ସଂତାରାମଙ୍କ ଦ୍ୱାରା ନିର୍ମିତ ଫିଲ୍ମ ରେ ୧୯୬୪ରେ ଗୀତ ଗାୟ ପଥରରେ ଅଭିନୟ କରିଥିଲେ ।

କିନ୍ତୁ ତାଙ୍କୁ ୧୯୬୮ ରେ ଫିଲ୍ମ ଫର୍ଜରେ ସଫଳ ଅଭିନେତା ଭାବରେ ପରିଚୟ ମିଳିଥିଲା । ଏହି ଫିଲ୍ମ ର ଏକ ଗୀତରେ ପିନ୍ଧି ଥିବା ଲାଲ ରଙ୍ଗରଟି ସାର୍ଟ ଓ ଧଳା ଜୋତା ତାଙ୍କର ଟ୍ରେଣ୍ଡ ମାର୍କ ହୋଇଯାଇଥିଲା । ଏହାପରେ କାର୍ବାଂ ଓ ହମଜୋଲି ଫିଲ୍ମର ଗୀତରେ ଡାନ୍ସ କରିଥିଲେ । ଏହି ଡାନ୍ସ କାରଣରୁ ତାଙ୍କୁ ଶଲିଉଡରେ ଜଂପିଙ୍ଗ ଜ୍ୟାକ ଭାବରେ ବଲିଉଡରେ ପ୍ରସିଦ୍ଧ ହୋଇଯାଇଥିଲେ । ଜିତେନ୍ଦ୍ର ପାଖରେ ପାଖି ୨୦୦ ଫିଲ୍ମରେ ଅଭିନୟ କରିଛନ୍ତି ।

ଏହା ସହିତ ସେ ଫିଲ୍ମ ନିର୍ମାତା ସହ ବାଲାଜି ମୋସନ ପିକ୍ଚର , ବାଲାଜି ଟେଲିଫିଲ୍ମ , ଏ ଏଲ ଟି ଏଣ୍ଟରଟେନମେଣ୍ଟର ଚେୟାର ମ୍ୟାନ ଅଛନ୍ତି । ଜିତେନ୍ଦ୍ରଙ୍କୁ ୨୦୦୩ ରେ  ଫିଲ୍ମ ଫେୟାର ଲାଇଫ ଟାଇମ ଆଛିଭମେଣ୍ଟ ଆୱାର୍ଡ ମିଳିଥିଲା । ୨୦୦୬ ରେ ସ୍କ୍ରିନ ଲାଇଫଟାଇମ ଆଛିଭମେଣ୍ଟ ଆୱାର୍ଡ ମିଳିଥିଲା । ଜିତେନ୍ଦ୍ରଙ୍କ ନାମ ଛୋଟ ବେଳେ ରବିକାପୁର ଥିଲା ଏହାକୁ ସେ ପରେ ବଦଳେଇ ଦେଇଥିଲେ । ଜିତେନ୍ଦ୍ରଙ୍କ ଜନ୍ମ ୭ ଏପ୍ରିଲ ୧୯୪୨ ରେ ହୋଇଥିଲା ।

ତାଙ୍କ  ବାପାଙ୍କ ନାମ ଅମର ନାଥ କାପୁର ଉ ମାଙ୍କ ନାମ କ୍ରିସ୍ନା କାପୁର ଥିଲା । ତାଙ୍କ ବାପା ଇମିଟେସନ ଅଳଙ୍କାର ବ୍ୟବସାୟ କରୁଥିଲେ । ସେ ପଞ୍ଜାବରେ ରହୁଥିଲେ । କିନ୍ତୁ ସେ ମୁମ୍ବାଇ ର ରାମଚନ୍ଦ୍ର ବିଲ୍ଡିଂଗ ରେ ଏକ ମଧ୍ୟବିତ୍ତ ପରିବେଶରେ ରହୁଥିଲେ । ଏବେ ଆସନ୍ତୁ ଜାଣିବା ତାଙ୍କ ଝିଅଙ୍କ ବିଷୟରେ । ତାଙ୍କ ଝିଅଙ୍କର ନାମ ଏକତା କାପୁର ଅଟେ । ଏକତା କପୁର ଫିଲ୍ମ ନିର୍ମାତା ଅଟନ୍ତି । ସେ ତାଙ୍କ କମ୍ପାନୀ  ବାଲାଜି ଟେଲିଫିଲ୍ମର ଯୁଗ୍ମ ନିର୍ଦେଶକ ଅଟନ୍ତି ଓ କ୍ରିଏଟିଭ ନିର୍ଦେଶକ ଅଟନ୍ତି ।

ତାଙ୍କୁ ୨୦୧୨ ରେ ସୋସିଆଲ ଇମପାୱାର ଆୱାର୍ଡ ମିଳିଥିଲା । ସେ ମୁମ୍ବାଇର ସ୍କଟିସ ସ୍କୁଲ ମାହିମରେ ପାଠ ପଢିଥିଲେ । ଏହା ପରେ ମିଥିବାଇ କଲେଜରେ ପଢିଥିଲେ । ସେ ହମ ପାଞ୍ଚ , କୀୟଙ୍କି ସାସ ଭି କାଭି ବହୁ ଥିତାଙ୍କ କମ୍ପାନୀ  ବାଲାଜି ଟେଲିଫିଲ୍ମ ର ଯୁଗ୍ମ ନିର୍ଦେଶକ ଅଟନ୍ତି ଓ କ୍ରିଏଟିଭ ନିର୍ଦେଶକ ଅଟନ୍ତି । ତାଙ୍କୁ ୨୦୧୨ ରେ ସୋସିଆଲ ଇମପାୱାର ଆୱାର୍ଡ ମିଳିଥିଲା । ସେ ମୁମ୍ବାଇର ସ୍କଟିସ ସ୍କୁଲ ମାହିମ ରେ ପାଠ ପଢିଥିଲେ ।

ଏହା ପରେ ମିଥିବାଇ କଲେଜରେ ପଢିଥିଲେ । ସେ ହମ ପାଞ୍ଚ , କୀୟଙ୍କି ସାସ ଭି କାଭି ବହୁ ଥି , କାହାଣୀ ଘରଘର କି , କସଟି ଜିନ୍ଦେଗିକି , କ୍ୟାହୁଆ ତେରା ବାଦା , ପବିତ୍ର ରିସ୍ତା ଭଳି ବହୁତ ନାମୀ ଦାମୀ ସିରିଏଲ ନିର୍ମାଣ କରିଛନ୍ତି । ୨୦୦୧ରେ ବଲିଉଡରେ ଫିଲ୍ମ ନିର୍ମାତା ଭାବେ କିଉଙ୍କି ମେଂ ଝୁଟ ନେହିଁ ବୋଲତା ରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ କୃଷ୍ନା କତେଜ , କ୍ୟା କୂଲ ହେ ହମ ଭଳି ଆହୁରି ଅନେକ ଫିଲ୍ମ ନିର୍ମାଣ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।