ରାନୀ ମୁଖାର୍ଜୀଙ୍କ ଝିଅ ଆଦିରାଙ୍କର ଫଟୋ ସୋସିୟାଲ ମିଡିୟାରେ ହେଲା ଭାଇରାଲ, ତୈମୂରକୁ ବି କରି ଦେଲେ ଫେଲ

ବଲୀଉଡରେ ଏହି ସମୟରେ ବଲୀଉଡର ଷ୍ଟାରଙ୍କ ପରି ତାଙ୍କର ପିଲାମାନେ ବି ଲାଇମ ଲାଇଟରେ ରହୁଛନ୍ତି । କହିଦେଉଛୁ ଯେ ବଲୀଉଡର ଏହି ଷ୍ଟାର ପିଲାମାନଙ୍କର ଫ୍ୟାନ ଫୋଲିଙ୍ଗ ବହୁତ ଭଲ ଅଟେ । ବର୍ତ୍ତମାନ ସୋସିୟାଲ ମିଡିୟାରେ ଗୋଟିଏ ଷ୍ଟାର କିଡ୍ସ ଛାଇଛନ୍ତି ସେ ହେଉଛନ୍ତି ତୈମୂର ଯିଏକି ସବୁବଳେ ମିଡିୟାଙ୍କର କ୍ୟାମେରାରେ ନଜର ଆସିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଅନ୍ୟ ଏକ ଷ୍ଟାର କିଡ୍ସଙ୍କ ବିଷୟରେ କହିବାକୁ ଯାଉଛୁ ।

ଆମେ କଥା କହୁଛୁ ବଲୀଉଡର ଜଣାଶୁଣା ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କର ଝିଅ ବିଷୟରେ । ୨୦୧୪ରେ ରାନୀ ମୁଖାର୍ଜୀ ଏବଂ ଆଦିତ୍ୟ ଚୋପଡା ଗୁପଚୁପ ଭାବରେ ବିବାହ କରିଲେ ଏବଂ କହିଦେଉଛୁ ଯେ ରାନୀ ଏବଂ ଆଦିତ୍ୟଙ୍କର ଅଫେୟର ଖବର ବହୁତ ସମୟ ହେବ ବଲୀଉଡରେ ଚର୍ଚା ହେଉଥିଲା । ଏବଂ ସେମାନେ ଏହି କଥାକୁ କେବେ ବି ସ୍ଵୀକାର କରି ନାହାନ୍ତି ।

ରାନୀ ମୁଖାର୍ଜୀ ବହୁତ ସମୟ ହେବ ଫିଲ୍ମରୁ ଦୂରରେ ରହିଛନ୍ତି କିନ୍ତୁ ୨୦୧୮ରେ ତାଙ୍କର ଫିଲ୍ମ ହିଚକୀ ରିଲିଜ ହୋଇଥିଲା । କିନ୍ତୁ ବକ୍ସ ଅଫିସରେ ଫିଲ୍ମ ସେମିତି କିଛି ଖାସ କାମାଲ କରି ପାରିଲା ନାହିଁ । କହିଦେଉଛୁ ଯେ ରାନୀ ମୁଖାର୍ଜୀ ଗୋଟିଏ ସମୟରେ ବଲୀଉଡର ଅଧିକ ଟଙ୍କା ନେଉଥିବା ଅଭିନେତ୍ରୀ ଥିଲେ, ଏହା ସହିତ ବହୁତ ପ୍ରୋଡକ୍ଟ୍ସର ବ୍ରୈଂଡ ଏଂବେସଡର ବି ରହିଥିଲେ ।

ରାନୀ ମୁଖାର୍ଜୀଙ୍କର ବାହାଘରର ୧ ବର୍ଷ ପରେ ୯ ଡିସେମ୍ବର ୨୦୧୫ରେ ତାଙ୍କର ଝିଅ ଆଦିରାଙ୍କର ଜନ୍ମ ହୋଇଥିଲା । ରାନୀ ଏବଂ ଆଦିତ୍ୟ ଆଦିରାଙ୍କୁ ସବୁବେଳେ କ୍ୟାମେରା ନଜରରୁ ବଞ୍ଚାଇ ରଖିଛନ୍ତି । ଆଦିରାଙ୍କର କେବେ ବି କୌଣସି ଫଟୋ ମିଡିୟାଙ୍କ ହାତରେ ଲାଗେ ନାହିଁ । ଏମିତିରେ ଜନ୍ମ ପରେ ହିଁ ରାନୀ ମୁଖାର୍ଜୀ ଆଦିରାଙ୍କର ପ୍ରଥମ ଫଟୋ ସୋସିୟାଲ ମିଡିୟାରେ ଶେୟାର କରିଥିଲେ ।

କହିଦେଉଛୁ ଯେ ଆଦିରା ବର୍ତ୍ତମାନ ପର୍ଯ୍ୟନ୍ତ କ୍ୟାମେରାରୁ ବଞ୍ଚିକରି ରହିଛନ୍ତି କିନ୍ତୁ ଆଦିରା ସୁନ୍ଦରତାରେ କାହାଠାରୁ କମ ନୁହନ୍ତି । ସୁନ୍ଦରତା ମାମଲାରେ ଆଦିରା ନିଜ ମାଙ୍କୁ ମଧ୍ୟ ଫେଲ କରି ଦେଇଛନ୍ତି । ଆଦିରା ବର୍ତମାନ ତିନି ବର୍ଷର ହୋଇଯାଇଛନ୍ତି ଏବଂ ତାଙ୍କର କିଛି ଏମିତି ଫଟୋ ସୋସିୟାଲ ମିଡିୟାରେ ଭାଇରାଲ ହେଉଛି ଯାହାକୁ ଦେଖି ସମସ୍ତେ କହୁଛନ୍ତି କି ଆଦିରା ନିଜର ମାଙ୍କ ଠାରୁ ବି ବହୁତ ସୁନ୍ଦର ଅଟନ୍ତି ।

ପୋଷ୍ଟଟି ଭଲ ଲାଗିଲେ ଶେୟାର କରିବେ । ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଏବେହିଁ ଲାଇକ କରନ୍ତୁ ।