ଭାରତର ଟ୍ରକ ଡ୍ରାଇଭର ହେଉଛନ୍ତି ସବୁଠୁ ନିଆରା, ଏହି ଫୋଟୋ ସବୁ ଦେଖି ଆପଣ ବି ବିଶ୍ଵାସ କରିଯିବେ !

ଭାରତରେ ଟ୍ରକ ଚଲାଇବା କୌଣସି ସହଜ କାମ ନୁହେଁ । ଓଭର ଲୋଡେଡ ଟ୍ରକକୁ ଚଲେଇବା ଓ ତାକୁ ଠିକ ସ୍ଥାନରେ ପହଞ୍ଚାଇବା ବଡ କଷ୍ଟକର ଓ ଏହି କାମ ପାଇଁ ଟ୍ରକ ଡ୍ରାଇଭରଙ୍କର ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ ଅଟେ । ଏତେ ଓଭର ଲୋଡେଡ ଟ୍ରକ ନେବା ତାହା ବି ଭାରତ ଭଳି ସଡକରେ ଯାହା ଆବେଡା କ୍ଷାବେଡା ହୋଇଥାଏ ବହୁତ କଷ୍ଟକର ଅଟେ ତଥାପି ଏହି ଟ୍ରକ ଡ୍ରାଇଭର ଏହି କାମକୁ ଭଲ ଭାବେ କରିଥାନ୍ତି ଓ ଏହି ଟ୍ରକ କୁ ଲକ୍ଷ ସ୍ଥଳରେ ପହଞ୍ଚାନ୍ତି ।

ଭାରତୀୟ ଟ୍ରକ ଡ୍ରାଇଭରଙ୍କର ସକାଳର ଆରମ୍ଭ ଏହି ପ୍ରକାରେ ହୋଇଥାଏ ଓ ପୁଣି ସେମାନେ ନିଜ ଲକ୍ଷ ସ୍ଥଳକୁ ବାହାରି ପଡନ୍ତି ।

ଓ ତାଙ୍କର ଟ୍ରକ କୁ ଦେଖି ମଣିଷ ଗୋଟିଏ ଥର ନିଶ୍ଚୟ ଚକିତ ହୋଇଯାଏ ।

ସେମିତି ତ ଛୋଟ ଛୋଟ ଜିନିଷ ନେଇଯିବା ଏମାନଙ୍କ ପାଇଁ ସାମାନ୍ୟ କଥା ହୋଇଥାଏ

କିନ୍ତୁ ଏହି ଭଳି ଦେଖି ଲୋକଙ୍କ ଆଖି ଖୋଲା କୁ ଖୋଲା ରାହିଯାଏ ।

ଏମାନଙ୍କର ଏହି କଳାକୁ ସଲାମ ନ କରି ରହି ହୁଏନା। କେବେ କେବେ ତ ଧ୍ୟାନ ଦେଇ ଦେଖିବାକୁ ପଡିଥାଏ କି ଟ୍ରକ କେଉଁଠି ।

ଓ ଏହି କଥାର ପ୍ରଶଂସା କରିବାକୁ ହେବ କି ସନ୍ତୁଳନ ରଖିବାରେ ଏମାନଙ୍କର ତୁଳନା ନାହିଁ ।

ଜିନିଷ ଏତେ ବି ଅଧିକ ନୁହେଁ କି ଦ୍ଵିତୀୟ ଟ୍ରକ ବିଷୟରେ ଭାବିବାକୁ ପଡିବ ।

ଫୋଟୋ ଦେଖି ଏହା ବୁଝାଯାଏ କି କେଜାଣି ଏହି ଡ୍ରାଇଭର କେତେ ଖାଲ ଢିପ ସଡକ ଦେଇ ଆସିଛି ।

ଏବେ କଣ କହିବା ଜିନିଷକୁ ଏତେ ହୁସିଆରିରେ ଜମା କରି ରଖିବା ସମସ୍ତଙ୍କ ଦ୍ଵାରା ସମ୍ଭବ ନୁହେଁ ।

ଏହି ଫୋଟୋ ଦେଖି ଆପଣ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିବେ ନାହିଁ ।

ବାସ ଅଟକିବା ମନା

ଯଦି ଗାଡି ଅଟକି ବି ଯାଉଛି ବା ସମସ୍ୟା ବଡ ଅଛି ତେବେ କିଛି ସମୟ ଆରମ କରିବାକୁ ତ ହେବ ।

ଆମର ଏହି ପୋଷ୍ଟକୁ ଦେଖି ଆପଣଙ୍କ ମନ ବି କରିବ ଗୋଟିଏ ସାଲୁଟ ଦେବା ପାଇଁ ।

ଏମିତି ନୁହେଁ କି ଏମାନଙ୍କର ଭାଗ୍ୟ ସବୁବେଳେ ସାଥିରେ ଥିବ ।

ଯଦି ଏହି ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଲା ତେବେ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ । ଆଗକୁ ଏମିତି ମଜାଳିଆ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ନିଶ୍ଚୟ କରନ୍ତୁ ।