ପୁରୀରେ ନିଜ ପରିବାର ଲୋକଙ୍କ ସହ କିଛି ଏମିତି ମସ୍ତି କଲେ ନୂଆବୋହୂ ସିରିଏଲର Radhika, ଦେଖନ୍ତୁ!

ତରଙ୍ଗ ଟିଭିରେ ଚାଲିଥିବା ସିରିଏଲ ନୂଆ ବୋହୁର ମୁଖ୍ୟ ଭୂମିକାରେ ରାଧିକା ଅଭିନୟ କରୁଛନ୍ତି । ସେ ତାଙ୍କର ସୁନ୍ଦର ଅଭିନୟରେ ଦର୍ଶକଙ୍କ ହୃଦୟରେ ନିଜର ନୂଆ ଜାଗା ସୃଷ୍ଟି କରିପାରିଛନ୍ତି । ସେ ତାଙ୍କର ଅଭିନୟ ପାଇଁ ଅନେକ ଆୱାର୍ଡ ମଧ୍ୟ ପାଇ ସାରିଛନ୍ତି । ଆଜି ଆମେ ଆପଣମାନଙ୍କୁ ରାଧିକାଙ୍କ ବିଷୟରେ କିଛି ନୂଆ କଥା କହିବାକୁ ଯାଉଛୁ । ତରଙ୍ଗ ଟିଭିର ନୂଆ ବୋହୁ ସିରିଏଲରେ ରାଧିକା ଜଣେ ଭଲ ସ୍ତ୍ରୀ ଭାବେ ନୁହେ ବରଂ ଜଣେ ଭଲ ବୋହୁ, ଭଲ ଝିଅ ହେବାର ଅଭିନୟ କରୁଛନ୍ତି ।

ଅଭିନେତା ସାତ୍ଵିକଙ୍କ ସହ ରାଧିକା ଖୁବ ଭଲ ଅଭିନୟ କରି ନୂଆ ବୋହୁ ସିରିଏଲକୁ ଆଗେଇ ନେବାରେ ମୁଖ୍ୟ ଭୂମିକାରେ ଅଛନ୍ତି ।ଏହି ସିରିଏଲରେ ରାଧିକା ଜଣେ ଭଲ ଅଭିନେତ୍ରୀ ଭାବେ କାମ କରୁଛନ୍ତି । ସେଥି ପାଇଁ ନୂଆ ବୋହୁ ସିରିଏଲ ଖୁବ ଜୋରସରରେ ଚାଲିବା ସହ ଚର୍ଚ୍ଚାରେ ମଧ୍ୟ ରହିଛି । ରାଧିକା ମୁଖ୍ୟ ନାୟିକା ଭାବେ ଅଭିନୟ କରୁଥିବାରୁ ତରଙ୍ଗ ଟିଭିରେ ନୂଆ ବୋହୁ ସିରିଏଲଟି ପ୍ରଥମ ସ୍ଥାନରେ ରହିଛି ।

ରାଧିକା ନିଜ ଅଭିନୟର ଯାଦୁରେ ନିଜ ଫ୍ୟାନ୍ସ ମାନଙ୍କ ହୃଦୟରେ ନିଜର ସ୍ଵତନ୍ତ୍ର ଜାଗା ବନେଇ ପାରିଛନ୍ତି । ରାଧିକା ନୂଆ ବୋହୁ ସିରିଏଲରେ ଆସିବା ପୂର୍ବରୁ ଅନ୍ୟ କୌଣସି ସିରିଏଲ କରି ନାହାନ୍ତି । ସେ ନୂଆ ବୋହୁ ସିରିଏଲରେ ନିଜର ସୁନ୍ଦର ଅଭିନୟ କରିବା ସହ ନିଜ ପାଠ ପଢାକୁ ଜାରି ରଖିଛନ୍ତି । ରାଧିକାଙ୍କର ଅନ୍ୟ ନାମ ମିତାଲି ବୋଲି ଖୁବ କମ ଲୋକ ଜାଣିଛନ୍ତି । ସେ ବର୍ତ୍ତମାନ ନିଜ ପରିବାର ସହ ଭୁବନେଶ୍ବରରେ ରହୁଛନ୍ତି ।

ନିଜ ପରିବାରଙ୍କ ସହ ସେ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ପରିବାର ଲୋକଙ୍କ ସହ ଭଲ ସମ୍ଭଧ ରହିବା ସହ ଆଖପାଖରେ ଥିବା ଲୋକଙ୍କ ସହ ମଧ୍ୟ ରାଧିକାଙ୍କର ଭଲ ସମ୍ପର୍କ ରହିଛି । ଶୁଟିଙ୍ଗ ସେଟରେ ରାଧିକା ନିଜ ସହଯୋଗୀ ମାନଙ୍କ ସହ ଭଲ ସମୟ ଅତିବାହିତ କରିବା ସହ ବହୁତ ଏଞ୍ଜୋୟ ମଧ୍ୟ କରନ୍ତି । ସବୁ ସଦସ୍ୟଙ୍କ ସହ ରାଧିକାଙ୍କର ଭଲ ସମ୍ପର୍କ ରହିଛି । ରାଧିକାଙ୍କର ତାଙ୍କ ବଡ ଜା ଭାବେ ଅଭିନୟ କରୁଥିବା ଲୋପାଙ୍କ ସହ ଭଲ ସମ୍ଭନ୍ଧ ରହିଛି । ଦୁହେଁ ବହୁତ ହସ ମଜାରେ ଶୁଟିଙ୍ଗ ସେଟରେ ସମୟ କାଟନ୍ତି ।

ଗତ କିଛି ଦିନ ତଳେ ରାଧିକା ନିଜ ପରିବାର ସହ ପୁରୀକୁ ଯାଇଥିଲେ । ଏହାର ଫୋଟୋ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି । ସେ ତାଙ୍କ ପରିବାର ସହ ପୁରୀରେ ବହୁତ ମଜା ମସ୍ତି କରିଥିବାର ଫୋଟୋ ମିଡିଆରେ ଶେୟାର କରିଛନ୍ତି । ପୁରୀରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ରାଧିକା ତାଙ୍କର ଆଶୀର୍ବାଦ ନେଇଥିଲେ । ସମୁଦ୍ର କୂଳରେ ରାଧିକା ନିଜ ପରିବାର ଲୋକମାନଙ୍କ ସହ ହସଖୁସିରେ ସମୟ ବିତାଇଥିବାର ଫୋଟୋ ନିଜ ସୋସିଆଲ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ବନ୍ଧୁଗଣ ଯଦି ଆପଣମାନଙ୍କୁ ନୂଆ ବୋହୁ ସିରିଏଲର ଅଭିନେତ୍ରୀ ରାଧିକାଙ୍କ ବିଷୟରେ ଦିଆଯାଇଥିବା ବିବରଣୀ ଭଲ ଲାଗିଥାଏ ତେବେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟେ ଲାଇକ କରନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।