Bollywood ରେ କାମ କରୁଥିବା ଏହି ଓଡିଆ ହିରୋଇନ କଲେ ବିବାହ

ଆପଣ ସମସ୍ତେ ଓଲିଉଡ ଅଭିନେତ୍ରୀମାନଙ୍କ ବିଷୟରେ ଅଳ୍ପ ବହୁତ ଜାଣିଥିବେ । କହିବାକୁ ଗଲେ ବର୍ତ୍ତମାନ ସମୟରେ ଓଲିଉଡ ଅଭିନେତ୍ରୀମାନେ ବଲୀଉଡ ଅଭିନେତ୍ରୀମାନଙ୍କ ଭଳି ସୋସିଆଲ ମିଡିଆରେ ଅଧିକ ଚର୍ଚାରେ ରହୁଛନ୍ତି । ଏମିତିରେ ଆଜି ଆମେ ଆମେ ଆପଣଙ୍କୁ ଓଲିଉଡର ସେହି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ନିଜର ଅଭିନୟର ଜଳୱା କେବଳ ଓଲିଉଡରେ ନୁହେଁ ବଲୀଉଡରେ ବି ଦେଖାଇଛନ୍ତି । ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଓଲିଉଡ ଓ ବଲୀଉଡର ଅଭିନେତ୍ରୀ ସୁଲଘ୍ନା ପାଣିଗ୍ରାହୀ । ସୁଲଘ୍ନା ପାଣିଗ୍ରାହୀ ବଲୀଉଡର ବିଭିନ୍ନ ଫିଲ୍ମ ଓ ସିରିୟଲରେ କାମ କରିସାରିଛନ୍ତି ।

ଏମିତିରେ ବର୍ତ୍ତମାନ ସମୟରେ ସୁଲଘ୍ନା ପାଣିଗ୍ରାହୀ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ଚର୍ଚାରେ ରହିବାର ମୁଖ୍ୟ କାରଣ ହେଉଛି କି ସୁଲଘ୍ନା ପାଣିଗ୍ରାହୀ କିଛି ଦିନ ପୂର୍ବେ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଚାଳନ୍ତୁ ଜାଣିବା ସୁଲଘ୍ନା ପାଣିଗ୍ରାହୀ କାହା ସହ ବିବାହ କରିଛନ୍ତି । କହିଦେଉଛୁ କି ସୁଲଘ୍ନା ପାଣିଗ୍ରାହୀଙ୍କ ଜନ୍ମ ଓଡିଶାରେ ହୋଇଛି । ସେ ଜଣେ ଅଭିନେତ୍ରୀ ସହ ନିର୍ମାତା ବି ଅଟନ୍ତି ।

ଯଦି ତାଙ୍କର କ୍ୟାରିୟର ବିଷୟରେ କହିବା ତେବେ ସେ ହିନ୍ଦୀ ଟିଭି ସିରିୟଲ ‘ଅମ୍ବର ଧରା’ରୁ ନିଜର ଅଭିନୟର କ୍ୟାରିୟର ଆରମ୍ଭ କରିଥିଲେ । ଏହି ସିରିୟଲରେ ସେ ମୁଖ୍ୟ ଅଭିନେତ୍ରୀ ରୂପରେ ନଜର ଆସିଥିଲେ । ଏହି ସିରିୟଲ କାରଣରୁ ସେ ବହୁତ ଲୋକପ୍ରିୟତା ବି ହାସଲ କରିଥିଲେ । ଏହା ପରେ ସୁଲଘ୍ନା ପାଣିଗ୍ରାହୀ ବଲୀଉଡର ସୁପର ହିଟ ଫିଲ୍ମ ‘ମର୍ଡର ୨’ରେ ବି କାମ କରିଥିଲେ । ଏହି ଫିଲ୍ମ ହିଟ ହେବା ପରେ ସେ ବଲୀଉଡର ଅନ୍ୟ କେତେକ ଫିଲ୍ମରେ ବି ନଜର ଆସିଛନ୍ତି ।

ଯଦି ତାଙ୍କର ବିବାହ ବିଷୟରେ କହିବା ତେବେ କିଛି ଦିନ ତଳେ ହିଁ ଚୁପଚାପ ହାସ୍ୟ ଅଭିନେତା ବିଶ୍ଵ କଲ୍ୟାଣ ରଥଙ୍କୁ ବିବାହ କରିନେଇଛନ୍ତି । ଏହା ପରେ ଶନିବାର ଦିନ ନିଜର ବିବାହର କିଛି ଫଟୋ ଶେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଏହି ବିବାହ ସମାରୋହରେ ତାଙ୍କର କେବଳ ପରିବାର ଲୋକମାନେ ଓ କିଛି ବନ୍ଧୁ ସାମିଲ ହୋଇଥିଲେ । କହିବାକୁ ଗଲେ ଗୁପ୍ତ ବିବାହ କରିଥିବାରୁ ସୁଲଘ୍ନା ପାଣିଗ୍ରାହୀ ବର୍ତ୍ତମାନ ବହୁତ ଚର୍ଚାରେ ଅଛନ୍ତି ।

ବର୍ତ୍ତମାନ ସମୟରେ ସୁଲଘ୍ନା ପାଣିଗ୍ରାହୀଙ୍କ ବିବାହ ଫଟୋ ବି ବହୁତ ଭାଇରାଲ ହେଉଛି । ଏହି ଫଟୋ ଗୁଡିକରେ ସୁଲଘ୍ନା ପାଣିଗ୍ରାହୀ ନୂଆ ବୋହୁ ରୂପରେ ବହୁତ ସୁନ୍ଦର ନଜର ଆସୁଛନ୍ତି । ତାଙ୍କର ବିବାହର ଖବର ସାମ୍ନାକୁ ଆସିବା ପରେ ସୁଲଘ୍ନା ପାଣିଗ୍ରାହୀଙ୍କ ଫ୍ୟାନମାନେ ଓ ବଲୀଉଡର କିଛି କଳାକାରମାନେ ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଦେଉଛନ୍ତି । ଆପଣଙ୍କୁ କହିଦେଉଛୁ କି ସୁଲଘ୍ନା ପାଣିଗ୍ରାହୀ ଓ ବିଶ୍ଵ କଲ୍ୟାଣ ରଥ ଓଡିଶାରେ ଜନ୍ମ ଗ୍ରହଣ କରିଛନ୍ତି । କିନ୍ତୁ ଦୁଇ ଜଣ ପରିଶ୍ରମ କରି ବଲୀଉଡରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।