ଆଜିର ରାଶିଫଳ, 24 ଡିସେମ୍ବର 2020, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତି ସୁଧୁରିଯିବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୪ ଡିସେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜିr ଦିନଟି ମସ୍ତିରେ କଟିବ । ଆଜି ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ମାନ ସମ୍ମାନ ମିଳିବ । ଶିକ୍ଷକ ଓ ଦଲାଲି କାର୍ଯ୍ୟରେ ସଫଳତା ମିଳିବ । ସବୁ କାର୍ଯ୍ୟ ସହଜରେ ପୁରା ହୋଇଯିବ । କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ କିନ୍ତୁ ସଫଳତା କମ ମିଳିବ । କୌଣସି ନୂଆ କାର୍ଯ୍ୟ କରନ୍ତୁ ନାହିଁ । ମାନସିକ ଦୁଶ୍ଚିନ୍ତା ହୋଇପାରେ । ଭୂମି ସମ୍ବନ୍ଧୀୟ ମାମଲାରେ ବ୍ୟସ୍ତ ରହିବେ । ଅଫିସରେ କାମ ଅଧିକ ରହିବ । ଆପଣଙ୍କ ଦାୟିତ୍ଵ ବଢିବ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ସାମାଜିକ କ୍ଷେତ୍ରରେ ସମୟ ଭଲ ନାହିଁ ।

ବୃଷ

ବିଦ୍ୟା ପ୍ରାପ୍ତି ପାଇଁ ଆଜି ଦିନଟି ଅନୁକୂଳ ଅଛି । ସୃଜନାତ୍ମକ ରୂପରେ ମାନ ସମ୍ମାନ ମିଳିପାରେ । ଭାଇ ବନ୍ଧୁ ସବନ୍ଧରେ ନିକଟତା ଆସିପାରେ । ସନ୍ତାନ ପକ୍ଷରୁ ସୁଖଦ ସମାଚାର ମିଳିପାରେ । ମା ବାପାଙ୍କ ସହଯୋଗ ମିଳିପାରେ । କଠିନ ପରିଶ୍ରମ ଯୋଗୁ କାର୍ଯ୍ୟରେ ସଫଳତା ଆସିପାରେ । ବୁଝି ବିଚାରୀ କୌଣସି ନିର୍ନୟ ନିଅନ୍ତୁ । ଶାରୀରିକ ରୂପରେ ଆଳଷ୍ୟ , ଥକ୍କା , ଅସୁସ୍ଥତା ଅନୁଭବ କରିବେ । ପ୍ରପଟିରେ ବିବାଦ ଆସିପାରେ । ପରିବାରରେ ସାମାନ୍ୟ ମାନମାଳିନ୍ୟ ହୋଇପାରେ ।

ମିଥୁନ

ଆପଣ ଯେଉଁ କାମରେ ଯେତେ ପ୍ରୟାସ ଜରିବେ ସେଥିରେ ସେତେ ସଫଳତା ପାଇବେ । ବ୍ୟବସାୟୀକ ଓ କର୍ମ କ୍ଷେତ୍ରରେ ପରିବେଶ ଅନୁକୂଳ ରହିବ । ପ୍ରତିଯୋଗିତା ମୂଳକ କ୍ଷେତ୍ରରେ କୃତକାର୍ଯ୍ୟ ହେବେ । ଆର୍ଥିକ କ୍ଷେତ୍ରରେ କରିଥିବା ପ୍ରୟାସରେ ଲାଭ ମିଳିବ । କୌଣସି ମିତ୍ରଙ୍କ ସହ ଦେଖା ହୋଇପାରେ । ଶିକ୍ଷା ଓ ବେରୋଜଗାରଙ୍କୁ ସଫଳତା ମିଳିବ । କାରବାରରେ ଭଲ ମାଧ୍ୟମ ରହିବ । କାର୍ଯ୍ୟ କ୍ଷେତ୍ରରେ କୌଣସି ସାମାନ୍ୟ ସମସ୍ୟା ଆସିପାରେ କିନ୍ତୁ ବ୍ୟବସାୟ ଓ ରୋଜଗାର  କ୍ଷେତ୍ରରେ ଲାଭ ମିଳିବ ।

କର୍କଟ

ଆଜି ଆପଣଙ୍କ କାରୋବର ଲାଭ ହିଁ ଲାଭ ହେବ । ସାଙ୍ଗ ସହିତ ବିଗିଡିଯାଇଥିବା ସମ୍ପର୍କରେ ସୁଧାର ଆସିପାରେ । ବାପାଙ୍କ ସହିତ ସମ୍ବନ୍ଧ ପ୍ରେମପୁର୍ଣ ରହିବା ଆଉ ତାଙ୍କଠାରୁ ଲାଭ ମିଳିବ । ଉଚ ଅଧିକାରୀଙ୍କ ଠାରୁ ଆପଣଙ୍କ କାର୍ଯ୍ୟରେ ଶକରତ୍ମକ ଭାବନା ଆସିବା ଦ୍ଵାରା ଆପଣଙ୍କ ପ୍ରତି ପ୍ରସନ୍ନ ରହିବ । ଆୟରେ ବୃଦ୍ଧିରେ ବିକଶିତ ହୋଇପାରେ । ସାଙ୍ଗମାନଙ୍କ ସହିତ ଭେଟ ହୋଇପାରେ । ଘରର ବାତାବରଣ ଆନନ୍ଦପ୍ରଦ ରହିବ । କାରବାର ବିସ୍ତାରରେ ଯୋଜନା ବନେଇ ପାରନ୍ତି । ପଇସା ନେଣ ଦେଣ ପାଇଁ ସମୟଟି ଅନୁକୂଳ ଅଛି ।

ସିଂହ

ଆଜି ଦିନଟି ଖାସ କାମ ପାଇଁ ଭଲ ଅଛି । କୌଣସି ମିତ୍ର ଆପଣଙ୍କ ଠାରୁ କିଛି ଉପଦେଶ ନେଇପାରନ୍ତି । ମାନ ସମ୍ମାନରେନ ଲାଭ ବୃଦ୍ଧି ହେବ । ମିତ୍ରମାନଙ୍କ ସହ ବୁଲିବାକୁ ଯାଇପାରନ୍ତି । ଆଜି ଆପଣଙ୍କୁ ଭଲ ଭୋଜନ, ବସ୍ତ୍ର , ବାହନ ଆଦି କିଣିବା କୁ ସୁଯୋଗ ମିଳିବ । ମନୋରଞ୍ଜନ କରିବାର ସମୟ । ବ୍ୟବସାୟ ଭଲ ଚାଲିବ । କାର୍ଯ୍ୟ କ୍ଷେତ୍ରରେ ସବୁ ଯୋଜନାରେ ସଫଳ ହେବେ । କୋଟ କଚେରୀ ମାମଲାରେ ବିଜୟୀ ହେବେ । ଖର୍ଚ ବୃଦ୍ଧି ହୋଇପାରେ । ପାରିବାରିକ ସୁଖ ମିଳିବ ।

କନ୍ୟା

ଆଜି ଭାଗ୍ୟ ଆପଣଙ୍କର ସାଥ ଦେଇପାରେ । ନିଜର କାନଫିଡେନ୍ସ କମ ହେବାକୁ ଦିଅନ୍ତୁ ନାହିଁ । ନିଜ ବାଣୀ ଉପରେ ସଂଜତ ରଖନ୍ତୁ । ଧନ ଲାଭର ଯୋଗ ଅଛି । ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ । ସନ୍ତାନ ପକ୍ଷ ଭଲ ଖବର ମିଳିପାରେ । ପାରିବାରିକ ଜୀବନ ସୁଖମୟ ମିଳିବ । ମାନସିକ ଶାନ୍ତି ଅନୁଭବ କରିବେ । ଆୟ ସ୍ରୋତରେ ବିକଶିତ ହେଇପାରେ । କୌଣସି ମିତ୍ର ଆଗମନ ହୋଇପାରେ । କାରୋବାରେ ଆକାଶିମ୍କା ଲାଭ ଓ ଚାକିରି କ୍ଷେତ୍ରରେ ଉନ୍ନତି ହୋଇପାରେ । ଆପଣଙ୍କ କାର୍ଯ୍ୟରେ ବାଧା ବିଘ ଆସିପାରେ ।

ତୁଳା

ଆଜି ଆପଣ ନିଜର କୌଣସି କାର୍ଯ୍ୟକୁ ଅତି ସଜହରେ କରିବାରେ ସଫଳ ହେବେ । ଆଜି ଆପଣ କୌଣସି ବଡ଼ ନିବେଶ କରନ୍ତୁ ନାହିଁ । ସାମାଜିକ ମାନ ସମ୍ମାନ ମିଳିବ ।ଆପଣଙ୍କ ସ୍ୱସ୍ଥ୍ୟ ଭଲ ରହିବ । ମିତ୍ରଙ୍କ ସହଯୋଗ ମିଳିବ ।ଆକସ୍ମିକ ଧନ ପ୍ରାପ୍ତି ହୋଇପାସରେ । ଆଜି କାରବାରରେ ଲାଭ ମିଳିବ। କ୍ୟାରିୟରରେ ସଫଳତା ମମିଳିବ । ସ୍ୱାଭାବରେ ଚିଡି ଛିଡା ପଣ ହୋଇପାରେ । ଶତ୍ରୁ ମାନଙ୍କଠୁ ସତର୍କ ରୁହନ୍ତୁ । କ୍ରୋଧ ଓ  ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । ପିତାଙ୍କ ସ୍ୱସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ବିଚ୍ଛା

ଅନ୍ୟର ଖୁସି ଦେଖି ଆପଣ ଖୁସି ହେବେ । ଛାତ୍ର ମାନେ ଶିକ୍ଷା କ୍ଷେତ୍ରରେ ନୂଆ ଶିକ୍ଷା ରେ ଯୋଗ ଦେବାକୁ ସୁଯୋଗ ମିଳିବ । ଆପଣଙ୍କୁ ସରକାରୀ କାର୍ଯ୍ୟରେ ସଫଳତା ମିଳିବ । କାର୍ଯ୍ୟ କ୍ଷେତ୍ର ରେ ଉନ୍ନତି ହେବ । ସମାଜରେ ମାନ  ପ୍ରତିଷ୍ଠା ମିଳିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା ମିଳିବ । ମିତ୍ର ମାନଙ୍କ ସହ ଖୁସିରେ ସମୟ ବିତିବ । କାରବାର ସହ ଜଡିତ କାର୍ଯ୍ୟ ରେ ସଫଳତା ମିଳିବ । କୌଣସି ନିର୍ଣ୍ଣୟ ଭାବି ଚିନ୍ତି ନିଅନ୍ତୁ ନଚେତ ସମସ୍ୟାରେ ପଡିବେ । ନିଜ ବ୍ୟବହାରରେ ସଂଯମ ଆଚରଣ କରନ୍ତୁ । ପରିବାରରେ ଖୁସିର ପରିବେଶ ରହିବ ।

ଧନୁ

ଆଜି ଆପଣଙ୍କୁ କୌଣସି କ୍ଷେତ୍ର ରୁ ଧନ ମିଳିବ । ଆୟର ନୂଆ ନୂଆ ପନ୍ଥା ମିଳିବ । ଅଫିସ କାର୍ଯ୍ୟରେ ଶୀଘ୍ରତା ଆସିବ । ସରକାରୀ ଚାକିରୀରେ ପଦୋନ୍ନତି ମିଳିବ । ପରିବାର ସଦସ୍ୟଙ୍କ ସହ ସମୟ ବହୁତ ଆନନ୍ଦ ରେ ବିତିବ । କୌଣସି କାମକୁ ନେଇ ବିଦେଶ ଯାଇ ପାରନ୍ତି । ଆର୍ଥିକ କ୍ଷେତ୍ରରେ କରିଥିବା କୌଣସି ଯୋଜନାରେ ସଫଳତା ପସିବେ । ସଟା ବଜାର ଓ ସେୟାର ବଜାର ରେ ଧନ ନିବେଶ କରି ସଫଳତା ପସିବେ । ଆପଣ ନେଇଥିବା କୌଣସି ଋଣ ଆଜି ପରିଶୋଧ କରିବାରେ ସଫଳତା ପାଇବେ ।

ମକର

ଆଜି ଆପଣଙ୍କ ଜୀବନ ସାଥୀଙ୍କ ଏପରି ଜିନିଷ ମିଳିବ ଯାହାକୁ କି ଆପଣଙ୍କୁ ବହୁତ ଦିନରୁ ଆବଶ୍ୟକ ଥିଲା । ଆଜି ଆପସନଙ୍କୁ ମାନ ସମ୍ମାନ ମିଳିବ । ଘରକୁ କୌଣସି ଅତିଥି ଆସିପାସରନ୍ତି । ଉତ୍ତମ ଭୋଜନ , ବସ୍ତ୍ର , ବାହାନ ଆଦି ପ୍ରାପ୍ତ ହୋଇପାରେ । ପରିବାର ସହ ବୁଲିବାକୁ ଯାଇ ପାରନ୍ତି । ଆର୍ଥିକ ଲାଭ ମିଳିବ । ସନ୍ତାନ ପକ୍ଷରୁ ଥିବା ଚିନ୍ତା ଦୂର ହୋଇଯିବ । କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟରେ ଲାଭ ମିଳିବ । ପାରିବାରିକ ଦାୟିତ୍ୱ ବଢ଼ିବ । ଛାତ୍ର ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । କ୍ରୋଧ କରନ୍ତୁ ନାହିଁ ।

କୁମ୍ଭ

ଆପଣ ଭାବି ଥିବା ସବୁ କାର୍ଯ୍ୟ ପୂର୍ଣ ହୋଇଯିବ । ଆଜି ଆପଣ କୌଣସି ନୂଆ କାମ ଆରମ୍ଭ କରିପାରିବେ । ଛାତ୍ରଙ୍କୁ ପରିଶ୍ରମର ଫଳ ମିଳିବ । ଆର୍ଥିକ କ୍ଷେତ୍ରରେ କରିଥିବା ପ୍ରୟାସରେ ସଫଳତା ମିଳିବ ।ପ୍ରିୟ ବ୍ୟକ୍ତି ସହ ଦେଖା ହୋଇପାରେ । ପ୍ରତିଯୋଗିତା ମୂଳକ କ୍ଷେତ୍ରରେ ସଫଳତା ମିଳିବ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ଭୂମି ତଥା ଶମ୍ପତିକୁ ନେଇ କୌଣସି କାର୍ଯ୍ୟରେ ସଫଳତା ମିଳିବ । ଆଜି କୌଣସି ଯାତ୍ରାରେ ଯାଆନ୍ତୁ ନାହିଁ ମାନ ହାନି ହୋଇପାରେ । କୌଣସି କ୍ଷେତ୍ରରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ ।

ମୀନ

ଆପଣଙ୍କୁ ଅଫିସରେ ପ୍ରଶଂସା ଓ ଆସିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ । ଆପଣଙ୍କୁ ପରିଶ୍ରମର ଫଳ ନିଶ୍ଚିତ ମିଳିବ । ପାରିବାରିକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଫିସରେ ସ୍ଥାନ ପରିବର୍ତନ ହେବାର ସମ୍ଭାବନା ଅଛି । କୌଣସି ଧାର୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । କାରବାର ବୃଦ୍ଧି ଯୋଗୁଁ ଆର୍ଥିକ ଉନ୍ନତି ମିଳିବ । କାର୍ଯ୍ୟ କ୍ଷେତ୍ରରେ ସହଯୋଗୀଙ୍କ ସହଯୋଗ ମିଳିବ । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ ନଚେତ ଅସୁବିଧାରେ ପଡିପାରନ୍ତି । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।