ଏହି 5 Bollywood ଷ୍ଟାରଙ୍କ ଗାଡ଼ି ର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ, ସବୁଠୁ ମହଙ୍ଗା ଗାଡି ଅଛି ଏଇ ହିରୋଙ୍କ ପାଖରେ

ବଲିଉଡ ଇଣ୍ଡଷ୍ଟ୍ରି ରେ ବହୁତ ବଡ଼ ବଡ଼ ଷ୍ଟାର ଅଛନ୍ତି । ବଲିଉଡ ର ଷ୍ଟାର ମାନଙ୍କ ପାଖରେ ବହୁତ ଧନ ସମ୍ପତି ଥିବାର ସମସ୍ତେ ଜାଣିଛନ୍ତି । ଆଜି ଆମେ ବଲିଉଡ ର ସେହି ଷ୍ଟାର ମାନଙ୍କ ବିଷୟରେ କହିବୁ ଯାହା ପାଖରେ ସବୁଠାରୁ ଦାମୀ କାର ଅଛି । ଏହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ କାରଣ ଏହି କାର ଗୁଡ଼ିକ ବହୁତ ଦାମୀ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ।

ରଣବୀର କପୁର

ରଣବୀର କପୁର ବଲିଉଡ ର ବହୁତ ବଡ଼ ଅଭିନେତା ଅଟନ୍ତି । ରଣବୀର କପୁର ଙ୍କ ପାଖରେ ବହୁତ କାର ଅଛି କିନ୍ତୁ ସେହି ସବୁ କାର ଭିତରୁ ସବୁଠୁ ଦାମୀ କାର ର ନାମ ଅଟେ ଅଡି ଆର ୮ ଏହାର ଦାମ ୪ କୋଟି ଟଙ୍କା ଅଟେ । ଦୂତିୟ ଦାମୀ କାର ଅଡି ଏ ୮ ଏଲ ଅଟେ । ଏହାର ଦାମ ୩ କୋଟି ଟଙ୍କା ଅଟେ ।

ଟାଇଗର ସ୍ରୋଫ

ଟାଇଗର ବଲିଉଡ ରେ ବହୁତ ହିଟ ଫିଲ୍ମ କରି ଲୋକପ୍ରିୟତା ହାସଲ କରିଛନ୍ତି । ଟାଇଗର ଙ୍କ ପାଖରେ ବହୁତ କାର ଅଛି କିନ୍ତୁ ଏହି କାର ଭିତରୁ ସବୁଠୁ ଦାମୀ କାର ର ଦାମ ୨ କୋଟି ଟଙ୍କା ଅଟେ ।

ରଣବୀର ସିଂ

ରଣବୀର ସିଂ ନିଜର ଅଭିନୟ ଦ୍ଵାରା ବହୁତ ପ୍ରସିଦ୍ଧ । ରଣବୀର ବହୁତ ହିଟ ଫିଲ୍ମ ଦେଇଛନ୍ତି । ରଣବୀର ସିଂ ଙ୍କ ସବୁ କାର ଦାମୀ ଅଟେ କିନ୍ତୁ ଏହି କାର ଭିତରୁ ସବୁଠୁ ବେସୀ ଦାମୀ କାର ର ଦାମ ୬ କୋଟି ଟଙ୍କା ଅଟେ । ଏହି କାର ଟି ବହୁତ ସୁନ୍ଦର ଏବଂ ଏହା ବହୁତ ଦାମୀ କାର ଅଟେ ।

ରୀତିକ ରୋସନ

ରୀତିକ ରୋଶନ ଙ୍କ ଫ୍ୟାନ ଫଲୋଇଂ ବହୁତ ବେଶି ରହିଛି । ରୀତିକ ସବୁ ଝିଅ ମାନଙ୍କ କ୍ରସ ଅଟନ୍ତି । ରୀତିକ ବଲିଉଡ ର ଷ୍ଟାର ଅଟନ୍ତି । ରୀତିକ ଙ୍କ ସବୁଠୁ ଦାମୀ କାର ରାଲ୍ସ ରୟାଲ ଘୋଷ୍ଟ୍ ଅଟେ ଯାହାର ଦାମ ୮ କୋଟି ଟଙ୍କା ଅଟେ ।

ଅମିତାଭ ବଚ୍ଚନ

ବଲିଉଡ ର ବିଗ ବି ଅମିତାଭ ବଚ୍ଚନ ଙ୍କ ସମସ୍ତେ ଦିୱାନା ଅଟନ୍ତି । ନିଜ ଅଭିନୟ ଏବଂ ବ୍ୟବହାର ଦ୍ଵାରା ସମସ୍ତଙ୍କ ହୃଦୟ କିନିଥାନ୍ତି ଅମିତାଭ ବଚ୍ଚନ । ଅମିତାଭ ବଚ୍ଚନ ଙ୍କ ପାଖରେ ବହୁତ ବଡ଼ ବଡ଼ କାର ଅଛି କିନ୍ତୁ ତାହା ଭିତରୁ ସବୁଠୁ ଦାମୀ କାର ରୋଲ୍ସ ରୟାଲ ଅଟେ ଏହାର ଦାମ ୫ କୋଟି ଟଙ୍କା ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।