ସାଉଥର ଫେମସ କଳାକାରଙ୍କ ରିଅଲ ଲାଇଫରେ ବାପ ଝିଅଙ୍କ ଯୋଡି, 2ନଂଙ୍କ ବାପାଙ୍କୁ ଆଗରୁ କେବେ ଦେଖି ନଥିବେ

ଆଜି ଆମେ ଜାଣିବା ସାଉଥ ଫିଲ୍ମ ଦୁନିଆର ବାପା ଝିଅଙ୍କ ଯୋଡି ବିଷୟରେ । ଯେଉଁମାନେ ନିଜର ଅଭିନୟ ଦ୍ଵାରା ଦର୍ଶକମାନଙ୍କର ମନ ଜିଣି ନେଇଛନ୍ତି । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ସ୍ରୁତି ହାସନ ଓ ତାଙ୍କ ବାପା କମଲ ହାସନଙ୍କ ଯୋଡି ଭଳି ଏମିତି ବହୁତ ବହୁତ ଫେମସ ବାପା ଓ ଝିଅ ଯୋଡି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଛନ୍ତି । ଚାଳନ୍ତୁ ଏମାନଙ୍କ ବିଷୟରେ ଜାଣିବା ।

ମହେଶ ବାବୁ

ଏହି ଅଭିନେତା ସ୍ପାଇଡର, ବିଜନେସ ମ୍ୟାନ ଓ ଅତିଥି ଭଳି ସୁପର ହିଟ ଫିଲ୍ମରେ ଅଭିନୟ କରି ଫେମସ ହୋଇଛନ୍ତି । ସେ ବର୍ତ୍ତମାନ ସଫଳ ଅଭିନେତା ଭାବରେ ପରିଗଣିତ ହେଉଛନ୍ତି । ତାଙ୍କ ଝିଅ ସୀତାରା ବର୍ତମାନ ୮ ବର୍ଷ ବୟସର ଅଟନ୍ତି ଓ ବର୍ତ୍ତମାନ ସେ ପାଠ ପଢୁଛନ୍ତି । ସେ ବହୁତ ସୁନ୍ଦର ବି ଅଟନ୍ତି ଓ ସେ ନିଜର ନଟଖଟିଆ ପଣରେ ତାଙ୍କ ବାପାଙ୍କୁ ବହୁତ ହସାଉଛନ୍ତି । ବର୍ତମାନ ତାଙ୍କୁ ତାଙ୍କ ବାପାଙ୍କର ଫିଲ୍ମ ସେଟରେ ଦେଖିବାକୁ ମିଳୁଛି ।

ତମନ୍ନା ଭାଟିୟା

ଏହି ନାମ ସାଉଥ ଫିଲ୍ମ ଜଗତର ଏକ ପରିଚିତ ନାମ ଅଟେ । ତମନ୍ନା ନିଜ ଅଭିନୟ ଦ୍ଵାରା ସାଉଥ ଫିଲ୍ମ ଛଡା ବଲିଉଡ ଫିଲ୍ମରେ ମଧ୍ୟ ବହୁତ ନାମ କରିଛନ୍ତି । ତାଙ୍କ ବାପାଙ୍କ ନାମ ସନ୍ତୋଷ ଭାଟିୟା ଅଟେ ଓ ସେ ଜଣେ ହୀରା ବ୍ୟବସାୟୀ ଅଟନ୍ତି । ତାଙ୍କ ବାପାଙ୍କ ସହ ତମନ୍ନାଙ୍କର ମଧୁର ସମ୍ପର୍କ ଅଛି । ତମନ୍ନା ନିଜ ବାପାଙ୍କୁ ନିଜର ଆଇଡଲ ଭାବନ୍ତି ।

ଜଗପତି ବାବୁ

ସାଉଥ ଫିଲ୍ମ ଜଗତର ଖଳନାୟକ ଭୁମିକାରେ ଅଭିନୟ କରୁଥିବା ଜଗପତି ବାବୁ ନିଜ ଅଭିନୟରେ ଫିଲ୍ମକୁ ଏକ ନୂଆ ମୋଢକୁ ନେଇ ଯାଆନ୍ତି । ତାଙ୍କ ଝିଅ ମେଘନା ବାବୁ ବର୍ତ୍ତମାନ ଗ୍ରଜୁଏସନ କରୁଛନ୍ତି । ଏହା ସହିତ ଆପଣଙ୍କୁ କହିଦେଉଛୁ କି ସେ ବହୁତ ଜଲ୍ଦି ପାଠ ପଢା ସାରି ଅଭିନୟ ଜଗତକୁ ଆସିବା ପାଇଁ ପ୍ରସ୍ତୁତ କରୁଛନ୍ତି ।

ଅନୁଷ୍କା ଶେଟ୍ଟୀ

ବାହୁବଳି ଫିଲ୍ମରୁ ଦେବସେନା ଚରିତ୍ରରେ ଅଭିନୟ କରି ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ସାଉଥର ଏକ ଫେମସ ଅଭିନେତ୍ରୀ ଅଟନ୍ତି । ନିଜର ଅଭିନୟ ମାଧ୍ୟମରେ ସେ ଦର୍ଶକମାନଙ୍କ ମନରେ ନିଜ ପାଇଁ ଏକ ଭିନ୍ନ ସ୍ଥାନ କରିଛନ୍ତି । ତାଙ୍କ ବାପାଙ୍କ ନାମ ଭିକ୍ଟଲ ରେଡି ଅଟେ । ଅନୁଷ୍କା ଶେଟ୍ଟୀ ନିଜ ବାପାଙ୍କ ସହ ବହୁତ ସୁନ୍ଦର ସୁନ୍ଦର ଫୋଟ ସୋସିଆଲ ମିଡିଆରେ ସେୟାର କରନ୍ତି । ତାଙ୍କ ବାପା ଜଣେ ଡାକ୍ତର ଅଟନ୍ତି ।

ରଜନୀକାନ୍ତ

ରଜନୀକାନ୍ତଙ୍କୁ ତାଙ୍କର ଅଭିନୟ ପାଇଁ ତାଙ୍କୁ ସାଉଥ ଫିଲ୍ମ ଜଗତରେ ଭଗବାନ ରୂପେ ଭାବନ୍ତି । ତାଙ୍କର ଦୁଇଟି ଝିଅ ଅଛନ୍ତି । ଜଣେ ଐସୋରିୟା ରଜନୀକାନ୍ତ ସେ ନିର୍ଦେଶକ ଅଟନ୍ତି ଓ ବହୁତ ପ୍ରସିଦ୍ଧ ଫିଲ୍ମରେ କାମ କରିଛନ୍ତି । ସେ ସାଉଥ ଫିଲ୍ମ ଜଗତର ଫେମସ ଅଭିନେତା ଧନୁସଙ୍କୁ ବିବାହ କରିଛନ୍ତି । ଦ୍ଵିତୀୟ ଝିଅ ସୌନ୍ଦରିୟା ରଜନୀକାନ୍ତ ଓ ସେ ଜଣେ ଗ୍ରାଫିକ ଡିଜାଇନର ଅଟନ୍ତି ।

ଚାର୍ମି କୌର

ଏହି ଅଭିନେତ୍ରୀ ସାଉଥ ଫିଲ୍ମ ଜଗତରେ ବୋଲ୍ଡ ଚରିତ୍ରରେ ଅଭିନୟ କରନ୍ତି । ତାଙ୍କ ବାପାଙ୍କ ନାମ ୟୁବରାଜ କୌର ଅଟେ । ସେ ଜଣେ ପ୍ରସିଦ୍ଧ ବ୍ୟବସାୟି ଅଟନ୍ତି ଓ ସେ ସେଲିବ୍ରିଟିଙ୍କ ବାପା ହିସାବରେ ସବୁବେଳେ ଲାଇମଲାଇଟରେ ରୁହନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।