Ollywood ର ସବୁଠୁ ଧନୀ ହୀରୋ କିଏ ? କେତେ କୋଟି ଟଙ୍କାର ମାଲିକ ସେ ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ । ଆପଣ ମାନେ ନିଶ୍ଚିନ୍ତ ଭାବେ ଓଡିଆ କଳାକାର ମାନଙ୍କ ବିଷୟରେ ଜାଣିବାକୁ ଇଛୁକ ଥିବେ ।

ସେମାନେ ତାଙ୍କର ସାନଦାର ଅଭିନୟ ପାଇଁ ଦର୍ଶକ ମାନଙ୍କ ଦିଲରେ ନିଜ ପାଇଁ ଘର କରି ପାରିଛନ୍ତି । ଓଡିଆ ଜଗତର ଅଭିନେତା ଓ ଅଭିନେତ୍ରୀ ଫିଲ୍ମ ଦୁନିଆରେ ଦେଖିବାକୁ ଯେପରି ହୋଇଥାନ୍ତି ଠିକ ତାର ବିପରୀତ ସେମାନେ ନିଜ ରିୟଲ ଲାଇଫରେ ହୋଇଥାନ୍ତି । ବନ୍ଧୁଗଣ ଅଧିକାଂଶ ସମୟରେ ଆପଣ ମାନେ ଜାଣିବାକୁ ଚାହାନ୍ତି ଯେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନେ ଗୋଟିଏ ଫିଲ୍ମ କରିବା ପାଇଁ କେତେ ଟଙ୍କା ଚାର୍ଜ କରିଥାନ୍ତି ।

ତେବେ ଆସନ୍ତୁ ଜାଣିବା କେଉଁ କଳାକାର ମାନେ ଗୋଟିଏ ଫିଲ୍ମ କରିବା ପାଇଁ କେତେ ଟଙ୍କା ଡିମାଣ୍ଡ କରନ୍ତି ।

“ସିଦ୍ଧାର୍ଥ ମହାପାତ୍ର” : ଓଡିଶାର ସୁପରଷ୍ଟାର ଅଭିନେତା ସିଦ୍ଧାର୍ଥ ମହାପାତ୍ର “ଶ୍ରଦ୍ଧାଞ୍ଜଳି” ଫିଲ୍ମରୁ ଅଭିନୟ ଦୁନିଆରେ ପାଦ ଦେଇଥିଲେ । ୨୦୦୯ରୁ ୨୦୧୪ ଯାଏଁ ଲୋକସଭାର ମେମ୍ବର ଭାବେ କାମ କରିଛନ୍ତି । ସେ ଓଡିଆ ଫିଲ୍ମ ଜଗତରେ ନୂତନ ଦୁନିଆର ଆରମ୍ଭ କରିଥିଲେ । ସେ ୨୦୧୦ ଯାଏଁ ଗୋଟିଏ ଫିଲ୍ମ କରିବା ପାଇଁ ୫ଲକ୍ଷ ଟଙ୍କା ନେଉଥିଲେ । କିନ୍ତୁ ବର୍ତ୍ତମାନ ସେ ୧୦ରୁ ୧୨ଲକ୍ଷ ଟଙ୍କା ନେଉଛନ୍ତି ।

“ସବ୍ୟସାଚୀ ମିଶ୍ର” : ଅଭିନେତା ସବ୍ୟସାଚୀ ଓଡିଆ ଫିଲ୍ମ କରିବା ସହ ବଙ୍ଗାଳୀ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି । ସେ “ପାଗଳ ପ୍ରେମୀ” ଫିଲ୍ମରୁ ହିଁ ଓଡିଆ ଜଗତରେ ପାଦ ଦେଇଥିଲେ । ସେ ଗୋଟିଏ ଫିଲ୍ମ କରିବା ପାଇଁ ୧୨ରୁ ୧୪ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି ।

“ଅରିନ୍ଦମ ରଏ” : ଅଭିନେତା ଅରିନ୍ଦମ ଅନେକ ବଙ୍ଗାଳୀ ଫିଲ୍ମରେ ନଜର ଆସି ସାରିଛନ୍ତି । ସେ ୨୦୦୬ରେ “ପ୍ରେମ ଋତୁ ଆସିଲାରେ” ଫିଲ୍ମରେ ଅଭିନୟ କରି ଓଡିଆ ଫିଲ୍ମ ଦୁନିଆରେ ନିଜର କ୍ଯାରିୟର ଆରମ୍ଭ କରିଥିଲେ । ସେ ଗୋଟିଏ ଫିଲ୍ମ କରିବା ପାଇଁ ୧୪ରୁ ୧୫ଲକ୍ଷ ଟଙ୍କା ନେଇଥାନ୍ତି ।

“ସ୍ଵରାଜ ବାରିକ” : ଓଲିଉଡ ଜଗତରେ ନୂତନ ଅଭିନେତା ଭାବେ ସ୍ଵରାଜ ପରିଚିତ ଅଟନ୍ତି । ସେ ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ଦିଲରେ ଘର କରି ରହିଛନ୍ତି । ସେ ଗୋଟିଏ ଫିଲ୍ମ କରିବା ପାଇଁ ୧୦ରୁ ୧୨ ଲକ୍ଷ ଟଙ୍କା ନେଇଥାନ୍ତି ।

“ବାବୁସାନ ମହାନ୍ତି” : ଓଲିଉଡର ଚକଲେଟ ହିରୋ ବାବୁସାନ ମହାନ୍ତି ୨୦୦୯ରେ “ରୋମିଓ ଦି ଲଭ ଅଫ ବଏ” ଫିଲ୍ମରୁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ସେ ଗୋଟିଏ ଫିଲ୍ମ କରିବା ପାଇଁ ୧୫ରୁ ୨୦ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।

“ଅନୁଭବ ମହାନ୍ତି” : ଅଭିନେତା ଅନୁଭବ ଓଡିଆ ଜଗତରେ ବସନ୍ତ ନାୟକଙ୍କ ଫିଲ୍ମ “ଆଇ ଲଭ ୟୁ” ରୁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ଅନେକ ଫିଲ୍ମରେ ନିଜର ଜବରଦସ୍ତ ଅଭିନୟ ଦେଇ ସାରିଛନ୍ତି । ସେ ଗୋଟିଏ ଫିଲ୍ମ କରିବା ପାଇଁ ୨୦ରୁ ୨୫ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ