ଆମ୍ବାନୀଙ୍କ ଥୁ କମ ନୁହେଁ Bollywood ଷ୍ଟାର କରିଷ୍ମା କପୁର ଙ୍କ ସମ୍ପତି, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

କରିଷ୍ମା କପୁର ବଲିଉଡ ର ସବୁଠାରୁ ବଡ଼ ଖନଦାନ କପୁର ଖନଦାନ ର ଝିଅ ଅଟନ୍ତି । ସେ ନିଜର ଫିଲ୍ମ କ୍ୟାରିୟର ୧୯୯୦ ରୁ ଆରମ୍ଭ କରିଥିଲେ । ଏହା ପରେ ସେ ଫିଲ୍ମ ଦିଲ ତୋ ପାଗଳ ହେ, ଯୁବେଦା, ବିବି ନମ୍ବର ୱାନ ପରି ବହୁତ ହିଟ ଫିଲ୍ମ ରେ କାମ କରିଛନ୍ତି । ବିବାହ ପରେ ସେ ବହୁତ ଦିନ ଫିଲ୍ମ ପରଦାରୁ ଦୂରେଇ ରହିଲେ । କିନ୍ତୁ ଯେତେବେଳେ ଟିଭି ରିଆଲିଟି ଶୋ ନଚ ବଳିୟେ ରେ ସେ ଜଜ ବନିକି ଆସିଲେ ସେତେବେଳେ ସେ ବହୁତ ଚର୍ଚ୍ଚାରେ ରହିଥିଲେ ।

କରିଷ୍ମା କପୁର ଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି କିନ୍ତୁ କଣ ଆପଣ ତାଙ୍କ ସମ୍ପତି ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣଙ୍କୁ କରିଷ୍ମା କପୁର ଙ୍କ ସମ୍ପତି ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

କରିଷ୍ମା ରାଜ କପୁର ଙ୍କ ନାତୁଣୀ ଅଟନ୍ତି ଏବଂ ବବିତା କପୁର ଏବଂ ରଣବୀର କପୁର ଙ୍କ ଝିଅ ଅଟନ୍ତି । ସେ ବଲିଉଡ ର ବହୁତ ବଡ଼ ବଡ଼ ଷ୍ଟାର ମାନଙ୍କ ସହିତ କାମ କରିଛନ୍ତି । ଆଜି ସେ ଫିଲ୍ମ ପରଦାରୁ ଦୂରେଇ ଅଛନ୍ତି କିନ୍ତୁ ସେ ଏବେ ମଧ୍ୟ ନିଜର କ୍ଲାସ ମେଣ୍ଟେନ କରୁଛନ୍ତି । ୧୯୯୪ ରୁ ୧୯୯୭ ଭିତରେ ସେ ବହୁତ ଫିଲ୍ମ କରିଛନ୍ତି ଏବଂ ତାଙ୍କର ସବୁ ଫିଲ୍ମ ସୁପରହିଟ ରହିଛି । ଏହି ଫିଲ୍ମ ର ଆରମ୍ଭ ରାଜା ବାବୁ ରୁ ହୋଇଥିଲା ।

ଏହି ଫିଲ୍ମ ରେ ବେଶି ତାଙ୍କର ଅପୋଜିଟ ଗୋବିନ୍ଦା ନଜର ଆସିଥିଲେ । ଏବଂ ତାଙ୍କ ନିର୍ଦ୍ଦେଶକ ଦେବିଡ ଧବନ ରହିଥିଲେ । ଇଣ୍ଡଷ୍ଟ୍ରି ରେ ତାଙ୍କର ନିକ ନେମ ଲୋଲୋ ଅଟେ । ୯୦ ମସିହାର ଟପ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଅଟନ୍ତି କରିଷ୍ମା । ସେ ବହୁତ ଫିଲ୍ମ ରେ କାମ କରିଛନ୍ତି ଏବଂ ବହୁତ ବଡ଼ ବଡ଼ ଷ୍ଟାର ମାନଙ୍କ ସହିତ କାମ କରିଛନ୍ତି କିନ୍ତୁ ତାଙ୍କ ଯୋଡ଼ି ବେଶି ଗୋବିନ୍ଦା ଙ୍କ ସହିତ ଜମି ଥିଲା ।

କରିଷ୍ମା ଏମିତି ଅଭିନେତ୍ରୀ ଅଟନ୍ତି ଯାହାର ଚାର୍ମ ଆଜି ମଧ୍ୟ ରହିଛି । ଲୋକ ମାନେ ତାଙ୍କର ଗୋଟେ ଝଲକ ପାଇବା ପାଇଁ ଆଜି ମଧ୍ୟ ଦିୱାନା ହେଉଛନ୍ତି । ନିଜ ଅଭିନୟ ଦ୍ଵାରା ସମସ୍ତଙ୍କୁ ନିଜର ଦିୱାନା ବନାନ୍ତି କରୁଷ୍ମା କପୁର । ତାଙ୍କର ଅଭିନୟ ପାଇଁ ସେ ରାଷ୍ଟ୍ର ପୁରସ୍କାର ମଧ୍ୟ ଲାଭ କରିଥିଲେ । କରିଷ୍ମା ଆଜି ମଧ୍ୟ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ୧୫ ବର୍ଷ ବୟସରେ ହିଁ ସେ ନିଜର ଫିଲ୍ମ କ୍ୟାରିୟର ର ଆରମ୍ଭ କରିଥିଲେ ।

କରିଷ୍ମା ଙ୍କୁ ଆଜି ମଧ୍ୟ ଫିଲ୍ମ ଅଫର ଆସୁଛି କିନ୍ତୁ ସେ କରୁନାହାନ୍ତି । କରିଷ୍ମା ଗୋଟେ ଫିଲ୍ମ ପାଇଁ ୧୦ କୋଟି ଟଙ୍କା ନେଇଥାନ୍ତି । କରିଷ୍ମା କପୁର ଙ୍କ ପୁରା ସମ୍ପତି ୭୫୦ କୋଟି ରୁ ଅଧିକ ଅଟେ । ସେ ନିଜର ସମ୍ପତି ପ୍ରୋପର୍ଟି ରେ ଇଁଭେଷ୍ଟମେନ୍ଟ କରିଛନ୍ତି । ତାଙ୍କର ଦିଲ୍ଲୀ ରେ କେତେଗୁଡ଼ିଏ ହୋଟେଲ ମଧ୍ୟ ରହିଛି । ତାଙ୍କ ପାଖରେ ଗୋଟେ ଫୁଟବଲ ଟିମ ମଧ୍ୟ ରହିଛି । ଯାହାର ନାମ ହେଉଛି ମୁମ୍ବାଇ ଆଞ୍ଜେଲସ । କରିଷ୍ମା ନିଜ ବ୍ରାଣ୍ଡ ର ଗୋଟେ ଭୋଡକା ମଧ୍ୟ ଲଂଚ କରିଥିଲେ ।

ଯାହାର ନାମ ହେଉଛି ପିଓର ୱନ୍ଦର କପୁର ଇଣ୍ଡିଆ । ତାଙ୍କର ନିଜର ଫ୍ୟାସନ ଲାଇନ ମଧ୍ୟ ଅଛି । କରିଷ୍ମା କପୁର ଙ୍କ ବହୁତ ବ୍ୟବସାୟ ମଧ୍ୟ ଅଛି । ଯାହା କାରଣରୁ ଯଦି ସେ ଫିଲ୍ମ ରେ କାମ ମଧ୍ୟ ନ କରିବେ ତେବେ ବି ସେ କୋଟି କୋଟିରେ ଖେଳନ୍ତି । କରିଷ୍ମା ଦେଖିବାକୁ ଏତେ ସୁନ୍ଦର ଯେ ତାଙ୍କ ସୁନ୍ଦରତା ପାଇଁ ଲୋକମାନେ ଆଜି ମଧ୍ୟ ତାଙ୍କର ଦିୱାନା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।