ଏହି 3ଟି ଗୋଲାପ ଭିତରୁ ବାଛନ୍ତୁ ଗୋଟିଏ ରଙ୍ଗର ଗୋଲାପ, ଯାଅନ୍ତୁ କଣ ଲେଖା ଅଛି ଆପଣଙ୍କ ଭାଗ୍ୟରେ

ଆମ ପ୍ରକୃତିରେ ସବୁକିଛି ସୌନଦର୍ଜ୍ୟ ପରିପୂର୍ଣ ହୋଇଅଛି । ସେଥିମଧ୍ୟରୁ ଗୋଲାପ ଫୁଲ ଅନ୍ୟତମ । ଏହି ଗୋଲାପ ଫୁଲ ମଧ୍ୟ ଆମର ଭାଗ୍ୟ ନିର୍ଧାରଣ କରିପାରେ । ଏହା କେମିତି ଆସନ୍ତୁ ଜାଣିବା । ପସନ୍ଦ କରନ୍ତୁ ଏହି ତିନୋଟି ରଙ୍ଗର ଗୋଲାପ ଫୁଲ  ଯଥା ଲାଲ , ସବୁଜ ଓ ହଳଦିଆ ରଙ୍ଗରୁ ଯେ କୌଣସି ଗୋଟିଏ ଗୋଲାପ ଫୁଲକୁ ଆଉ ଜାଣନ୍ତୁ ନିଜର ପସନ୍ଦ କରିଥିବା ଗୋଲାପ ଅନୁସାରେ ଭାଗ୍ୟଫଳ ।

ଲାଲ ରଙ୍ଗର ଗୋଲାପ ଫୁଲ

ଯଦି ଆପଣ ଲାଲ ଗୋଲାପ କୁ ପସନ୍ଦ କରିଛନ୍ତି ତେବେ ଆପଣଙ୍କ ଜୀବନରେ ବହୁତ ଖୁସି ମିଳିବ । ଅର୍ଥାତ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ , ଆପଣ ଯେଉଁ କାମ କରିବେ ସେଥିରେ ବହୁତ ସଫଳତା ମିଳିବ । ଆପଣଙ୍କୁ  ବହୁତ ଉର୍ଣତି ମିଳିବ ଅପାଣ ଯେଉଁ କାର୍ଯ୍ୟରେ ହାତ ଦେବେ ତାହା ଠିକ ଠାକ ଭଲରେ ଶେଷ ହୋଇଯିବ । ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । ଆପଣଙ୍କ ସବୁ କଷ୍ଟ ,ଦୁଖ ଓ ଦାରିଦ୍ରତା ଦୂର ହେବ , ଆପଣଙ୍କ ସବୁ ଇଛା ପୂର୍ଣ ହେବ ।

ସବୁଜ ରଙ୍ଗର ଗୋଲାପ ଫୁଲ

ଦ୍ଵିତୀୟରେ ଯଦି ଆପଣ ସବୁଜ ରଙ୍ଗର ଗୋଲାପ ପସନ୍ଦ କରିଛନ୍ତି ତେବେ ଆପଣ ଙ୍କ ସବୁ ଦୁଖ ଦୂର ହେବ ,ଆପଣଙ୍କ ଉପରେ ଧନର ବର୍ଷା ହେବ , ଅର୍ଥାତ ଆପଣଙ୍କର ଯେଉଁ ଆର୍ଥିକ ପରିସ୍ଥିତି ଥିଲା ସେଥିରେ ସୁଧାର ଆସିବ । ଆପଣଙ୍କର ଆର୍ଥିକ କ୍ଷେତ୍ରରେ ମଜବୁତି ଆସିବ । ଆପଣ କାହା ଉପରେ ଶୀଘ୍ର ବିଶ୍ଵାସ କରନ୍ତୁ ନାହିଂ ।

ଯଦି ଆପଣ ବହୁତ ଶୀଘ୍ର କାହାକୁ ବିଶ୍ଵାସ କରନ୍ତି ତେବେ ବହୁତ ଅସୁବିଧାରେ ପଡ଼ିପାରନ୍ତି । ଆପଣଙ୍କ ର ଯେଉଁ ଆର୍ଥିକ କ୍ଷେତ୍ରରେ ଉର୍ନତି ହୋଇଥିଲା ସେହି ଅର୍ଥକୁ ଆପଣ ଭାବିଛିନ୍ତି ବିନିଯୋଗ କରନ୍ତୁ ନଚେତ କ୍ଷତିରେ ପଡ଼ିପାରନ୍ତି । ଆପଣ ଆପଣଙ୍କର ସବୁ ଗୁପ୍ତ କଥା ସାଙ୍ଗମାନଙ୍କୁ କୁହନ୍ତୁ ନାହିଁ କାହିଁକି ନା ସାଙ୍ଗମାନେ ହିଁ ଆପଣଙ୍କୁ ବିଶ୍ଵାସଘାତ କରିପାରନ୍ତି ।

ହଳଦୀ ରଙ୍ଗର ଗୋଲାପ ଫୁଲ

ତୃତୀୟରେ ଯଦି ଆପଣ ହଳଦୀ ରଙ୍ଗର ଗୋଲାପ କୁ ପସନ୍ଦ କରିଛନ୍ତି ତେବେ ସେମାନେ ତାଙ୍କ କାର୍ଯ୍ୟରେ କିଛି ଅସୁବିଧା ଉତ୍ପର୍ଣ ହୋଇପାରେ । ଆପଣ ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ମିଳିବ କିନ୍ତୁ ବହୁତ ପରିଶ୍ରମ କରିବାକୁ ପଡିବ । ଆପଣଙ୍କର ବୈବାହିକ ଜୀବନ ବହୁତ ଖୁସିରେ ବିତିବ । ଆପଣଙ୍କ ଭାଗ୍ୟରେ ବହୁତ ଭଲ ସମୟ ଅଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।