ପ୍ଲାଷ୍ଟିକ ସର୍ଜରୀ କରି ନିଜର ସୁନ୍ଦର ଚେହେରାକୁ ନଷ୍ଟ କରିଦେଲେ Bollywood ର ଏହି 5 ଜଣ ହିରୋଇନ, 2 ନମ୍ବର ହିରୋଇନଙ୍କୁ ତ ଲୋକଙ୍କ ଠାରୁ ବହୁତ କିଛି ଶୁଣିବାକୁ ପଡିଥିଲା

ବଲିଉଡ ଦୁନିଆରେ ନିଜର ପରିଚୟ କରିବା ପାଇଁ କେତେ ଯେ କଳାକାର ମାନେ ପ୍ରୟାସ ଜାରି ରଖିଥାନ୍ତି । କେତେକ ଏହି କ୍ଷେତ୍ରରେ ସଫଳ ହୋଇଥାନ୍ତି ତ ଆଉ କେତେକ ଅସଫଳ ହୋଇଥାନ୍ତି ।

ବଲିଉଡରେ ରାଜ କରିବା ପାଇଁ ବିଶେଷ କରି ଅଭିନେତ୍ରୀ ମାନଙ୍କୁ ନିଜର ସୁନ୍ଦରତା ଛଡା ନିଜର ଲୁକ ଓ ପର୍ଶନାଲିଟିକୁ ମଧ୍ୟ ମେଣ୍ଟେନ କରିବାକାଉ ପଡିଥାଏ । କିନ୍ତୁ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯିଏ ନିଜର ପ୍ଲାଷ୍ଟିକ ସର୍ଜରୀ କରି ବଲିଉଡରେ ଏଣ୍ଟ୍ରି କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ।

“ବାନୀ କପୁର” : ବଲିଉଡରେ ସବୁଠାରୁ ବୋଲ୍ଡ ଓ ହଟ ଅଭିନେତ୍ରୀ ବାନୀ କପୁର ପରିଚିତ ଅଟନ୍ତି । ସେ ନିଜର ପ୍ଲାଷ୍ଟିକ ସର୍ଜରୀ କରି ନିଜ ଲୂକକୁ ନୂଆ ପରିଚୟ ଦେଇଛନ୍ତି । ତାଙ୍କର ପୁରୁଣା ଚେହେରା ଓ ନୂଆ ଚେହେରାରେ ଅନେକ ଡିଫରେନ୍ସ ରହିଛି ।

“ଆଈଶା ଟାଗିୟା”: ଫାଲ୍ଗୁନୀ ପାଟକଙ୍କ ଆଲବମ “ମେରି ଚୂନରୀ ଉଡି ଉଡି ଯାଏ”ରେ ଆଈଶା ନିଜର ଫିଲମି କ୍ଯାରିୟର ଆରମ୍ଭ କରିଥିଲେ । ଏହା ପରେ ସେ “ତାରଜନ ଦ ୱୋଣ୍ଡର କାର”, “ୱାନ୍ଟେଡ” ଫିଲ୍ମରେ କାମ କରି ସାରିଛନ୍ତି । ଏହା ପରେ ସେ ମାରେଜ କରି ବଲିଉଡରୁ ବିଦାୟ ନେଇଥିଲେ । କିଛି ଦିନ ପୂର୍ବେ ସେ ସୋସିଆଲ ଆକାଉଣ୍ଟରେ ନିଜର ଫୋଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କର ଓଠ ଓ ନାକର ପ୍ଲାଷ୍ଟିକ ସର୍ଜରୀ କରି ଏକ ନୂଆ ରୂପରେ ନଜର ଆସିଛନ୍ତି ।

“ଅନୁଷ୍କା ଶର୍ମା” : “ରବ ନେ ବନା ଦି ଯୋଡି” ଫିଲ୍ମରୁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିବା ଅନୁଷ୍କା ଶର୍ମାଙ୍କୁ କିଏ ନ ଜାଣିଛନ୍ତି । ସେ ଫିଲ୍ମ “ପିକେ” ପାଇଁ ନିଜର ଲିପ୍ସର ସର୍ଜରୀ କରିଥିଲେ ଯାହା ପାଇଁ ତାଙ୍କ ଲୁକରେ କିଛି ନୂଆ ପରିବର୍ତ୍ତନ ନଜର ଆସିଥିଲା । ଏହି ନୂଆ ଲୁକକୁ ନେଇ ଅନୁଷ୍କାଙ୍କର ଫ୍ୟାନ୍ସ ମାନେ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ କରିଥିଲେ । କିନ୍ତୁ ଅନୁଷ୍କା ସର୍ଜରୀ କରି ନିଜର ପୁରୁଣା ଚେହେରା କରିଥିଲେ ।

“ରାକ୍ଷୀ ସାୱନ” : ଜଣେ ମଡ଼େଲର ଭାବେ ନିଜର କ୍ଯାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ରାକ୍ଷୀ ସାୱନ ଦେଖିବାକୁ ବହୁତ ସରଳ ଓ ମାସୁମ ଥିଲେ । ସେ ନିଜକୁ ଆହୁରି ସୁନ୍ଦର କରିବା ପାଇଁ ନିଜ ନାକ ଓ ଓଠର ସର୍ଜରୀ କରିଥିଲେ । ରାକ୍ଷୀଙ୍କର ଆଗ ଚେହେରା ଅପେକ୍ଷା ଆଜିକାର ଚେହେରାରେ ସେ ବହୁତ ହଟ ଓ ସେକସି ଲାଗନ୍ତି ।

“ଶିଲ୍ପା ସେଠୀ” : ଅଭିନେତ୍ରୀ ଶିଲ୍ପା ସେଠୀ ନିଜ ଫିଗରକୁ ନେଇ ବହୁତ ଆଲର୍ଟ ରହିଥାନ୍ତି । ସେ ବଲିଉଡରେ ନିଜର ଅଭିନୟ ଜାରି ରଖିବା ପାଇଁ ନିଜ ନାକର ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି । ଯାହା ଦ୍ଵାରା ତାଙ୍କର ଆଗ ଚେହେରା ଅପେକ୍ଷା ବର୍ତ୍ତମାନର ଚେହେରାରେ ବହୁତ ଡିଫରେନ୍ସ ରହିଛି ଓ ସେ ଦେଖିବାକୁ ବହୁତ ସୁନ୍ଦର ମଧ୍ୟ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ