ଏମିତି ଝିଅ ମାନଙ୍କ ଠାରୁ ଟିକେ ରୁହନ୍ତୁ ସାବଧାନ୍, ଦେଖନ୍ତୁ ଭାଇରାଲ Video

ଆପଣଙ୍କ ଘରକୁ ଆସୁଥିବା କିଛି ସେଲ୍ସ ରେ କାମ କରୁଥିବା ଲୋକମାନେ ଆସିଥାନ୍ତି । ତେବେ କଣ ଆପଣ ଜାଣିଛନ୍ତି କି ଏଭଳି କିଛି ଲୋକମାନେ ଅଛନ୍ତି ଯେଉଁ ମାନେ ଏହାର ଫାଇଦା ଉଠାଇ ଥାନ୍ତି । ତେବେ ଆସନ୍ତୁ ଜାଣିବା ଏହା କଣ ଅଟେ ।

ଆପଣ ଦେଖି ଥିବେ କି କିଛି ସେଲ୍ସ ରେ କାମ କରୁଥିବା ବ୍ୟକ୍ତି କିମ୍ବା ମହିଳା ମାନେ ଯେଉଁ ଜିନିଷ ବଜାରରେ ମିଳୁ ଥାଏ  । ସେହି ଜିନିଷକୁ ସେମାନେ ସେହି ଦାମରେ ଆଣିକି ଘରେ କିଭଳି ଦେଇ ଦେଇ ଯାନ୍ତି କେବେ ଏହା ବିଷୟରେ ଆପଣ ଜଣାଛନ୍ତି କି । ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବା ପାଇଁ ଯାଉଛୁ । କିଛି କମ୍ପାନୀ ବଜାରରେ ମିଳୁଥିବା ଜିନିଷକୁ ସେହି ଦାମରେ ଦେଇ ଥାନ୍ତି ମାତ୍ର ଘରେ ଘରେ ବୁଲିକି । ଏହା ଯଦି ଜଣେ ପୁଅ କରି ଥାଏ ତେବେ ଆମେ ଏହାକୁ ଶୁଣିବା ମାତ୍ରେ  ସାଙ୍ଗେ ସାଙ୍ଗେ କହି ଥାଉ କି ଆପଣ ଯାଇ ପାରନ୍ତି ।

ଏହା ପାଇଁ ସେଲ୍ସ ଅଧିକ ରୁ ଅଧିକ ଝିଅ ମାନଙ୍କୁ ରକ୍ଷା ଯାଇ ଥାଏ । ତେବେ ଯେତେବେଳେ ଗୋଟେ ଝିଅ ଏହାକୁ ବିକ୍ରି କରିବା ପାଇଁ ଆସିଥାଏ । ଅନେକ ଲୋକମାନେ ଏହାକୁ କିଣି ନେଇ ଥାନ୍ତି  ।  ଜିନିଷ କିଣିବା ପରେ ସେମାନେ ଆପଣଙ୍କ ଫୋନ ନମ୍ବର ନେଇ ଯାଇ ଥାନ୍ତି । ଏହା ଆପଣଙ୍କୁ ଖୁବ ସାଧାରଣ ଲାଗୁଥିବ କିନ୍ତୁ ଆପଣଙ୍କ ନମ୍ବର ନେବା ପରେ ସେମାନେ ଏହି ନମ୍ବର କୁ ଏକ OTP  ନେଇ ଥାନ୍ତି ।

ମାତ୍ର ଏହା ଆପଣନୁ ନ ଜଣେଇକି ସେମାନେ ଏହି OTP କୁ ମଧ୍ୟ ନେଇ ଯାଇଥାନ୍ତି । ଓଟିପି ର ମାନେ ହେଉଛି ONE TIME PASSWORD । ତେବେ ଆପଣ ଜାଣିବା ପାଇଁ ଚାହିଁବେ ଯଦି ଜାଣି ପାରିବେ କି ଏହାକୁ ନେଲା ପରେ ସେମାନେ ଆପଣଙ୍କ ଫୋନ ରେ ଥିବା ସବୁ ପ୍ରକାର ଡାଟା କୁ ସହଜରେ ପାଇ ଯାଇଥାନ୍ତି ।

ଏହା ଛଡା କିଛି ଲୋକମାନେ କମ୍ପାନୀ ର ନାମ ନେଇ ଆପଣଙ୍କ ଫୋନ ରେ କିଛି ଆପ କିମ୍ବା କିଛି ମେସେଜ ଦେଇଥାନ୍ତି । ଯାହା ବିଷୟରେ ଆପଣଙ୍କୁ କିଛି ଭି ଜଣା ନ ଥାଏ । ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି କି ଆପଣ ଯଦି କେବେ ଭି ଏହି ଆପ କିମ୍ବା ମେସେଜ କୁ ଦେଖି ନଥିଲେ ତେବେ ଏହା କିଭଳି ଆସି ପାରେ ।

ଏହାର କାରଣ ହେଉଛି ସେହି OTP ତା ଦ୍ଵାରା ଆପଣଙ୍କ ଅନେକ କିଛି ତଥ୍ୟ ଆପଣଙ୍କ ର ତାଙ୍କ ପାଖରେ ଥାଏ । ତେବେ ଆପଣ ଗୋଟେ ଜିନିଷ ଜାଣି ନିୟନ୍ତୁ କି ଏହା ଆପଣଙ୍କ ପାଇଁ ଖୁବ କ୍ଷତି କାରକ ହି  ଯାଇ ପାରେ । ତେବେ ଜାଣନ୍ତୁ ଏହା ପାଖରୁ ଆପଣ କିଭଳି ବଞ୍ଚିବେ । ଆପଣଙ୍କୁ ଯେଉଁ ମାନେ ଫୋନ ନମ୍ବର ମାଗିବେ ଆପଣ ତାଙ୍କୁ ସିଧା ସିଧା ମନା କରି ଦିଅନ୍ତୁ ।

ଦେଖନ୍ତୁ ଏହା କିଛି ଲୋକମାନେ କରି  ଥାନ୍ତି । ମାତ୍ର ଏହା ସହ ସତରେ କିଛି ଲୋକମାନେ ନିଜ ପାଇଁ ପରିଶ୍ରମ କରି ଥାନ୍ତି । ଏହି ଲେଖାଟି କେବଳ ସଚେତନତା ପାଇଁ, କାହାର କାମକୁ ଅପମାନ କରିବା ଆମର ଉଦ୍ଦେଶ୍ୟ ନୁହେଁ । ନିଜର ମତାମତ ଆମକୁ ଜଣେଇବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ