Bollywood ଫିଲ୍ମ “ବାହୁବଲି-2” ରେ କାମ କରି ଫେମସ ହୋଇଥିବା ଷ୍ଟାର ମାନଙ୍କର ଏମାନେ ହେଉଛନ୍ତି ରିୟଲ ଲାଇଫ ପାର୍ଟନର

ବନ୍ଧୁଗଣ ଆପଣ ମାନେ ୨୦୧୭ ରେ ବଲିଉଡ ଫିଲ୍ମ “ବାହୁବଲି-୨ ଦ କନକ୍ଲୁଜନ” ନିଶ୍ଚୟ ଦେଖିଥିବେ । “ବାହୁବଲି” ଫିଲ୍ମର ପ୍ରଥମ ପାର୍ଟ ଜବରଦସ୍ତ ହୋଇଥିଲା ଯେ ଦର୍ଶକ ମାନେ ଏହାର ଦିତୀୟ ପାର୍ଟ ଦେଖିବାକୁ ବହୁତ ଆଗ୍ରହ ହୋଇଥିଲେ ।

ସେଥିପାଇଁ ଫିଲ୍ମର ନିର୍ମାତା ଏସ ଏସ ରାଜାମୋଲି “ବାହୁବଲି- ୨” ରିଲିଜ କରିଥିଲେ । ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିଥିଲେ । ଆଜି ଆମେ ଆପଣ ମାନଙ୍କୁ “ବାହୁବଲି” ଫିଲ୍ମର କଳାକାର ମାନଙ୍କର ରିୟଲ ଲାଇଫ ପାର୍ଟନରଙ୍କ ବିଷୟରେ କହିବାକୁ ଯାଉଛୁ । ୧- “ରାମ୍ୟା କ୍ରୀଷ୍ଣାନ” : “ବାହୁବଲି-୨’ ଫିଲ୍ମରେ ଶିବଗାମୀ ଚରିତ୍ରରେ ବାହୁବଲିର ମା ଭୂମିକାରେ ନଜର ଆସିଥିଲେ ।

ତାଙ୍କର ରିୟଲ ଲାଇଫ ଦେଖିବାକୁ ଗଲେ ୨୦୦୩ରେ ସେ କ୍ରୀଷ୍ଣା ବାନଶୀଙ୍କ ସହ ମ୍ୟାରେଜ କରିଛନ୍ତି । ତାଙ୍କର ଗୋଟେ ପୁଅ ଅଛି ଯାହାର ନାଁ ହେଉଛି ଋତ୍ଵିକ ବାନଶୀ ଅଟେ । ରାମ୍ୟାଙ୍କ ସ୍ଵାମୀ ସାଉଥ ଇଣ୍ଡଷ୍ଟ୍ରିର ଫିଲ୍ମ ଡାଇରେକ୍ଟର ଅଟନ୍ତି ଯିଏ “ଗୁଲାବି”, “ପେସା” ଆଦି ଫିଲ୍ମରେ କାମ କରିଛନ୍ତି ।

୨- “ପ୍ରଭାସ” : “ବାହୁବଳି-୨” ଫିଲ୍ମରେ  ମୁଖ୍ୟ ଚରିତ୍ରରେ ଅମରେନ୍ଦ୍ର ଭୂମିକାରେ ଅଭିନେତା ପ୍ରଭାସ ନଜର ଆସିଥିଲେ । ଏହି ଫିଲ୍ମରେ ନିଜର ଜବରଦସ୍ତ ଆକସନ ଓ ଅଭିନୟ ପାଇଁ ସେ ଖୁବ ଚର୍ଚ୍ଚାରେ ରହିଥିଲେ । ତାଙ୍କର ରିୟଲ ଲାଇଫ ଦେଖିବାକୁ ଗଲେ ତାଙ୍କର ଗାର୍ଲଫ୍ରେଣ୍ଡ ଅଛି ଯାହାର ନାଁ ହେଉଛି ସିବା କୁମାରୀ ଯିଏ ବର୍ତ୍ତମାନ ଇଞ୍ଜିନିୟର ପାଠ ପଢୁଛନ୍ତି । ଦୁହେଁ ବହୁତ ଜଲ୍ଦି ମ୍ୟାରେଜ କରିବାକୁ ଯାଉଛନ୍ତି ।

୩- “ଅନୁଷ୍କା ସେଠୀ” : ଏହି ଫିଲ୍ମରେ ମୁଖ୍ୟ ଭୂମିକରେ ଦେବସେନା ଚରିତ୍ରରେ ବାହୁବଲିଙ୍କର ସ୍ତ୍ରୀ ଚରିତ୍ରରେ ଅଭିନେତ୍ରୀ ଅନୁଷ୍କା ସେଠୀ ଅଭିନୟ କରିଥିଲେ । ଏହି ଫିଲ୍ମରେ ଅନୁଷ୍କା ପ୍ରେମିକା ଚରିତ୍ରରେ ଖୁବ ସୁନ୍ଦର ଅଭିନୟ କରି ଲୋକପ୍ରିୟ ହୋଇଥିଲେ । ତାଙ୍କର ରିୟଲ ଲାଇଫ ଦେଖିବାକୁ ଗଲେ ସେ ମ୍ୟାରେଜ କରି ନାହାନ୍ତି । କ୍ରିଶଙ୍କ ସହ ସେ ଡେଟ କରୁଛନ୍ତି ଯାହାଙ୍କ ସହ ସେ “ବେନମ” ଫିଲ୍ମରେ ଅଭିନୟ କରିଥିଲେ ।

୪- “ରାଣା ଦୁଗୁବାତି” :ଏହି ଫିଲ୍ମରେ ସହାୟକ ଭୂମିକରେ ଅଭିନେତା ରାଣା ଦୁଗୁବାତି ନଜର ଆସିଥିଲେ ଯିଏ ଭଲ୍ଲାଲ ଚରିତ୍ରରେ ନଜର ଆସିଥିଲେ । ତାଙ୍କର ରିୟଲ ଲାଇଫ ଦେଖିବାକୁ ଗଲେ ସେ ମ୍ୟାରେଜ କରି ନାହାନ୍ତି । କିନ୍ତୁ କଲେଜ ଟାଇମର ଗାର୍ଲଫ୍ରେଣ୍ଡ ତ୍ରିଶାଙ୍କ ସହ ତାଙ୍କର ରିଲେସନ ଥିଲା । ବର୍ତ୍ତମାନ ସେ ମ୍ୟାରେଜ କରି ସାରିଛନ୍ତି ।

୫- “ସତ୍ୟରାଜ” : ଏହି ଫିଲ୍ମରେ କଟପ୍ପା ଚରିତ୍ରରେ ମାହେଶ୍ଵତି ରାଜ୍ୟର ରକ୍ଷକ ଭାବେ ଅଭିନେତା ସତ୍ୟରାଜ ଅଭିନୟ କରିଥିଲେ । ଏହି ଫିଲ୍ମରେ ତାଙ୍କର ଭୂମିକା ବହୁତ ସାଧାରଣ ଥିଲେ ମଧ୍ୟ ସେ ଖୁବ ଲୋକପ୍ରିୟ ହୋଇ ପାରିଥିଲେ । ତାଙ୍କର ରିୟଲ ଲାଇଫ ଦେଖିବାକୁ ଗଲେ ତାଙ୍କ ସ୍ତ୍ରୀଙ୍କ ନାଁ ହେଉଛି ମାହେଶ୍ଵରୀ ସୁପୟା ଯାହାଙ୍କ ସହ ସେ ୧୯୮୯ରେ ବିବାହ କରିଥିଲେ ।

ଦୁହିଙ୍କର ଦୁଇ ପୁଅ ଓ ଝିଅ ଅଛନ୍ତି ଯାହାଙ୍କର ନାଁ ହେଉଛି ଦିବ୍ୟା ଓ ସିଗର ଅଟେ । ତାଙ୍କ ସ୍ତ୍ରୀ ଫିଲ୍ମ ପ୍ରଡ୍ୟୁସର ଅଟନ୍ତି ଯିଏ ୨୦୧୭ରେ ଫିଲ୍ମ ସତ୍ୟା ରେ ପ୍ରଡ୍ୟୁସର କରିଥିଲେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।