ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ମୃତ୍ୟୁ ପୂର୍ବରୁ ମଣିଷ ପାଖରେ ଏହି 4 ଜିନିଷ ନିଶ୍ଚୟ ଥିବା ଦରକାର, ନଚେତ ବହୁତ କଷ୍ଟଦାୟକ ହୋଇଥାଏ ମୃତ୍ୟୁ

ଗରୁଡ ପୂରାଣ ରେ ଅନେକ ମହତ୍ଵ ପୂର୍ଣ୍ଣ କଥାର ଉଲେଖ କରା ଯାଇଛି । ଏହି ପୁରାଣରେ ଭକ୍ତି, ବୈରାଗ୍ୟ, ଜ୍ଞାନ, ଯଜ୍ଞ, ସଦାଚାର, ନି-ଷ୍କା-ମ କର୍ମ ସହ ଦାନ, ତପ, ତୀର୍ଥ ଆଦିର ବର୍ଣ୍ଣନା କରା ଯାଇଛି ।

ଗରୁଡ ପୁରାଣରେ କୁହା ଯାଇଛି ଯେ ମଣିଷ ମୃ-ତ୍ୟୁ ପରେ ନିଜର ପରିଜନ ମାନଙ୍କୁ କଷ୍ଟ ଦେଇଥାଏ । ମୃ-ତ୍ୟୁ ପରେ ମଣିଷ ଆ-ତ୍ମା ହୋଇ ପର ସ୍ତ୍ରୀ ପ୍ରତି ଖରାପ ଆ-ଚ-ର-ଣ ରଖୁଥିବା ବା ଅନ୍ୟର ଧନ ପ୍ରତି ଲୋ-ଭ କରୁଥିବା ବ୍ୟକ୍ତିକୁ ଯ-ନ୍ତ୍ର-ଣା ଦେଇଥାଏ । ଯେଉଁ ବ୍ୟକ୍ତି ନାରୀକୁ ଅ-ସ-ମା-ନ କରିଥାଏ, ଭଗବାନଙ୍କ ଉପରେ ବିଶ୍ଵା କରି ନାହି, ମାତା ପିତାଙ୍କୁ ଅସମାନ କରିଥାଏ, ସ୍ତ୍ରୀ, ପୁତ୍ରର ଦୋ-ଷ ନ ଥାଇ ମଧ୍ୟ ସେମାନକୁ ତ୍ୟା-ଗ କରିଥାଏ ଏହିଭଳି ବ୍ୟକ୍ତି ମୃ-ତ୍ୟୁ ପରେ ପ୍ରେ-ତ-ଯୋ-ନିକୁ ଯାଇଥାଏ ।

ଏହିଭଳି ବ୍ୟକ୍ତି ମୃ-ତ୍ୟୁ ପରେ ନ-ର୍କ ଯନ୍ତ୍ରଣା ଭୋଗିବା ସହ ତାର ଆ-ତ୍ମାର କେବ ମୁକ୍ତି ହୋଇ ନ ଥାଏ । ଏଭଳି ବ୍ୟକ୍ତି ଜୀବିତ ଅବସ୍ଥାରେ ମଧ୍ୟ ଅନେକ ରୋଗରେ ପୀ-ଡି-ତ ହୋଇଥାଏ ।ଯେଉଁ ବ୍ୟକ୍ତି ଅନ୍ୟକୁ କଷ୍ଟ ଦେଇଥାଏ ତାର ଅ-କା-ଳ-ରେ ମୃ-ତ୍ୟୁ ହୋଇଥାଏ । ଏହା ଛଡା ଯାହାର ବିଚାର ସକ୍ରିୟ ଖରପ ଆ-ଚ-ର-ଣ ରହିଥାଏ ସେ ଅକାଳ ମୃ-ତ୍ୟୁ ପ୍ରାପ୍ତ କରିଥାଏ ।

ଗରୁଡ ପୂରାଣ ଅନୁସାରେ ଯେତେବେଳେ ବ୍ୟକ୍ତିର ମୃ-ତ୍ୟୁ ହୋଇଥାଏ ଏହା ପରେ ସେ ଯ-ମ-ପୁ-ର-ରେ ନ-ର୍କ ଯ-ନ୍ତ୍ର-ଣା ପାଇଥାଏ । ମୃ-ତ୍ୟୁ ପୂର୍ବରୁ ବ୍ୟକ୍ତି କିଛି କହିବାକୁ ଚାହୁଁଥିଲେ ମଧ୍ୟ କିଛି କହିପାରେ ନାହି କାରଣ ବ୍ୟକ୍ତିର କହିବା ଓ ବୁଝିବା ଶକ୍ତି ନଷ୍ଟ ହୋଇଥାଏ । ମୃ-ତ୍ୟୁ ପରେ ବ୍ୟକ୍ତି ଖରାପ ଆ-ଚ-ର-ଣ ଯୋଗୁ ଅନେକ କଷ୍ଟ ଯ-ନ୍ତ୍ର-ଣ ଅନୁଭବ କରିଥାଏ ।

ଏହା ଛଡା ଯଦି ମୃ-ତ ବ୍ୟକ୍ତିକୁ ପିଣ୍ଡ ଦାନ ନ କରାଯାଏ ତେବେ ସେ ଭୋକ ଉପାସରେ ରହି ଆହୁରି କଷ୍ଟ ଅନୁଭବ କରିଥାଏ । ଏହା ପରେ ସେ ପ୍ରେ-ତା-ତ୍ମା ହୋଇ ଘନ ବନରେ ଘୁରି ବୁଲିଥାଏ । ଏଭଳି ଆ-ତ୍ମା-କୁ କେବେ ବି ମୋ-କ୍ଷ ମିଳିପାରେ ନାହି । ଗରୁଡ ପୂରଣ ଅନୁସାରେ ଏମିତି ୪ଟି ଜିନିଷ ରହିଛି ଯାହା ବ୍ୟକ୍ତି ପାଖରେ ରହିଥିଲେ ସେ ମୃ-ତ୍ୟୁ ପରେ ଯ-ମଦ-ଣ୍ଡ ପ୍ରାପ୍ତ ହୋଇନଥାଏ । ତେବେ ଆସନ୍ତୁ ଜାଣିବା ତାହା କଣ ।

୧- ମୃ-ତ୍ୟୁ ପୂର୍ବରୁ ତୁଳସୀ ପତ୍ରକୁ ବ୍ୟକ୍ତି ମୁଣ୍ଡ ପାଖରେ ରଖିଲେ ତାର ଆ-ତ୍ମା-କୁ କଷ୍ଟ ଅନୁଭବ ହୋଇନଥାଏ । କାରଣ ତୁଳସୀ ପତ୍ରକୁ ସ୍ଵ-ର୍ଗ-ଲୋ-କ ଓ ଯ-ମ-ଲୋ-କ-ରେ ମାନ୍ୟତା ଦିଆଯାଇଛି ।

୨- ମୃ-ତ୍ୟୁ ପୂର୍ବରୁ ବ୍ୟକ୍ତି ଗଙ୍ଗା ଜଳର ସେବନ କରିଲେ ତାକୁ ମୁକ୍ତି ମିଳିଥାଏ । ମୃ-ତ୍ୟୁ ପରେ ବ୍ୟକ୍ତି ଯ-ମ-ଦ-ଣ୍ଡ ପାଇ ନ ଥାଏ ।

୩- ମୃ-ତ୍ୟୁ ପୂର୍ବରୁ ବ୍ୟକ୍ତି ପାଖରେ ଭାଗବତ ଗୀତା ପଢିବା ଦ୍ଵାରା ସେ ମୋ-କ୍ଷ ପ୍ରାପ୍ତ ହେବ ସହ ତାର ଆ-ତ୍ମା ଶାନ୍ତି ହୋଇଥାଏ । ଏହା ସହ ତାର ପୁର୍ଣ୍ଣଜନ୍ମ ହୋଇଥାଏ ।

୪- ମୃ-ତ୍ୟୁ ପୂର୍ବରୁ ବ୍ୟକ୍ତିକୁ ଗୋ-ମାତାଙ୍କର ସେବା କରିବା ସହ କିଛି ଦାନ ଧର୍ମ କରିବା ଉଚିତ । ଏହା ଫଳରେ ବ୍ୟକ୍ତି ପ-ର-ଲୋ-କ-ରେ ଯ-ନ୍ତ୍ର-ଣା ପାଇ ନ ଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।