କଣ ଆପଣ ଜାଣିଛନ୍ତି କି ଏହି 15ଟି GK Questonର ଉତ୍ତର, ଯଦି ଜାଣି ନାହାନ୍ତି, ତେବେ ଆସନ୍ତୁ ଜାଣିବା

ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଓ ରୋଚକପୂର୍ଣ ଜିକେର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହାକୁ ପଢିବା ଦ୍ଵାରା ଆପଣନାକ ଜିକେ ନଲେଜ ଆହୁରି ବଢି ଯିବ । ଏହା ଆପଣଙ୍କୁ ପରବର୍ତୀ ସମୟରେ ବହୁତ ସାହାର୍ଯ୍ୟ କରିବା ସହିତ ଆପଣଙ୍କର ଜ୍ଞାନ ବି ବଢାଇବ । ଏହି ପ୍ରଶ୍ନ ଓ ଉତ୍ତର ଆପଣ ଦେଉଥିବା କିଛି ଇଣ୍ଟରଭିୟୁରେ ମଧ୍ୟ ଆସିପାରେ । ଆଇଏଏସ ଓ ଆଇପିଏସରେ ଏହିଭଳି ହିଁ କିଛି ପ୍ରଶ୍ନ ଓ ଉତ୍ତର ଆସିଥାଏ ।

ପ୍ରଶ୍ନ – ଗୋଟିଏ ଭଲ ସ୍ୱାସ୍ଥ୍ୟ ଥିବା ମନୁଷ୍ୟ ଶରୀରରେ କେତେ ଲିଟର ରକ୍ତ ଥାଏ ?

ଉତ୍ତର – ୪.୭ ରୁ ୫.୫ ଲିଟର ମଧ୍ୟରେ

ପ୍ରଶ୍ନ – କେଉଁ ପଶୁ ୭ ଦିନ ଯାଏଁ ପାଣି ନ ପିଇ ମଧ୍ୟ ରହିଥାଏ ?

ଉତ୍ତର – ଓଟ

ପ୍ରଶ୍ନ – କେଉଁ ଜୀବ ଅଛି ଯେ ଯାହାର ଗୋଡ ନାହିଁ ତଥାପି ସେ ଜୋରରେ ଦୌଡି ପାରେ ?

ଉତ୍ତର – ସାପ

ପ୍ରଶ୍ନ – ଯେତେବେଳେ ଗୋଟିଏ ଶିଶୁର ଜନ୍ମ ହୋଇଥାଏ ତେବେ ତାର କେତେଟି ହାଡ ଥାଏ ?

ଉତ୍ତର – ୩୦୦ଟି  ହାଡ

ପ୍ରଶ୍ନ – ପୁରା ପୃଥିବୀରେ ସବୁଠୁ ଅଧିକା ଡାକ ଘର କେଉଁ ଦେଶରେ ଅଛି ?

ଉତ୍ତର – ଭାରତରେ

ପ୍ରଶ୍ନ – କେଉଁ ଜୀବ ୩ ବର୍ଷ ପର୍ଯ୍ୟନ୍ତ ଶୋଇଥାଏ ?

ଉତ୍ତର – ପାଣି ଗେଣ୍ଡା

ପ୍ରଶ୍ନ – ଏମିତି କେଉଁ ପ୍ରାଣୀ ଅଛି ଯାହାର ମୃତ୍ୟୁ କେବେ ବି ହୁଏ ନାହିଁ ?

ଉତ୍ତର – Turritopsis Dohrnii Jellyfish

ପ୍ରଶ୍ନ – ସର୍ବ ପ୍ରଥମେ କେଉଁ ଦେଶରେ ଚିନି ଆବିଷ୍କାର ହୋଇଥିଲା ?

ଉତ୍ତର – ଭାରତରେ

ପ୍ରଶ୍ନ – ଗୋଟିଏ ନବଜାତ ଶିଶୁର ଶରୀରରେ କେତେ ଲିଟର ରକ୍ତ ଥାଏ ?

ଉତ୍ତର – ୨୭୦ ଏମଏଲ ଅର୍ଥାତ ପାଖାପାଖି ଗୋଟିଏ କପ

ପ୍ରଶ୍ନ – ଭାରତର କେଉଁ ରାଜ୍ୟରେ ନିଜର ଅଲଗା ପତାକା ଅଛି ?

ଉତ୍ତର – ଜାମ୍ମୁ କାଶ୍ମୀର

ପ୍ରଶ୍ନ – କେଉଁ ଜୀବ କୌଣସି ବି ଜିନିଷର ସ୍ଵାଦ ନିଜ ଜିଭ ଦ୍ଵାରା ନୁହେଁ ଅଥବା ତାହାର ଗୋଡ ସାହାର୍ଯ୍ୟରେ ନେଇଥାଏ ?

ଉତ୍ତର – ପ୍ରଜାପତି

ପ୍ରଶ୍ନ – ବେଙ୍ଗ ବିନା ନିଶ୍ଵାସରେ କେତେ ସମୟ ପାଣିରେ ରହିପାରିବ ?

ଉତ୍ତର –  ୪ ରୁ ୭ ଘଣ୍ଟା ପର୍ଯ୍ୟନ୍ତ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହା ଶୁଖିଗଲେ ୨ କିଲୋ ଓ ଓଦା ହୋଇଗଲେ ୧ କିଲୋ ଏବଂ ଜଳିଗଲେ ୩ କିଲୋ ହୋଇଯାଏ ?

ଉତ୍ତର – ସଲଫର

ପ୍ରଶ୍ନ – କେଉଁ ଜୀବର ରକ୍ତ ନୀଳ ଅଟେ ?

ଉତ୍ତର – ଅକ୍ଟୋପସ

ପ୍ରଶ୍ନ – ମଣିଷ ମରିଯିବା ପରେ ତାର ଓଜନ କେତେ କମ ହୋଇଯାଏ ?

ଉତ୍ତର – ୨୧ ଗ୍ରାମ

ଆଶକରୁଛୁ ଆମର ଏହି ମେଜେଦାର ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।