Bollywood ହ୍ୟାଣ୍ଡସମ ହ୍ରିତିକ ରୋସନଙ୍କ ପାଖରେ ଥିବା 5 ସବୁଠୁ ଦାମୀ ଜିନିଷ

ବଲିଉଡ ର ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋସନ ସବୁଠାରୁ ଫିଟ ଏକ୍ଟର ମାନଙ୍କ ଭିତରୁ ଜଣେ ଅଟନ୍ତି । ତାଙ୍କର ଫିଟନେସ ଏବଂ ଡାନ୍ସ ପାଇଁ ସମସ୍ତେ ଦିୱାନା । ୨୦୧୯ ରେ ରିତିକ ଙ୍କ ନାମ ବିଶ୍ଵର ସବୁଠାରୁ ହାଣ୍ଡସମ ମ୍ୟାନ ଭିତରେ ମଧ୍ୟ ରହିଥିଲା । ୨୦ ବର୍ଷର ଆକ୍ଟିଂ କ୍ୟାରିଅର ରେ ରିତିକ ବହୁତ ହିଟ ଫିଲ୍ମ ଦେଇଛନ୍ତି । ଆଜି ରିତିକ ଙ୍କ ସବୁ ଫିଲ୍ମ ସୁପରହିଟ ରହିଛି । ସେ ନିଜ ଜୀବନରେ ବହୁତ ପଇସା ରୋଜଗାର କରିଛନ୍ତି ।

ଏବଂ ଆଜି ସେ ନିଜ ଜୀବନ ବହୁତ ଆଏସ ଆରାମ ରେ କାଟୁଛନ୍ତି । ତାଙ୍କ ପାଖରେ ସବୁ ସୁଖ ସୁବିଧା ରହିଛି । ଏବେକା ସମୟରେ ରିତିକ ଙ୍କ ଟୋଟାଲ ସମ୍ପତି ୨୭୮୦ କୋଟି ଟଙ୍କା ରହିଛି । ଆଜି ଆମେ ଆପଣଙ୍କୁ ରିତିକ କିଣିଥିବା କିଛି ଦାମି ଜିନିଷ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

୧:- ଘର;-ଆପଣ ମାନେ ଜାଣିଥିବେ ବଲିଉଡ ସେଲିବ୍ରିଟି ମାନେ ମୁମ୍ବାଇ ରେ ଘର ନେବାକୁ ପସନ୍ଦ କରିଥାନ୍ତି । ଏବଂ ବହୁତ ସେଲେବ୍ରିଟି ମାନଙ୍କର ମୁମ୍ବାଇରେ ବହୁତ ବଡ଼ ବଡ଼ ଘର ମଧ୍ୟ ରହିଛି । ତାଙ୍କ ଭିତରୁ ଜଣେ ଅଟନ୍ତି ରିତିକ । ରିତିକ ନିଜ ପରିବାର ଲୋକଙ୍କ ସହ ଯୁହୁ ମୁମ୍ବାଇରେ ରହୁଛନ୍ତି ସେ ନିଜର ଏହି ବଙ୍ଗଳାର ନାମ ପାରସ ରଖିଛନ୍ତି । ଏହି ବଙ୍ଗଳାର ଦାମ ୧୦୦୦ କୋଟି ଟଙ୍କା ଅଟେ । ଏହି ଘରେ ସବୁ ସୁବିଧା ରହିଛି ।

୨:- ଲଣ୍ଡନ ହାଉସ:- ରିତିକ ଙ୍କ ପାଖରେ କେବଳ ଇଣ୍ଡିଆ ରେ ନୁହେଁ ବରଂ ତାଙ୍କର ଲଣ୍ଡନ ରେ ମଧ୍ୟ ଘର ରହିଛି । ଲଣ୍ଡନ ରେ ମଧ୍ୟ ସେ ଏକ ବିରାଟ ବଡ଼ ବଙ୍ଗଳା କିଣିଛନ୍ତି । ଏହି ଘରେ ୫ଟି ବେଡ଼ରୁମ, ୨ ଟି ସିନେମା ହଲ, ୪ଟି ଗେଷ୍ଟ ରୁମ, ୩ଟି କିଚେନ, ୨ଟି ଲିଭିଙ୍ଗ ରୁମ ରହିଛି । ରିତିକ ଏହି ଘର ୩୦୦ କୋଟି ଟଙ୍କାରେ କିଣିଛନ୍ତି ।

୩:- ଘଣ୍ଟା :- ରିତିକ ବଲିଉଡ ର ସେହି ଅଭିନେତା ମାନଙ୍କ ଭିତରୁ ଜଣେ ଅଟନ୍ତି ଯାହାଙ୍କ ପାଖରେ ଗୋଟେ ରୁ ଗୋଟେ ଦାମୀ ଘଣ୍ଟା ରହିଛି । ତାଙ୍କ ପାଖରେ ଗୋଟେ ରୋଲେକ୍ସ ର ଘଣ୍ଟା ଅଛି ଏହାର ଦାମ ୪୦ ଲକ୍ଷ୍ୟ ଟଙ୍କା । ତାଙ୍କ ପାଖରେ ଗୋଟେ ହୀରାର ଘଣ୍ଟା ରହିଛି ଏହାର ଦାମ ୧୦ କୋଟି ୬୦ ଲକ୍ଷ ଟଙ୍କା ।

୪:- କାର:- ରିତିକ ଙ୍କୁ କାର ର ବହୁତ ଶୋକ ରହିଛି । ତାଙ୍କୁ ଦାମୀ ଦାମୀ କାର ବହୁତ ପସନ୍ଦ । ତାଙ୍କ ସବୁ ଗାଡ଼ି ର ଦାମ ମିଶେଇ ୩୦ କୋଟି ଟଙ୍କା ରହିଛି । ତାଙ୍କ ପାଖରେ ବିଏମଦବୁଲୁ, ମର୍ସିଡ଼ିଜ, ଅଡି, ଅଷ୍ଟର୍ନ ମାର୍ଟିନ, ଲମ୍ବର୍ଗିନି ଭଳି ବହୁତ ଦାମୀ ଦାମୀ ଗାଡ଼ି ଅଛି ।

୫:- ପ୍ରାଇଭେଟ ଯେଟ:- ରିତିକ ଙ୍କୁ କାର, ଘଣ୍ଟା, ଘର, ସହିତ ଯେଟ ରେ ମଧ୍ୟ ବହୁତ ଇଣ୍ଟରେଷ୍ଟ ରହିଛି । ତାଙ୍କ ପାଖରେ ଗଲଫଷ୍ଟ୍ରୀମ ଜି୨୦୦ ବିଜନେସ ଜେଟ ରହିଛି । ଏହି ଯେଟ ର ଦାମ ୩୦୦ କୋଟି ଟଙ୍କା ଅଟେ ।

ତେବେ ଆପଣଙ୍କୁ ରିତିକ ରୋସନ କେମିତି ଲାଗନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।