ଏହି ସବୁ ସୁନ୍ଦର ହିରୋଇନଙ୍କ ସହିତ ପ୍ରେମରେ ପଡି ସାରିଛନ୍ତି ଅଜୟ ଦେବଗନ

ବଲିଉଡରେ ବହୁତ ଅଭିନେତ୍ରୀ ଓ ଅଭିନେତାଙ୍କ ବିଷୟରେ ସବୁବେଳେ ମିଡିଆ ଆଗରେ ଆସିଥାଏ । ଖାସ କରି ହୀରୋ ଓ ହିରୋଇନଙ୍କ ସମ୍ବନ୍ଧ ବେଶି ଚର୍ଚାରେ ରହିଥାଏ । ଏହି ଅଭିନେତା ଓ ଅଭିନେତ୍ରୀ ବିଭିନ୍ନ ଲୋକଙ୍କ ସହିତ ସମ୍ବନ୍ଧ ରଖିଥାନ୍ତି । କିନ୍ତୁ ଏହି ସମ୍ପର୍କ ବେଶି ଦିନ ପର୍ଯ୍ୟନ୍ତ ଚାଲେ ନାହିଁ । ଅଭିନେତା ମଧ୍ୟରୁ ଅଜୟ ଦେବଗନଙ୍କର କଥା କହୁ ତେବେ ସେ ବହୁତ ସରଳ ଓ ଶାନ୍ତ ସ୍ଵଭାବର ଅଟନ୍ତି ।

କିନ୍ତୁ କଜୋଲ ବହୁତ ଚୂଲବୁଲି ପ୍ରକାରର ଝିଅ ଅଟନ୍ତି । ଦୁଇଜଣଙ୍କର ସମ୍ପର୍କ ଅଲଗା ପ୍ରକାରର ଅଟେ । ବିବାହ କଥା କହିଲେ ଦୁଇଜଣ ପ୍ରଥମେ ଭଲ ସାଙ୍ଗ ଥିଲେ । ଯେତେବେଳେ ଦୁଇଜଣଙ୍କର ବିବାହ କଥା ମିଡିଆ ଆଗରେ ଆସିଲା ତେବେ ବହୁତ କିଛି କଥା ଲେଖା ହୋଇଥିଲା ।

କଜୋଲ

ଲୋକମାନେ କହୁଥିଲେ କି ଏମାନଙ୍କର ବିବାହ ବେଶି ଦିନ ପର୍ଯ୍ୟନ୍ତ ଚାଲିବ ନାହିଁ । କିନ୍ତୁ ଏଭଳି କିଛି ବି ହେଲା ନାହିଁ । ଏହି ଯୋଡି ଦୁଇଜଣ ୧୯୯୯ ମସିହାରେ ବିବାହ କରିନେଲେ । ଆଜି ପର୍ଯ୍ୟନ୍ତ ନିଜର ସଂପର୍କକୁ ଠିକ ଭାବେ ତୁଲାଉଛନ୍ତି ।

କରିସ୍ମା କପୁର

କିନ୍ତୁ ବିବାହ ଆଗରୁ ଅଜୟ ଦେବଗନ ବହୁତ ହିରୋଇନଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ । ଅଜୟ ଦେବଗନ ଫିଲ୍ମ ଫୁଲ ଓର କାଣ୍ଟେ ରେ ବହୁତ ସଫଳତା ହାସିଲ କରିଥିଲେ । ପୁଣି ଅଜୟ ଦେବଗନ ଓ କରିସ୍ମା କପୁର ସହିତ ଫିଲ୍ମ ଜିଗର, ଧନବାନ, ସଂଗ୍ରାମ, ଶକ୍ତି ଓ ସୁହାଗ ଇତ୍ୟାଦି ବହୁତ ଫିଲ୍ମ ଦୁଇଜଣ ଜକ ମିଶିକାରୀ କରିଛନ୍ତି । ଦୁଇଜଣ ଯାକ ବେଶି ସମୟ ସେଟ ଉପରେ ବିତେଇଛନ୍ତି । କରିସ୍ମା ଅଜୟକୁ ଭଲ ପାଉଥିଲେ । ସେହି ସମୟରେ ରୋମାନ୍ସର ଖବର ବେଶି ଆସୁଥିଲା । ଲୋକମାନଙ୍କୁ ଲାଗୁଥିଲାକି ଏମାନେ ଦୁଇଜଣ ଯାକ ଅତି ଶିଗ୍ରହ ବିବାହ କରିବାକୁ ଯାଉଛିନ୍ତି । ଯେତେବେଳେ ତାଙ୍କର ସମ୍ପର୍କ ଭାଙ୍ଗିଗଲା ସେତେବେଳେ ଦୁଇଜଣ ଯାକ ଶତ୍ରୁ ହୋଇଗଲେ ।

ରବିନା ଟଣ୍ଡନ

ପୁଣି ଅଜୟ ଦେବଗନ ୯୦ ଦଶକର ହିରୋଇନ ରବିନା ତଣ୍ଡନ ସହିତ ଫିଲ୍ମ ଏକ ହି ରସତେ, ଦିବ୍ୟା ଶକ୍ତି ଓ ଦିଲବାଲଲେ ଭଳି ବହୁତ ଫିଲ୍ମ ତାଙ୍କ ସହ ଅଭିନୟ କରିଛନ୍ତି । ଫିଲ୍ମ କରିବା ସମୟରେ ଦୁଇଜଣ ଯାକ ପାଖ ପାଖି ଆସିଯାଇଥିଲେ । ସେହି ସମୟରେ ତବୁକୁ ଭଲ ପାଇବାକୁ ଲାଗିଲେ ଯାହା ଦ୍ଵାରା ରବିନା ଅଜୟ ସହ ସମ୍ପର୍କ ଭାଙ୍ଗିଦେଲେ ।

ତବୁ

ପୁଣି ତବୁ ୯୦ ଦଶକର ଶ୍ରେଷ୍ଠ ହିରୋଇନ ଭାବରେ ପରିଚିତ ଥିଲେ । ସେ ନିଜର କାୟରିୟରେ ବହୁତ ସୁପର ହିଟ ଫିଲ୍ମ କରିଛନ୍ତି । କିନ୍ତୁ ଆଜି ବି ତାଙ୍କୁ ମୁଖ୍ୟ ଅଭିନୟ ଭାବରେ ଜଣାଯାଏ । ତବୁ ଅଜୟକୁ ବହୁତ ଭଲ ପାଉ ଥିଲେ । କିନ୍ତୁ କିଛି କାରଣ ଯୋଗୁ ତାଙ୍କର ଭଲ ପାଇବା ଶେଷ ହୋଇଗଲା । ତବୁ ସହିତ ବ୍ରେକପ ପରେ ଅଜୟ କାଜଲ ସହ ବିବାହ କରିନେଲେ । କିନ୍ତୁ ଆଜିପର୍ଯ୍ୟନ୍ତ ତବୁ କୁଆଁରୀ ରହିଛନ୍ତି ।

ମନୀଷା କୋଏରଲା

ପୁଣି ମନୀଷା କୋଏରଲା ସହ ଧନବାନ ଫିଲ୍ମରେ ଅଜୟ ଦେବଗନ ଅଭିନୟ କରିଥିଲେ । ମନୀଷା ନିଜ ଜୀବନରେ ବହୁତ ଫିଲ୍ମ କରିଛନ୍ତି । ମନୀଷା ଓ ଅଜୟଙ୍କର ସମ୍ପର୍କ ବହୁତ ଦିନ ପର୍ଯ୍ୟନ୍ତ ଚାଲିଥିଲା । କିନ୍ତୁ କିଛି ସମୟ ପରେ ଏହି ଦୁଇଜଣ ଯାକ ସମ୍ପର୍କ ଶେଷ ହୋଇଯାଇଥିଲା । ସେମାନେ ନିଜ ଜୀବନରେ ଆଗକୁ ବଢି ଯାଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।