ବାପା 700 କୋଟି ଟଙ୍କାର ମାଲିକ, ତା ସତ୍ବେ ବି ନିଜ ପରଶ୍ରମ ବଳରେ ଇନକମ କରିଥାନ୍ତି ଏହି ସୁନ୍ଦର ହିରୋଇନ

ମନୁଷ୍ୟ ଜୀବନରେ କିଛି ନା କିଛିକୁ ନେଇ ବଞ୍ଚିଥାଏ । ଯାହା ଦ୍ଵାରା ତାଙ୍କର ମାନସିକ ଓ ଶାରୀରିକ ସ୍ଥିତି ସବୁବେଳେ ଠିକ ରହିବ । ଜୀବନରେ ବଞ୍ଚିବା ପାଇଁ ନିଜର ରୋଜଗାରର ପନ୍ଥା ଖୋଜିନେଇଥାନ୍ତି । ବିଭିନ୍ନ ଉପାୟରେ ରୋଜଗାର କରିଥାନ୍ତି । କିଏ ପଇସା ପାଇଁ କାମ କରିଥାନ୍ତି ଓ ଆଉ କେହି ନିଜର ଫାଶନକୁ ବଜାୟ ରଖିବା ପାଇଁ କମ କରିଥାନ୍ତି ।

ସେହି ଭଳି ଟିଭି ଇଣ୍ଡଷ୍ଟ୍ରି ପପୁଲାର ସୁରଭି ଜ୍ୟୋତି ନିଜର ଫ୍ୟାସନକୁ ବଜାୟ ରଖିବା ପାଇଁ ରୋଜଗାର କରୁଛନ୍ତି । ତାଙ୍କର ବାପା ବହୁତ କୋଟି ଟଙ୍କାର ମାଲିକ ଅଟନ୍ତି । ତଥାପି ସୁରଭି ଜ୍ୟୋତି ନିଜ ଗୋଡରେ ଛିଡା ହେବାକୁ ଚାହୁଞ୍ଛାନ୍ତି ।

କିନ୍ତୁ ସେ ଏବେ କୌଣସି ଟିଭି ସିରିୟଲରେ ନାହାନ୍ତି । ପରନ୍ତୁ ସୋଶିଲ ମିଡିଆରେ ଦ୍ଵାରା ସେ ନିଜର ଫ୍ୟାନ୍ସ ଭିତରେ ପପୁଲାର ହୋଇ କି ରହିଥାନ୍ତି । କିଛି ମାସ ପୂର୍ବରୁ ସୁରଭି ଜ୍ୟୋତି ନାଗିନ ୩ ରେ ଅଭିନୟ କରିଥିଲେ । ସେଥିରେ ତାଙ୍କୁ ଫାନ୍ସମାନେ ପସନ୍ଦ କରିଥିଲେ ।

ଆପଣଙ୍କୁ କହିଦେଉଛି କି ସୁରଭି ଜ୍ୟୋତି ନିଜର ରିୟାଲ ଲାଇଫରେ କୋରଡ ପତି ଘରୁ ସମ୍ବନ୍ଧ ରଖିଥାନ୍ତି । କିନ୍ତୁ ନିଜର ପରିଶ୍ରମ ଦ୍ଵାରା ପଇସା କମେଇଥାନ୍ତି । ଖବର ଅନୁସାରେ ସୁରଭିର ବାପାଙ୍କ ପାଖରେ ୭୦୦ କୋଟି ଟଙ୍କାର ବ୍ୟବସାୟର ମାଲିକ ଅଟନ୍ତି । ଗାଡିର ସ୍ଵରୁମ , ରେଷ୍ଟରରେଣ୍ଟ ଓ ଗାର୍ଡେନ ମଧ୍ୟ ଅଛି ।

ତାଙ୍କ ବାପାଙ୍କର ବର୍ଷର ରୋଜଗାର କୋଟି କୋଟି ଟଙ୍କାର ଅଟେ । ବାପାଙ୍କର ଏତେ ପଇସା ଥାଇ ମଧ୍ୟ ସୁରଭି ବାପାଙ୍କୁ ଗୋଟେ ହେଲେ ବି ଟଙ୍କା ମାଗନ୍ତି ନାହିଁ । ଏହି କାର୍ଯ୍ୟ ପାଇଁ ସେ ବାପାଙ୍କର ଗେଲ୍ହି ଝିଅ ଅଟନ୍ତି । କହିଦେଉଛି କି ସୁରଭିନ୍କର ଗୋଟେ ଭାଇ ଅଛି । ଯିଏ କି ଆମେରିକାରେ ଜବ କରୁଛନ୍ତି । ସେ ନିଜ କ୍ଯାରିୟରେ ବହୁତ ଟିଭି ସୋରେ କାମ କରିଛନ୍ତି । ଆଉ ସୋସିଆଲ ମିଡିଆରେ ତାଙ୍କର ବହୁତ ଫାନ୍ସ ଫଲୋୱର ଅଛିନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।