Ollywood ର 5 ଜଣ Super Star, ଯାହାଙ୍କର ରିଅଲ ଲାଇଫ ରେ ହୋଇ ସାରିଛି ଡିଭୋର୍ସ, 4 ନମ୍ବର ଷ୍ଟାରଙ୍କ ନାଁ ଜାଣି ହେବ ଆଶ୍ଚର୍ଯ୍ୟ !

ଓଲିଉଡ ଜଗତରେ ଅଭିନୟ କରି କଳାକାର ମାନେ ନିଜର ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି । ସେମାନେ ନିଜର ଷ୍ଟାଇଲ, ପର୍ଶନାଲିଟି ପାଇଁ ମଧ୍ୟ ବେସ ଚର୍ଚ୍ଚାରେ ରହିଛନ୍ତି । କିଛି କଳାକାର ମାନେ ପ୍ରେମ କରି ବିଭା ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ବେଶ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

କିନ୍ତୁ ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ପ୍ରେମ ବିବାହ କରି ମଧ୍ୟ ଆଜିକା ଡେଟରେ ଅଲଗା ହୋଇ ଯାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି କଳାକାର ମାନେ କିଏ ସେହି ବିଷୟରେ କହିବାକୁ ଯାଉଛୁ । ୧- “ବବି ମିଶ୍ର” : ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତା ବବି ମିଶ୍ର ଯିଏ ଅନେକ ଆଲବମ ଓ ଓଡିଆ ଫିଲ୍ମରେ ନିଜର ଜବରଦସ୍ତ ଅଭିନୟ ଦେଇ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ସେ ବାଂଲା ନାୟିକା କୋୟଲ ବାନାର୍ଜୀଙ୍କୁ ୨୦୧୨ରେ ମ୍ୟାରେଜ କରିଥିଲେ । ଏହା ପରେ ଦୁହେଁ ୨୦୨୧ରେ ଅଲଗା ହୋଇ ଯାଇଛନ୍ତି ।

୨- “ସବ୍ୟସାଚୀ ମିଶ୍ର” : ଆମ ଲିଷ୍ଟର ଦିତୀୟ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ଅଭିନେତା ଯିଏ ଅନେକ ହିଟ ଫିଲ୍ମରେ ନିଜର ଜବରଦସ୍ତ ପର୍ଫୋମାଂସ ଦେଇ ଦର୍ଶକ ମାନଙ୍କ ହୃଦୟରେ ଘର କରି ପାରିଛନ୍ତି । ସବ୍ୟସାଚୀ ନିଜର ଅଭିନୟ ପାଇଁ ଅନେକ ଆୱାର୍ଡ ମଧ୍ୟ ପାଇଛନ୍ତି । ସେ ସୀମା ମିଶ୍ରଙ୍କୁ ୨୦୦୮ରେ ମ୍ୟାରେଜ କରିଥିଲେ ମଧ୍ୟ ୨୦୧୫ରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଥିଲେ ।

୩- “ସିଦ୍ଧାର୍ଥ ମହାପାତ୍ର” : ଓଡିଆ ଜଗତରେ ଅନେକ ହିତ ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଅଭିନେତା ସିଦ୍ଧାର୍ଥ ମହାପାତ୍ରଙ୍କୁ କିଏ ନ ଜାଣିଛନ୍ତି । ସେହି ସମୟରେ ଦୁହିଙ୍କ ଯୋଡି ବେଶ ଚର୍ଚ୍ଚାରେ ରହୁଥିଲା । ସେ ୨୦୦୩ରେ ବଙ୍ଗାଳୀ ନାୟିକା ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ବିବାହ କରି ଦୁହେଁ ୨୦୦୪ରେ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ ।

୪- “ଚନ୍ଦନ କର” : ଓଡିଆ ଜଗତରେ “ଦେ ମା ଶକ୍ତି ଦେ” ଫିଲ୍ମରେ ନିଜର ଜବରଦସ୍ତ ଅଭିନୟ କରିଥିବା ଅଭିନେତା ଚନଦାନ କର ୨୦୦୭ରେ ଶ୍ରୀଦେବୀ ମିଶ୍ରଙ୍କୁ ମ୍ୟାରେଜ କରିଥିଲେ । ଏହା ପରେ ଦୁହେଁ ଅଲଗା ହୋଇ ଯାଇଥିଲେ ।

୫- “ଅନୁଭବ ମହାନ୍ତି” : ଓଡିଆ ସିନେମା ଜଗତରେ ସୁପର ଷ୍ଟାର ଅଭିନେତା ଅନୁଭବ ମହାନ୍ତି ଘରେ ଘରେ ନିଜର ଅଭିନୟ ପାଇଁ ପରିଚିତ ଅଟନ୍ତି । ସେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ୨୦୧୪ରେ ପ୍ରେମ ବିବାହ କରିଥିଲେ । ଅଭିନେତ୍ରୀ ବର୍ଷା ଓ ଅନୁଭବଙ୍କ ଯୋଡି ଖୁବ ଲୋକପ୍ରିୟ ଅଟେ । କିନ୍ତୁ ଦୁହିଙ୍କ ମଧ୍ୟରେ କିଛି ମନାନ୍ତର ହୋଇ ଥିବାରୁ ଦୁହେଁ ପରସ୍ପର ଠାରୁ ୨୦୨୦ରେ ଅଲଗା ହୋଇ ଯାଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।