ଏହି ବଲିଉଡ ଷ୍ଟାରଙ୍କ ଶାଳୀ ଅଟନ୍ତି ତାଙ୍କ ସ୍ତ୍ରୀଙ୍କ ଠାରୁ ସୁନ୍ଦର, ଶାଳୀଙ୍କ ସହ ରହିଛି ଏହି ସମ୍ପର୍କ

ବଲିଉଡ ରେ ବହୁତ ଜିନିଷ ଲୋକ ମାନେ ଜାଣିନାହାନ୍ତି । ଏହି ବଲିଉଡ ଇଣ୍ଡରଷ୍ଟ୍ରି ର ପରଦା ପଛର କାହାଣୀ ଖୁବ କମ୍ ଲୋକ ଜାଣନ୍ତି । ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ଏଭଳି ଏକ ଖବର ଯାହା କି ବୋଧହୁଏ ଆପଣ ବଲିଉଡ ବିଷୟରେ ପୂର୍ବରୁ ଜାଣି ନଥିବେ । ତେବେ ଆସନ୍ତୁ ଆରମ୍ଭ କରିବା ଏହି ଭିଣେଇ ଶାଳୀ ଙ୍କ ଅଣଦେଖା ଟପିକ୍ । ଆପଣ ତ ଅନେକ ଅଭିନେତା ଆଉ ଅଭିନେତ୍ରୀ ଙ୍କୁ ଦେଖିଥିବେ । କିନ୍ତୁ କଣ ଆପଣ ସେମାନଙ୍କ ଶାଳୀ ମାନଙ୍କ ବିଷୟରେ ଜାଣନ୍ତି କି ?

ଅନେକ ଦର୍ଶକ ଅନେକ ଅଭିନେତ୍ରୀ ଅଭିନେତା ଙ୍କ ଶାଳୀ ଙ୍କ ବିଷୟରେ ଜାଣି ନଥିବେ । ଆଜି ଆମେ ଆପଣଙ୍କୁ କହିବୁ ଏପରି କିଛି ଫେମସ ଶାଳୀ ଙ୍କ ବିଷୟରେ ଯେଉଁ ମାନଙ୍କ ଜିଜୁ ଆପଣ ମାନଙ୍କ ସହ ବେସ୍ ଭଲ ଭାବେ ପରିଚିତ । କିନ୍ତୁ ଏହି ଶାଳୀ ମାନେ ମଧ୍ୟ ନିଜ ଭିଣେଇ ମାନଙ୍କ ଠାରୁ କମ ନୁହନ୍ତି । କେତେକ ତ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଆମ ଲିଷ୍ଟରେ ଅଛନ୍ତି କିଛି ଏପରି ପତି ପତ୍ନୀ ଏବଂ ଶାଳୀ ଙ୍କ ଫ୍ୟାମିଲି ଲିଷ୍ଟ ଯାହା ଆପଣ ପୂର୍ବରୁ ଜାଣିନଥିବେ ।

ଅକ୍ଷୟ କୁମାର ତାଙ୍କ ପତ୍ନୀ ଟ୍ଵିଙ୍କିଲ ଖନା ଏବଂ ଟ୍ଵିଙ୍କିଲଙ୍କ ଭଉଣୀ ରିଙ୍କି ଖନା

ଆମେ ଆପଣଙ୍କୁ କହି ଦେବୁ କି ରାଜେଶ ଖନା ଙ୍କ ଆଉଜଣେ ଝିଅ ମଧ୍ୟ ଅଛନ୍ତି ଯାହାଙ୍କ ନାମ ରିଙ୍କି ଖନା ଅଟେ । ଅକ୍ଷୟ କୁମାର ଟ୍ଵିଙ୍କିଲ ଖନା ଙ୍କୁ 2001 ମସିହା ରେ ବିବାହ କରିଥିଲେ । ଏହା ପର ଠାରୁ ଟ୍ଵିଙ୍କିଲ ଫିଲ୍ମ ରେ ଆଉ ଅଭିନୟ କଲେ ନାହିଁ । ତାଙ୍କର ଶାଳୀ ହେଉଛନ୍ତି ରିଙ୍କି ଖନା ରିଙ୍କି ବଲିଉଡ ରେ ଏକ ଫିଲ୍ମ “ପ୍ୟାର ମେ କଭି କଭି ” ରେ ଅଭିନୟ କରିଥିଲେ ମଧ୍ୟ ସେ ଏତେ ସଫଳତା ପାଇ ନଥିଲେ ।

ଅଜୟ ଦେବଗଣ ତାଙ୍କ ସ୍ତ୍ରୀ କାଜଲ ଆଉ ତାଙ୍କ ଶାଳୀ ତନିଶା ମୁଖାର୍ଜୀ ଏବଂ ରାନୀ ମୁଖାର୍ଜୀ

ବଲିଉଡ ସିଂହମ ପୋଲିସ ଅଫିସର ଅଜୟ ଦେବଗଣ ଙ୍କୁ ତ ଆପଣ ନିହାତି ଜାଣିଥିବେ । ଏହା ବହୁତ କମ୍ ଲୋକ ଜାଣିଛନ୍ତି ଯେ ରାଣୀ ମୁଖାର୍ଜୀ ଏବଂ ଅଜୟ ଙ୍କ ସ୍ତ୍ରୀ କାଜଲ ଦୁହେଁ ଦାଦା ଝିଅ ଭଉଣି ବୋଲି କିନ୍ତୁ ତନିଶା କାଜଲ ଙ୍କ ନିଜ ଭଉଣୀ ଅଟନ୍ତି । ତନିଶା ବହୁତ ଚେଷ୍ଟା କରିଥିଲେ ମଧ୍ୟ ଫିଲ୍ମ ରେ ଚାନ୍ସ ପାଇ ନଥିଲେ ।

ସୈଫ ଅଲି ଖାନ ତାଙ୍କ ପତ୍ନୀ କରିନା କପୁର ଖାନ ଏବଂ ଶାଳୀ କରିସ୍ମା କପୁର

ପଟାଉଡି ସେହଜାଦା ସେଫ ଅଲି ଅଲିଖାନ ଓରଫ କରିନା ଙ୍କ ସ୍ୱାମୀ ସେଫ ଙ୍କୁ ତ ଆପଣ ନିହାତି ଜାଣିଥିବେ । ତାଙ୍କର ପୁଅ ନାମ ତୈମୁର ଅଲି ଖାନ ଅଟେ । 2012 ରେ ସୈଫ ଏବଂ କରିନା ବିବାହ କରିଥିଲେ । ଏହି ଯୋଡି ବିଷୟରେ ତ ସଭିଏ ଜାଣନ୍ତି । କରିସ୍ମା ଏବଂ କରିନା ଦୁଇଜଣ ବଲିଉଡ ରେ ସଫଳ ଅଭିନେତ୍ରୀ ଭାବରେ ଜଣା ଶୁଣା ଅଟନ୍ତି ।

ରାଜ କୁନ୍ଦ୍ରା ସ୍ତ୍ରୀ ଶିଳ୍ପା ସେଠୀ ଏବଂ ଶାଳୀ ସମିତା ସେଠୀ

ସ୍ଲିମ ସେକ୍ସି ଅଭିନେତ୍ରୀ ଶିଳ୍ପା ସେଠି ଙ୍କୁ ତ ଆପଣ ନିହାତି ଜାଣିଥିବେ । ଶିଳ୍ପା ଙ୍କ ମାଲିକାନାରେ ରାଜସ୍ଥାନରାୟଲ ନାମକ ଏକ ଆଇପିଏଲ ଟିମ ମଧ୍ୟ ରହିଛି । 2009 ରେ ଶିଳ୍ପା ରାଜ ଙ୍କୁ ବିବାହ କରିଥିଲେ । ଶିଳ୍ପା ସେଠୀ ବହୁତ ଫେମସ ଅଭିନେତ୍ରୀ ଅଟନ୍ତି । କିନ୍ତୁ ତାଙ୍କ ଭଉଣୀ ସମିତା ଏତେ ସଫଳତା ପାଇ ନଥିଲେ । ଶମିତା 2005 ରେ ଇମ୍ରାନ ହାସମୀ ଙ୍କ ସହ ” ଜେହେର ” ନାମକ ଫିଲ୍ମରେ ଅଭିନୟ କରିଥିଲେ ।

ଶକ୍ତି କପୁର ପତ୍ନୀ ଶିବାଙ୍ଗୀ କୋଲହାପୁରୀ ଏବଂ ଶାଳୀ ପଦ୍ମିନୀ କୋଲହାପୁରୀ

ବଲିଉଡ ଭିଲନ ଶକ୍ତି କାପୁର ଙ୍କୁ ତ ଆପଣ ନିହାତି ଜାଣିଥିବେ । ସେ ଓଡ଼ିଆ ଫିଲ୍ମ “ବାହୁଡିବେ ମୋ ଜଗା ବଳିଆ ରେ ମଧ୍ୟ ଅଭିନୟ କରିଛନ୍ତି” । ସେ 1990 ରେ ବିବାହ କରିଥିଲେ । ଶକ୍ତି କପୁର ବଲିଉଡ ରେ ଜଣେ ସଫଳ ଅଭିନେତା ଅଟନ୍ତି । ସେ ପ୍ରାୟ ସବୁ ଫିଲ୍ମରେ ଖଳନାୟକ ଭୂମିକା ରେ ଅଭିନୟ କରନ୍ତି । ତାଙ୍କ ସ୍ତ୍ରୀ ଶିବଙ୍ଗୀ ଙ୍କୁ ସେ ଲୁଚି କରି ବିବାହ କରିଥିଲେ । ତାଙ୍କ ସ୍ତ୍ରୀ ଫିଲ୍ମ ରେ ଅଭିନୟ କରିଛନ୍ତି କିନ୍ତୁ ଏତେ ସଫଳ ହୋଇ ନଥିଲେ । କିନ୍ତୁ ତାଙ୍କ ଶାଳୀ ପଦ୍ମିନୀ ଜଣେ ସଫଳ ଅଭିନେତ୍ରୀ ଅଟନ୍ତି ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।