କେଉଁ ଫଳର ଚୋପା ନାହିଁ କି ମଞ୍ଜି ନାହି ? ଏହା ସହିତ ଆହୁରି 15 Gk Questions & Answers

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ କିଛି ପ୍ରଶ୍ନ ପଚରାଯାଏ । ସେହି ପ୍ରଶ୍ନ ଗୁଡିକ କିଛି ସହଜ ଥାଏ ତ କିଛି କଷ୍ଟ ଥାଏ । ଏହା ସହ ଏହି ପ୍ରଶ୍ନ ଓ ଉତ୍ତରରୁ କିଛି ଶିକ୍ଷଣୀୟ ଜିନିଷ ମଧ୍ୟ ଶିଖିବାକୁ ମିଳିଥାଏ ।

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ରୋମାଞ୍ଚକର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଏହାକୁ ଆପଣ ମାନେ ପାଠପଢୁ ଥିବା ପିଲାଙ୍କୁ ମଧ୍ୟ ପଚାରି ପାରିବେ । ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଓ ଉତ୍ତର ଗୁଡିକ କଣ ରହିଛି ।

୧- ପୃଥିବୀପୃଷ୍ଠରେ କେତେ ପ୍ରତିଶତ ଜଳଭାଗ ରହିଛି ?

ଉତ୍ତର- ୭୧%

୨- ଲାକ୍ଷାଦ୍ଵୀପର ରାଜଧାନୀ କେଉଠି ଅଛି ?

ଉତ୍ତର- କାଭାରତି

୩- ନିମ୍ନଲିଖିତ ମଧ୍ୟରୁ କେଉଁ କମ୍ପାନୀ ଆଇଫୋନ ତିଆରି କରେ ?

ଉତ୍ତର- ଆପଲ

୪- ସବୁଠାରୁ ଅଧିକ ଭୂମିକମ୍ପ କେଉଁ ଦେଶରେ ହୋଇଥାଏ ?

ଉତ୍ତର- ଜାପାନ

୫- ଭାରତର ଯେଉଁ ରାଜ୍ଯରେ ସବୁଠାରୁ ଲମ୍ବା ତଟରେଖା ଅଛି ?

ଉତ୍ତର- ଗୁଜୁରାଟ

୬- ସେ କେଉଁ ଏକମାତ୍ର ମହିଳା ଯିଏ କି ନୋବେଲ ପୁରସ୍କାର ପାଇଛନ୍ତି ?

ଉତ୍ତର- ମେରି କ୍ୟୁରୀ

୭- କେଉଁ ଦେଶରେ ଜାତୀୟ ସଙ୍ଗୀତରେ କୌଣସି ଶବ୍ଦ ନାହି ?

ଉତ୍ତର- ସ୍ପେନ

୮-ନିମ୍ନ ଲିଖିତ କାହାର ବୈଜ୍ଞାନିକ ନାମ “ପାଭୋ କ୍ରିଷ୍ଟେଟସ” ଅଟେ ?

ଉତ୍ତର- ମୟୂର

୯- ନିମ୍ନ ଲିଖିତ କେଉଁ ରାଜ୍ୟଟି କାବେରୀ ନଦୀ ଜଳ ବିବାଦରେ ସାମିଲ ନୁହେ ?

ଉତ୍ତର- ଆନ୍ଧ୍ରପ୍ରଦେଶ

୧୦- ରାମାୟଣ ଅନୁସାରେ ନିମ୍ନ ଲିଖିତ ମଧ୍ୟରୁ କେଉଁମାନେ ଜଣେ ଅନ୍ୟ ଜଣକ ପ୍ରତି ସମୁଦି ଥିଲେ ?

ଉତ୍ତର- ଜନକ-ଦଶରଥ

୧୧- କେଉଁ ନୃତ୍ୟ ଶୈଳୀକୁ ଅଲମ୍ପିକ ଖେଳ ରୂପେ ସାମିଲ କରା ଯାଇଛି ଓ ୨୦୨୪ ଅଲମ୍ପିକ ଖେଳରେ ଏହାର ପ୍ରତିଯୋଗୀତା ଆରମ୍ଭ ଅହେବ ?

ଉତ୍ତର- ବ୍ରେକଡ୍ୟାନିସିଙ୍ଗ

୧୨- ୨୦୧୯ ମସିହା ମେ ମାସରେ କିଏ ଭାରତର କେନ୍ଦ୍ରୀୟ କୃଷି ଓ କୃଶକ କଲ୍ୟାଣ ମନ୍ତ୍ରୀ ହୋଇଥିଲେ ?

ଉତ୍ତର- ନରେନ୍ଦ୍ର ସିଂହ ତୋମର

୧୩- ରଦ ଲେବର, ବ୍ୟୋର୍ନ ବୋର୍ଗ ଓ ଜନ ମଇକେନରୋ ଏମାନେ ସମସ୍ତେ ତାଙ୍କ ସମୟରେ କେଉଁ ଖେଳରେ ପ୍ରସିଦ୍ଧି ଲାଭ କରିଥିଲେ ?

ଉତ୍ତର- ଟେନିସ

୧୪- ୧୯୬୨ ମସିହାର ଯୁଦ୍ଧ ପାଇଁ ଭାରତୀୟ ବାୟୁ ସେନାକୁ ଦିଆ ଜିଆଠିବା ଏକମାତ୍ର ମହାବୀର ଚକ୍ର ଦ୍ଵାରା କେଉଁ ବାୟୁ ସେନା ଅଧିକାରୀଙ୍କୁ ସମାନୀତ କରା ଯାଇଥିଲା ?

ଉତ୍ତର- ଜଗ ମୋହନ ନାଥ

୧୫- ଆଖୁ ବ୍ଯତୀତ ଅନ୍ୟ କେଉଁ ବୃକ୍ଷରୁ ଗୁଡ ତିଆରି ହୋଇଥାଏ ?

ଉତ୍ତର- ଖଜୁରୀ

୧୬- କେଉଁ ଫଳର ଚୋପା ନାହି କିମ୍ବା ମଞ୍ଜି ନାହି ?

ଉତ୍ତର- ତୁତକୋଳି ବା ମଲବେରି

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ