Sania ଙ୍କ ଠାରୁ ବି ଅଧିକ ସୁନ୍ଦର ଥିଲେ Shoaib Malik ଙ୍କ ପ୍ରଥମ ପତ୍ନୀ, କେହି ଯେମିତି ନ ଜାଣୁ, ସେଥିପାଇଁ ଡିଭୋର୍ସ ର 4 ଦିନ ପରେ …

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସାନିଆ ମିର୍ଜା ଭାରତର ଜଣେ ଷ୍ଟାର ପ୍ଲେୟର ଅଟନ୍ତି । ତାଙ୍କର ନାମ ଅନ୍ତଃରାଷ୍ଟ୍ରୀୟ ସ୍ତର ରେ ମଧ୍ୟ ସାମିଲ ରହିଛି । ସାନିଆ ମିର୍ଜା ଜଣେ ଭଲ ପ୍ଲେୟର ହେବା ସହିତ ଜଣେ ସୁନ୍ଦର ମହିଳା ମଧ୍ୟ ଅଟନ୍ତି । ସେ ତାଙ୍କ ଖେଳ ଏବଂ ଷ୍ଟାଇଲ ପାଇଁ ସମଗ୍ର ଭାରତ ରେ ଜଣାଶୁଣା ହସ୍ଥୀ ଅଟନ୍ତି।କିଛି ଦିନ ପୂର୍ବରୁ ସାନିଆ ମିର୍ଜା ନିଜର ପ୍ରେ-ଗ-ନେ-ନ୍ସି ପାଇଁ ଖୁବ ଚର୍ଚ୍ଚା ରେ ଆସିଥିଲେ । ସେ ଜଣେ ବେବି ବଏ କୁ ଜନ୍ମ ଦେଇଥିଲେ ଏବଂ ତା’ର ନାମ ଇଜହାନ ମିର୍ଜା ମଲ୍ଲିକ ରଖିଛନ୍ତି ।

ପ୍ରେ-ଗ-ନେ-ନ୍ସି ପାଇଁ ସାନିଆ ଙ୍କୁ ଟେନିସ ପ୍ଲାର୍ଟଫର୍ମ ରୁ ଦୁରରେ ରହିବାକୁ ପଡ଼ିଥିଲା । କିନ୍ତୁ ଏହାଦ୍ବାରା ତାଙ୍କ ଲୋକପ୍ରିୟତା ରେ ମଧ୍ୟ କୌଣସି ଅସର ପଡି ନଥିଲା । ସେ ଭାରତ ସହିତ ପାକିସ୍ତାନ ର ମଧ୍ୟ ପ୍ରିୟ ଅଟନ୍ତି।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ସାନିଆ ମିର୍ଜା ଙ୍କ ଜନ୍ମ ୧୫ ନଭେମ୍ବର ୧୯୮୬ ମସିହାରେ ମୁମ୍ବାଇ ରେ ହୋଇଥିଲା । ସେ ଜଣେ ଟେନିସ ପ୍ଲେୟର ହେବା ସହିତ ବହୁତ ଭଲ ସ୍ୱିମ୍ମର ମଧ୍ୟ ଅଟନ୍ତି। ଆପଣ ମାନେ ତ ଜାଣିଥିବେ ଯେ ସାନିଆ ମିର୍ଜା ପାକିସ୍ତାନ ର କ୍ରିକେଟ ପ୍ଲେୟର ସୋହେବ ମଲ୍ଲିକ ଙ୍କୁ ବିବାହ କରିଛନ୍ତି । କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ସାନିଆ ସୋହେବ ଙ୍କ ଦ୍ଵିତୀୟ ପତ୍ନୀ ଅଟନ୍ତି?

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ସାନିଆ ମିର୍ଜା ଏବଂ ସୋହେବ ମଲ୍ଲିକ ଙ୍କ ବିବାହ ୨୦୧୦ ମସିହାରେ ହୋଇଥିଲା । ସୋହେବ ସାନିଆ ଙ୍କ ପ୍ରେମ ରେ ଏତେ ମାତ୍ରାରେ ପାଗଳ ହୋଇ ଯାଇଥିଲେ ଯେ, ସେ ଏହା ମଧ୍ୟ ଭାବି ନଥିଲେ ଯେ ସାନିଆ ଭାରତୀୟ ଅଟନ୍ତି । ବିବାହ ପରେ ସାନିଆ ଙ୍କୁ ଦେଶଦ୍ରୋହୀ ମଧ୍ୟ କୁହାଯାଇଥିଲା । କିନ୍ତୁ ସେ ନିଜର କଡ଼ା ଜବାବ ରେ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଥିଲେ।କିନ୍ତୁ ବନ୍ଧୁଗଣ ହୁଏତ ଆପଣ ମାନେ ଜାଣିନଥିବେ ଯେ ସାନିଆ ସୋହେବ ଙ୍କ ଦ୍ଵିତୀୟ ପତ୍ନୀ ଅଟନ୍ତି । ଏହା ପୂର୍ବରୁ ସେ ବିବାହ କରି ସାରିଥିଲେ।

ସୋହେବ ମଲ୍ଲିକ ୨୦୦୨ ମସିହାରେ ରେ ହିଁ ଆୟେସା ସିଦ୍ଦୀକି ଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୧୦ ମସିହାରେ ହିଁ ଏମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ସୂଚନା ଅନୁସାରେ ସାନିଆ ଙ୍କ ପାଇଁ ସୋହେବ ନିଜର ପ୍ରଥମ ପତ୍ନୀ ଙ୍କୁ ଛାଡ଼ପତ୍ର ଦେଇଥିଲେ । ବର୍ତ୍ତମାନ ସୋହେବ ମଲ୍ଲିକ ଏବଂ ସାନିଆ ମିର୍ଜା ଙ୍କ ବିବାହ କୁ ୧୧ ବର୍ଷ ପୁରଣ ହୋଇସାରିଛି ଏବଂ ଦୁହେଁ ନିଜର ବୈବାହିକ ଜୀବନରେ ବହୁତ ଖୁସି ରେ ମଧ୍ୟ ଅଛନ୍ତି ।

ସାନିଆ ଏବଂ ସୋହେବ ବର୍ତ୍ତମାନ ଏକ ପୁତ୍ର ସନ୍ତାନ ର ମାତାପିତା ହୋଇସାରିଛନ୍ତି । ଯାହାର ନାମ ଇଜହାନ ମିର୍ଜା ମଲ୍ଲିକ ରଖାଯାଇଛି । କିଛି ଦିନ ପୂର୍ବରୁ ହିଁ ସାନିଆ ନିଜ ଭଉଣୀ ଅନମ ଙ୍କ ସହିତ ‘ଦ କପିଲ ଶର୍ମା ସୋ’ କୁ ଅତିଥି ହୋଇ ଯାଇଥିଲେ ଏବଂ ସେଠାରେ ଖୁବ ମସ୍ତି କରିଥିଲେ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।