ବହୁତ ବଡ ଓ ଯବାନ ହୋଇ ଯାଇଛନ୍ତି ବଜରଙ୍ଗୀ ଭାଇଜାନର ମୁନ୍ନୀ, ଏବେ ଦେଖା ଯାଉଛନ୍ତି ବହୁତ ବୋଲ୍ଡ ଓ ସୁନ୍ଦର

ଆପଣ ସମସ୍ତେ ସଲମାନ ଖାନଙ୍କ ସୁପରହିଟ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ ନିଶ୍ଚିତ ଦେଖିଥିବେ । ଏଥିରେ ମୁନ୍ନୀର ଅଭିନୟ କରିଥିବା ଛୋଟ ଝିଅ ସମସ୍ତଙ୍କର ହୃଦୟ ଜିତିବାରେ ବି ସଫଳ ହୋଇଥିଲା । କିନ୍ତୁ ମୁନ୍ନୀ ବର୍ତ୍ତମାନ ବହୁତ ବଡ ହୋଇ ଯାଇଛନ୍ତି । ଫିଲ୍ମରେ ତାଙ୍କର ହାତ ଉଠାଇ କଥାବାର୍ତ୍ତା କରିବାର ଅନ୍ଦାଜ ସମସ୍ତଙ୍କୁ ବହୁତ ପସନ୍ଦ ଆସିଥିଲା । ଫିଲ୍ମରେ ସଲମାନ ଖାନଙ୍କ ପରେ କାହାର ଯଦି ଅଧିକ ଚର୍ଚା ହୋଇଛି ତେବେ ସେ ହେଉଛି ଫିଲ୍ମରେ ମୁନ୍ନୀର ଅଭିନୟ କରିଥିବା ହର୍ଷାଲୀ ମଲ୍ହୋତ୍ରା ।

ଆପଣଙ୍କୁ କହିଦେଉଛୁ କି ହର୍ଷାଲୀ ମଲ୍ହୋତ୍ରା ବର୍ତ୍ତମାନ ୧୨ ବର୍ଷର ହୋଇଯାଇଛନ୍ତି ଓ ଏହି ୫ ବର୍ଷ ମଧ୍ୟରେ ତାଙ୍କର ଲୁକରେ ବହୁତ ଚେଞ୍ଜେସ କିଛି ବି ଆସିଛି । ଯେଉଁ ସମୟରେ ସେ ଏହି ଫିଲ୍ମ କରୁଥିଲେ ସେହି ସମୟରେ ସେ ମାତ୍ର ୭ ବର୍ଷର ଥିଲେ ।

ସଲମାନ ଖାନଙ୍କ ମୁନ୍ନୀ ବର୍ତ୍ତମାନ ସମୟରେ ବହୁତ ଷ୍ଟାଇଲିସ ହୋଇ ଯାଇଛନ୍ତି । ଏହା ଛଡା ସେ ସୋସିଆଲ ମିଡିଆରେ ବହୁତ ଏକ୍ଟିବ ବି ରୁହନ୍ତି । ଆପଣଙ୍କୁ କହିଦେଉଛୁ କି ସୋସିଆଲ ମିଡିଆରେ ବି ମୁନ୍ନୀର ବହୁତ ଫ୍ୟାନ ଫୋଲଇଙ୍ଗ ଅଛି । ଅଭିନେତ୍ରୀ ହର୍ଷାଲୀ ମଲ୍ହୋତ୍ରା ସବୁଦିନ ନିଜର ଫ୍ୟାନଙ୍କ ପାଇଁ ଇଂସ୍ଟାଗ୍ରାମରେ ମସ୍ତି କରୁଥିବାର ବହୁତ ଫଟୋ ଓ ଭିଡିଓ ଶେୟାର କରିଥାନ୍ତି ।

ଆପଣଙ୍କୁ କହିଦେଉଛୁ କି ବଜରଙ୍ଗୀ ଭାଇଜାନ ଫିଲ୍ମରେ ନଜର ଆସିବା ପୂର୍ବରୁ ହର୍ଷାଲୀ ମଲ୍ହୋତ୍ରା ଅନ୍ୟ କେତେକ ସିରିୟଲରେ ବି ନଜର ଆସିସାରିଛନ୍ତି । ୨୦୧୨ରେ ହର୍ଷାଲୀ ମଲ୍ହୋତ୍ରା ଜୀ ଟିଭିର ମୋସ୍ଟ ପପୁଳାର ଶୋ ‘କୁବୁଲ ହେ’ ରେ ନଜର ଆସିସାରିଛନ୍ତି । ଆପଣଙ୍କୁ କହିଦେଉଛୁ କି ଫିଲ୍ମ ବଜରଙ୍ଗୀ ଭାଇଜାନ ପାଇଁ ହର୍ଷାଲୀ ମଲ୍ହୋତ୍ରା ବହୁତ ପରିଶ୍ରମ କରିଥିଲେ । ଏହା ଛଡା ସେ ବଜରଙ୍ଗୀ ଭାଇଜାନରେ ନିଜର ରୋଲ ପାଇଁ ବହୁତ ପୁରଷ୍କାର ନିଜ ନାଁରେ କରିଛନ୍ତି ।

ବର୍ତ୍ତମାନ ସମୟରେ ଯଦି କଥାବାର୍ତ୍ତା କରିବା ତେବେ ହର୍ଷାଲୀ ମଲ୍ହୋତ୍ରା ଆଗ ଅପେକ୍ଷା ଆହୁରି ସୁନ୍ଦର ଦେଖା ଯାଉଛନ୍ତି । କହିବାକୁ ଗଲେ ବଜରଙ୍ଗୀ ଭାଇଜନ ଫିଲ୍ମରେ ହର୍ଷାଲୀ ମଲ୍ହୋତ୍ରାଙ୍କ ନଜର ଆସିବା ପରେ ତାଙ୍କର ଫ୍ୟାନ ଫୋଲଇଙ୍ଗ ଏତେ ବଢିଗଲା କି ଦର୍ଶକମାନେ ତାଙ୍କୁ ଅନ୍ୟ ଫିଲ୍ମରେ ଦେଖିବା ପାଇଁ ଡିମାଣ୍ଡ କରିବାକୁ ଲାଗିଲେ । କିନ୍ତୁ ଏହା ପରେ ସେ ଅନ୍ୟ କୌଣସି ଫିଲ୍ମରେ ନଜର ଆସିଲେ ନାହିଁ ।

କହିବାକୁ ଗଲେ ହର୍ଷାଲୀ ମଲ୍ହୋତ୍ରା ନିଜର ପଢା ଉପରେ ଅଧିକ ଧ୍ୟାନ ଦେଉଛନ୍ତି ସେଥିପାଇଁ ତାଙ୍କର ମାତା ପିତା ଫିଲ୍ମରେ କାମ କରିବା ପାଇଁ ମନା କରିଦେଲେ । ହର୍ଷାଲୀ ମଲ୍ହୋତ୍ରାଙ୍କର କହିବା ଅଟେ କି ସେ ବଡ ହୋଇ ସଲମାନ ଖାନଙ୍କ ସହ କିଛି ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି । କିନ୍ତୁ ବର୍ତ୍ତମାନ ଖବର ଆସୁଛି କି ଫିଲ୍ମ ‘ନାସ୍ତିକ’ରେ ହର୍ଷାଲୀ ମଲ୍ହୋତ୍ରା ନଜର ଆସି ପାରନ୍ତି । ଏହି ଫିଲ୍ମରେ ଅର୍ଜୁନ ରାମପାଲ ବି ନଜର ଆସିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।