ସୁ-ଟିଂ ସେଟରୁ ଭଲ ପାଇ ବିବାହ କରିଥିବା ଓଡିଆ ସେଲିବ୍ରିଟି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ଓଲିଉଡ ଇଣ୍ଡଷ୍ଟ୍ରୀ ର କିଛି ଏଭଳି କଳାକାର ଅଛନ୍ତି ଯେଉଁ ମାନଙ୍କୁ ନିଜର ବାସ୍ତବ ଜୀବନସାଥି ସୁ-ଟିଂ ସେଟ ରୁ ହିଁ ମିଳିଛି।ଅର୍ଥାତ ସେହି କଳାକାର ମାନେ ସୁ-ଟିଂ ସେଟ ରୁ ହିଁ ପରସ୍ପର କୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ଓଡ଼ିଆ କଳାକାର ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ସୁ-ଟିଂ ସେଟ ରୁ ହିଁ ଭଲ ପାଇ ନିଜ ଜୀବନସାଥୀ ଙ୍କ ଖୋଜ କରିଛନ୍ତି ଏବଂ ତାଙ୍କୁ ରିଅଲ ଲାଇଫ ରେ ବିବାହ କରିଛନ୍ତି। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି। ଏହି ଯୋଡ଼ି ଙ୍କୁ ଆପଣ ମାନେ ଅନେକ ଓଡ଼ିଆ ଫିଲ୍ମ ରେ ଏକାଠି ଦେଖିଥିବେ। ଏହି ଯୋଡ଼ି ସୁ-ଟିଂ ସେଟ ରୁ ହିଁ ପରସ୍ପର କୁ ଭଲ ପାଇଥିଲେ ଏବଂ ପରବର୍ତ୍ତୀ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

୨. ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ମାହି ଓ ଚନ୍ଦନ। ଆପଣ ମାନେ ଏହି ଯୋଡ଼ି ଙ୍କୁ ନିଶ୍ଚିତ ଭାବରେ ଅନେକ ଟିଭି ସିରିଆଲ ରେ ଦେଖିଥିବେ। ତେବେ ଏହି ଯୋଡ଼ି ବିଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ରିଲ ଲାଇଫ ରୁ ରିଅଲ ଲାଇଫ ର ଜୀବନସାଥି ହୋଇଛନ୍ତି ଏହି ଯୋଡ଼ି।

୩. ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଜିନା ଓ ରୁଦ୍ର। ଏହି ଯୋଡ଼ି ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ଏହି ଯୋଡ଼ି ଏକ ରିଆଲିଟି ସୋ ମାଧ୍ୟମରେ ପରସ୍ପର କୁ ବିବାହ କରିଥିଲେ ଏବଂ ବର୍ତ୍ତମାନ ଏହି ଯୋଡ଼ି ବହୁତ ଖୁସି ରେ ଅଛନ୍ତି।

୪. ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଅଶ୍ୱିନ ଓ ପ୍ରେରଣା। ଏହି ଯୋଡ଼ି କୁ ଆପଣ ମାନେ ଅନେକ ରିଆଲିଟି ସୋ ରେ ଆଂକରିଙ୍ଗ କରିଥିବାର ଦେଖିବାକୁ ପାଇଥିବେ। ତେବେ ଏହି ଯୋଡ଼ି ଆସନ୍ତା ସମୟରେ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

୫. ବନ୍ଧୁଗଣ ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଅନୁଭବ ଓ ବର୍ଷା। ଏହି ସୁପରହିଟ ଯୋଡ଼ି ରିଲ ଲାଇଫ ରୁ ରିଅଲ ଲାଇଫ ରେ ଜୀବନସାଥି ହୋଇଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁଛି ଯେ ଏହି ଯୋଡ଼ି ଙ୍କ ସଂପର୍କ ରେ ଫାଟକ ସୃଷ୍ଟି ହୋଇଛି ଏବଂ ଦୁହେଁ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି। ତେବେ ଏହି ସ୍ଥିତି ରେ ଏହି ଯୋଡ଼ି ଙ୍କ ଫାନ୍ସ ମାନେ ଚାହୁଁଛନ୍ତି ଯେ ବହୁତ ଶୀଘ୍ର ଏମାନଙ୍କ ସମ୍ପର୍କ ରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯାଉ।

୬. ବନ୍ଧୁଗଣ ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ଅମର ଓ ଜେସି।ଏହି ଯୋଡ଼ି କୁ ଆପଣ ମାନେ ଟିଭି ସିରିଆଲ ଜୀବନ ସାଥି ରେ ନିଶ୍ଚିତ ଭାବରେ ଦେଖିଥିବେ। ଏହି ଯୋଡ଼ି ପରସ୍ପର କୁ ସୁ-ଟିଂ ସେଟ ରେ ହିଁ ଭଲ ପାଇ ବସିଥିଲେ ଏବଂ ବର୍ତ୍ତମାନ ଏହି ଯୋଡ଼ି ରିଲ ଲାଇଫ ରୁ ରିଅଲ ଲାଇଫ ର ଜୀବନ ସାଥି ସାଜିଛନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।