ଦିନେ Sanjay Dutt ଙ୍କ ଦିବାନି ଥିଲେ ଏହି ଅଭିନେତ୍ରୀ, ଆଜି ସେ ଇଣ୍ଡିଆର ଏହି ଅରବପତି ଙ୍କ ସ୍ତ୍ରୀ, ଜାଣନ୍ତୁ କିଏ ଏହି ସୁନ୍ଦରୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ସଂଜୟ ଦତ୍ତ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତା ଙ୍କ ବାୟୋପିକ ‘ସଞ୍ଜୁ’ ହିସାବରେ ଏହା ଜଣା ପଡ଼ିଛି ଯେ ଅଭିନେତା ସଂଜୟ ଦତ୍ତ ଙ୍କ ୩୦୮ ଗାର୍ଲଫ୍ରେଣ୍ଡ ଥିଲେ । ଏହି ଲିଷ୍ଟ ରେ ଅଭିନେତ୍ରୀ ଟିନା ମୁନିମ ଏବଂ ଅରବିପତି ଙ୍କ ପତ୍ନୀ ଟିନା ଅମ୍ବାନୀ ଙ୍କ ନାମ ମଧ୍ୟ ସାମିଲ ରହିଛି । ଟିନା ସଂଜୟ ଙ୍କ ପ୍ରେମ ରେ ପାଗଳ ଥିଲେ କିନ୍ତୁ ତାଙ୍କର ସଂପର୍କ ସ୍ଥାପନ ହୋଇ ପାରିଲା ନାହିଁ।

ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ଅଭିନେତ୍ରୀ ଟିନା ନିଜର ପ୍ରଥମ ଫିଲ୍ମ ଅଭିନେତା ସଂଜୟ ଦତ୍ତ ଙ୍କ ସହିତ କରିଥିଲେ । ଏହି ଫିଲ୍ମ ଜରିଆରେ ହିଁ ତାଙ୍କୁ ଭଲ ପାଇ ବସିଥିଲେ । କିନ୍ତୁ ସେହି ସମୟରେ ସଂଜୟ ଦତ୍ତ ଡ୍ରଗ୍ସ ଏବଂ ମଦ ନିଶା ଅତ୍ୟଧିକ ମାତ୍ରାରେ କରୁଥିଲେ ।

ଯେଉଁ କାରଣରୁ ଟିନା ମୁନିମ ଙ୍କ ମନ ତାଙ୍କ ପ୍ରତି ଭଲ ପାଇବାରୁ ଛାଡ଼ିଗଲା ଏବଂ ସେ ଜଣେ ଅରବପତି ଙ୍କୁ ବିବାହ କରିଲେ । ଯାହାଙ୍କ ନାମ ହେଉଛି ଅନୀଲ ଅମ୍ବାନୀ। ଟିନା ଅମ୍ବାନୀ ଙ୍କ ଜନ୍ମ ୧୧ ଫେବୃଆରୀ ୧୯୫୭ ମସିହାରେ ମୁମ୍ବାଇ ରେ ହୋଇଥିଲା । ୧୯୭୫ ମସିହାରେ ତାଙ୍କୁ ଫେମିନା ଟିନ ପ୍ରିନ୍ସସେସ ର ଟ୍ୟାଗ୍ ମିଳିଥିଲା ।

ଏହା ପରେ ସେ ଟିନଏଜର ଇଣ୍ଟରକନ୍ଟିନେଣ୍ଟଲ କଣ୍ଟେଷ୍ଟ୍ ରେ ଭାଗ ନେଇଥିଲେ ଏବଂ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ଟିନା ଅମ୍ବାନୀ ମୁମ୍ବାଇ ର ଜୟ ହିନ୍ଦ କଲେଜ ରେ ଆର୍ଟସ ର ଡିଗ୍ରୀ ହାସଲ କରିଥିଲେ। ଟିନା ଙ୍କ ଫିଲ୍ମ ଗୁଡ଼ିକ ମଧ୍ୟରୁ ‘ଲୁଟସାର’, ‘ବେୱଫାଇ’, ‘ଫିଫ୍ଟି ଫିଫ୍ଟି’, ‘ସୁହାଗ’, ‘ରାଜପୁତ’, ‘ଆଖିର କ୍ୟୁ’ ଭଳି ଆଦି ଫିଲ୍ମ ଅନ୍ୟତମ ।

ଏହି ଫିଲ୍ମ ପାଇଁ ସମଗ୍ର ଦୁନିଆ ତାଙ୍କୁ ଜାଣିଛି ଏବଂ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି। ବର୍ତ୍ତମାନ ସମୟରେ ଟିନା ଅରବପତି ଙ୍କ ମଧ୍ୟରେ ଗଣା ହେଉଛନ୍ତି । ଯଦି ତାଙ୍କର ପ୍ରେମ ସଂଜୟ ଦତ୍ତ ଙ୍କ ସହିତ ବଢ଼ିଥାନ୍ତା ଏବଂ ସେ ତାଙ୍କୁ ବିବାହ କରିଥାନ୍ତେ ତେବେ ବର୍ତ୍ତମାନ ହୁଏତ ସେ ଦୁଃଖ ରେ ରହୁଥାନ୍ତେ ।

କାରଣ ସଂଜୟ ଦତ୍ତ ଙ୍କ ପରିସ୍ଥିତି ବର୍ତ୍ତମାନ ସେହିଭଳି ହୋଇଯାଇଛି । ତାଙ୍କୁ ଅଧା ଦିନ ତ ଜେଲ ରେ ବିତାଇବାକୁ ପଡୁଛି । ସଂଜୟ ଦତ୍ତ ବହୁତ ଭଲ କାମ ମଧ୍ୟ କରିଛନ୍ତି ଯେଉଁ କାରଣରୁ ସମଗ୍ର ଭାରତ ବାସୀ ଙ୍କ ମନରେ ତାଙ୍କ ପାଇଁ ଭଲ ପାଇବା ରହିଛି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।