Amir khan ଙ୍କ ଝିଅକୁ ନିଜ ଲୋକ ହିଁ ଛାଡି ନଥିଲେ ! ମାତ୍ର 14 ବର୍ଷ ବୟସରେ ତାଙ୍କ ସହିତ କରିଥିଲେ ଖରାପ କାମ, କହୁ କହୁ କାନ୍ଦି ପକେଇଲା Ira Khan

ବଲୀଉଡ ଇଣ୍ଡଷ୍ଟ୍ରିର ଅଭିନେତା ଆମିର ଖାନ ଓ ତାଙ୍କର ଝିଅ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚାରେ ରହିଥାନ୍ତି । ଆମିର ଖାନଙ୍କ ଝିଅ ବର୍ତ୍ତମାନ ଫିଲ୍ମି ଦୁନିଆରେ ଗୋଡ ରଖି ନାହାନ୍ତି ତଥାପି ସେ ବଲୀଉଡର କୌଣସି ଅଭିନେତ୍ରୀ ଠାରୁ କମ ନୁହେନ୍ତି । ଆମିର ଖାନଙ୍କ ଝିଅ ଇରା ଖାନ ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରୁହନ୍ତି । ସେ ପ୍ରାୟତଃ ନିଜର ଫଟୋ ଶେୟାର କରିଥାନ୍ତି ।

ଇରା ଖାନ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ବ୍ୟକ୍ତିଗତ ଜୀବନ ଓ ପ୍ରେମ ଅଫେୟାରକୁ ନେଇ ବହୁତ ଚର୍ଚାରେ ଅଛନ୍ତି । ସେ ପ୍ରାୟତଃ ନିଜ ବିଷୟରେ ଫ୍ୟାନମାନଙ୍କୁ କହୁ ଥିବାର ନଜର ଆସିଥାନ୍ତି । ଥରେ ସେ ଗୋଟିଏ ଭିଡିଓ ଶେୟାର କରି ନିଜ ସହିତ ହୋଇଥିବା ଖରାପ କାମ ବିଷୟରେ ସୂଚନା ଦେଇ ଥିଲେ । ଆମିର ଖାନଙ୍କ ଝିଅ ଇରା ଖାନ କହିସାରିଛନ୍ତି କି ସେ ଯେତେବେଳେ ମାତ୍ର ୧୪ ବର୍ଷର ଥିଲେ ତେବେ ତାଙ୍କର ଯୌନ ଉତ୍ପୀଡ଼ନ ହୋଇସାରିଥିଲା ।

ଏହା ପରେ ସେ ଡିପ୍ରେସନରେ ଚାଲି ଯାଇ ଥିଲେ ଓ ତାଙ୍କର ବିଭିନ୍ନ ସ୍ଥାନରେ ଚିକିତ୍ସା ଚାଲି ଥଲା । ଡିପ୍ରେସନରୁ ବାହାରିବା ପାଇଁ ଇରାଙ୍କୁ ବହୁତ ସମୟ ଲାଗିଥିଲା । ଏହି ସମୟରେ ନିଜକୁ ସମ୍ଭାଳିବା ପାଇଁ ତାଙ୍କୁ ବହୁତ ଜିନିଷର ସାହାରା ନବାକୁ ପଡିଥିଲା । ଡିପ୍ରେସନ ବିଷୟରେ ଯେତେବେଳେ ଇରା ଖାନ ନିଜର ମାତା ପିତାଙ୍କୁ କହିଲେ ତେବେ ସେମାନେ ତାକୁ ଉପଦେଶ ଦେଲେ କି ନିଜକୁ ସମୟ ଦେବା ବହୁତ ଜରୁରୀ ଅଟେ ।

କିନ୍ତୁ ଇରା ଏହାର ଠିକ ଓଲଟା କାମ କରୁଥିଲେ । ସୋସିଆଲ ମିଡିଆରେ ଇରା ଖାନ ପ୍ରାୟତଃ ନିଜର ଫଟୋ ଓ ଭିଡିଓ ପୋସ୍ଟ କରିଥାନ୍ତି । ଥରେ ସେ ଏକ ଭିଡିଓ ଶେୟାର କରି କହିଲେ କି ୧୪ ବର୍ଷ ବୟସରେ ମୋର ଯୌନ ଉପ୍ତିଡନା ହୋଇଥିଲା । ଏହି କାମ ମୋର ସମ୍ପର୍କୀୟମାନେ ହିଁ କରିଥିଲେ । ଇରା ଖାନ ଆଗକୁ କହିଲେ କି ସେହି ସମୟରେ ମୁଁ ଜାଣି ନ ଥିଲି କି ମୋ ସହିତ କଣ ହେଉଛି । ଇରା ଏହା ବି କହିଲେ କି ଯୌନ ଉତ୍ପୀଡ଼ନ ବିଷୟରେ ମୁଁ ନିଜର ମାତା ପିତାଙ୍କୁ ଇମେଲ ମାଧ୍ୟମରେ ଦେଇଥିଲି ।

ସେମାନେ ମିଶି ମୋତେ ଏହି ସମସ୍ୟାରୁ ବାହାର କରିଥଲେ । ଇରା କହିଲେ କି ବର୍ତ୍ତମାନ ତାଙ୍କୁ ସେହି ଘଟଣା ଦ୍ଵାରା କୌଣସି ବି ପ୍ରକାରର ଫରକ ପଡେ ନାହିଁ । କିନ୍ତୁ ବେଳେ ବେଳେ ତାଙ୍କୁ ସେହି କାମ ଉପରେ ବହୁତ ରାଗ ଆସିଥାଏ । କହିଦେଉଛୁ କି ଇରା ଖାନ ନିଜର ରିଲେଶନସିପକୁ ନେଇ ବି ବହୁତ ଚର୍ଚାରେ ରୁହନ୍ତି । ସେ ବର୍ଷେ ହେବ ନୂପୁର ଶିଖରେଙ୍କୁ ଡେଟ କରୁଛନ୍ତି । ନୂପୁର ଶିଖରେ ଆମିର ଖାନ ଓ ଇରା ଖାନଙ୍କ ଫିଟନେସ କୋଚ ଅଟନ୍ତି ଓ ନିଜର ପିତାଙ୍କ ଫିଟନେସକୁ କୋଚଙ୍କୁ ହିଁ ଇରା ହୃଦୟ ଦେଇ ବସିଛନ୍ତି ।