ରାଜା – ମହାରାଜାଙ୍କ ପରି ଜୀବନ ବିତାଇଥାନ୍ତି ବଲୀଉଡର ଏହି ୫ ଜଣ ସୁପରଷ୍ଟାର, ୪ ନମ୍ବରରେ ଥିବା ଷ୍ଟାର ହେଉଛନ୍ତି ଅସଲି ନବାବ

ସମସ୍ତେ ନିଜ ଜୀବନରେ ରାଜା ମହାରାଜାଙ୍କ ଭଳି ବଞ୍ଚିବାକୁ ଚାହାନ୍ତି କିନ୍ତୁ ଏମିତି ହେବା ସମ୍ଭବ ନୁହେଁ । କାରଣ ସମସ୍ତଙ୍କର ଭାଗ୍ୟ ଏମିତି ହୋଇ ନଥାଏ କି ତାଙ୍କର ଜନ୍ମ କୌଣସି ବଡ ଘରେ ହେବ କିମ୍ବା ତାଙ୍କୁ କଷ୍ଟର ଫଳ ସେମିତି ମିଳିବ ଯେମତି ସେ ଚାହୁଁଥିବ । ବଲୀଉଡର କିଛି ବଡ ଷ୍ଟାରମାନଙ୍କର ଆୟ କୋଟି କୋଟି ଟଙ୍କାରେ ହୋଇଥାଏ । ଏହା ଏଥିପାଇଁ କାରଣ ତାଙ୍କର ଫିଲ୍ମର କାରୋବାର କୋଟି କୋଟିରେ ହୋଇଥାଏ । ଏମିତିରେ ସେମାନେ ବହୁତ ଧନୀ ହୋଇଥାନ୍ତି ।

ରାଜା ମହାରାଜଙ୍କ ଭଳି ଜୀବନ ବିତାଇଥାନ୍ତି ଏହି ୫ ଜଣ ସୁପରଷ୍ଟାର

ଶାହରୁଖ ଖାନ

କେବେ ଦିଲ୍ଲୀର ମାମୁଲି ଫ୍ଲାଟରେ ରହୁଥିବା ଶାହରୁଖ ଖାନଙ୍କର ନାମ ଆଜି ଦୁନିଆର ଧନୀ ଅଭିନେତାଙ୍କ ମଧ୍ୟରେ ଆସିଥାଏ । ବର୍ତ୍ତମାନ ଅସଲ ଜୀବନରେ ଶାହରୁଖ କୌଣସି ବାଦଶାହାରୁ କମ ନୁହନ୍ତି । ବର୍ତ୍ତମାନଙ୍କ ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତି ଅଛି । ଶାହରୁଖଙ୍କର ସମ୍ପତିର ମୂଲ୍ୟ ପାଖାପାଖି ୪୦୦୦ ହଜାର କୋଟି ଟଙ୍କା ଅଟେ ।

ସଲମାନ ଖାନ

ଗତ ୧୦ ବର୍ଷ ହେବ ସଲମାନ ଖାନଙ୍କର ସବୁ ଫିଲ୍ମ ୧୦୦ କୋଟି ଟଙ୍କାରୁ ବେଶୀ କାରୋବାର କରୁଛି । ତାଙ୍କର ଫିସ ୫୦ କୋଟି ପାଖାପାଖି ଅଟେ । ଏହା ସହିତ ତାଙ୍କୁ ଫିଲ୍ମର ପ୍ରଫିଟରେ ମଧ୍ୟ କିଛି ଭାଗୀଦାରୀ ଦିଆ ଯାଇଥାଏ । ସଲମାନ ଖାନଙ୍କର ଜୀବନ କୌଣସି ରାଜାଙ୍କ ଠାରୁ କମ ନୁହେଁ । ସେ କୋଟି କୋଟି ଟଙ୍କାର ଗାଡିରେ ବୁଲନ୍ତି ଏବଂ ନିଜ ପରିବାର ସହିତ ରହିବାକୁ ପସନ୍ଦ କରନ୍ତି ।

ଅମିତାଭ ବଚ୍ଚନ

ବଲୀଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ପାଖରେ ହଜାର କୋଟି ଟଙ୍କାର ସମ୍ପତି ଅଛି । ମୁମ୍ବାଇରେ ତାଙ୍କର ବଙ୍ଗଳା ଅଛି ଯାହାର ମୂଲ୍ୟ ପାଖାପାଖି ୩୦୦ କୋଟି ଅଟେ । ଅମିତାଭ ବଚ୍ଚନଙ୍କର ଫିଲ୍ମ ଇଣ୍ଡଷ୍ଟ୍ରିର ରାଜା ଅଟନ୍ତି ଯାହାଙ୍କ ଆଗରେ ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ମୁଣ୍ଡ ତଳକୁ କରିଥାନ୍ତି ।

ସୈଫ ଅଲୀ ଖାନ

ସୈଫ ଅଲୀ ଖାନଙ୍କର ରାଜ ବଲୀଉଡରେ କମ ହିଁ ଚାଲିଛି କିନ୍ତୁ ଅସଲରେ ସେ ନବାବ ଖାନଦାନର ଚିରାଗ ଅଟନ୍ତି । ତାଙ୍କ ପିତା ପଟୌଦୀ ଖାନଦାନର ନବାବ ରହିଥିଲେ ଏବଂ ସୈଫଙ୍କୁ ଛୋଟ ନବାବ ମଧ୍ୟ କୁହାଯାଏ । ସୈଫଙ୍କର ମୁମ୍ବାଇ ଏବଂ ଦିଲ୍ଲୀରେ ମହଲ ପରି ପଟୌଦୀ ପାଲେଶ ଅଛି ଯେଉଁଠି ଫିଲ୍ମ ମଧ୍ୟ ଶୁଟିଙ୍ଗ ହୋଇଥାଏ ।

ରଣବୀର ସିଂହ

ଏହି ସମୟରେ ବଲୀଉଡରେ ରଣବୀର ସିଂହ ଏବଂ ଦୀପିକା ପାଦୁକୋଣଙ୍କର ରାଜ ଚାଲିଛି । ତାଙ୍କର ସବୁ ଫିଲ୍ମ ହିଟ ରହୁଛି । ସେଥିପାଇଁ ତାଙ୍କର ଫିସ କୋଟି କୋଟି ଟଙ୍କା ଅଟେ । ରଣବୀର ରାଜକୁମାରଙ୍କ ଭଳି ଜୀବନ ଯାପନ କରନ୍ତି । ବର୍ତ୍ତମାନ ହିଁ ରଣବୀର ଦୀପିକା ପାଦୁକୋଣଙ୍କ ସହ ବାହା ହୋଇଛନ୍ତି ଏବଂ ତାଙ୍କୁ ୫୦ କୋଟି ଟଙ୍କାର ବଙ୍ଗଳା ଉପହାର ସ୍ୱରୂପ ଦେଇଛନ୍ତି ।

ଆଶକରୁଛୁ ଆମର ଏହି ଆର୍ଟିକିଲ ଟି ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ବଲିଉଡ ସମ୍ବଧୀୟ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।