“ଜମାଇ ରାଜା” ସିରିଏଲ ର ଅଭିନେତା Ravi Dubey ଙ୍କ ରିଅଲ ଲାଇଫ ସ୍ତ୍ରୀ ହେଉଛନ୍ତି TV ର ଏହି ସୁନ୍ଦରୀ ଅଭିନେତ୍ରୀ, ଯାହାଙ୍କୁ ଦେଖିଲେ ଆପଣ ବି ଦିବାନା ହେଇଯିବେ

ଭାରତରେ ମୁଭି ଯେମିତି ଭାବେ ଲୋକ ପ୍ରିୟ ସେହି ଭଳି ସିରିୟଲ ବି ଅନେକ ଲୋକ ପସନ୍ଦ କରନ୍ତି ଆଜି ଆମେ ଆପଣଙ୍କୁ ସିରିୟଲର ଏ ଭଳି ଏକ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଜିଏ ଘରେ ଘରେ ପରିଚିତ ।  ଏହି ଅଭିନେତା ଜଣକ ଦେଖିବାକୁ ଜେଭଳି ଆକର୍ଷଣୀୟ ସେଭଳି ଏହାଙ୍କ ଅଭିନୟ ବି ଖୁବ ମନଛୁଆ ଏହି ଅଭିନେତା ଜଣକ ନିଜର ପ୍ରଫେସନ କ୍ଯାରିଅର ଓ ନିଜର ବ୍ୟକ୍ତିଗତ ଜୀବନକୁ ଅଲଗା ରଖୀ ଆଜି ଯାଏଁ ଚର୍ଚ୍ଚାରେ ଅଛନ୍ତି ।

ଏହି ଅଭିନେତା ଜଣକ ହେଲେ ରବି ଦୁବେ । ଏହି ଅଭିନେତାଙ୍କୁ ଆପଣ ହୋଷ୍ଟିଙ୍ଗ କରିବାର ବି ଦେଖି ଥିବେ । ଏହି ଅଭିନେତା ନିଜର କ୍ଯାରିୟାରକୁ ୨୦୦୬ରେ ଆରମ୍ଭ କରିଥିଲେ । ସେ ନିଜର ଅଭିନୟର ପ୍ରଥମ ସିରିୟଲ “ସ୍ତ୍ରୀ ତେରି କାହାନି”ରେ ଏକ ସାଧାସିଧା ଚରିତ୍ରରେ ଆସିଥିଲେ ।

ଏଥିରେ ସେ ନିଜର  ସ୍ତ୍ରୀଙ୍କୁ କିଭଳି ସପର୍ଟ କରୁଛନ୍ତି ଓ ତା ପାଇଁ କଣ କଣ ପରିସ୍ଥିତି ହେଉଛି ଏହା ଦର୍ଶା ଯାଇଥିଲା । ଏହା ପରେ “ୟହାଁ କେ ହମ ସିକନ୍ଦର” ରେ ଅଭିନୟ କରିଥିଲେ ଏହି ସିରିୟଲ ଗୁଡିକ କମ ଲୋକ ପ୍ରିୟତା ହାସଲ କରିଥିଲା । ଏହା ପରେ ସେ “ସାଶ ବିନା ସାସୁରାଲ” ରେ ଅଭିନୟ କରିଥିଲେ।”ଜମାଇ ରାଜା” ରେ ଅଭିନୟ କରିଥିଲେ ଏହି ଦୁଇ ସିରିୟଲ ଅନେକ ଲୋକ ପ୍ରିୟତା ହାସଲ କରିଥିଲା ।

“ଜାମାଇ ରାଜା” ସିରିୟଲରୁ ଅଧିକ ଲୋକ ପ୍ରିୟତା ମିଳିଥିଲା ଏହା ପରେ ତାଙ୍କର ଏକ ଅଲଗା ପରିଚୟ ମିଳି ଯାଇଥିଲା । ଏହି ସିରିୟଲରେ ତାଙ୍କ ଅଭିନୟ ଏଭଳି କିଛି ଥିଲା କି ଲୋକ ତାଙ୍କୁ ନିଜର ଅତି ପ୍ରିୟ ଅଭିନେତା ବୋଲି ମାନି ନେଇଥିଲେ । କିଛି ଦିନ ପରେ ଏକ ଗେମ ସୋ ରେ  ତାଙ୍କୁ ହୋଷ୍ଟିଙ୍ଗ କରିବାର ଦେଖିବାକୁ ମିଳିଥିଲା ଯାହାର ନାଁ “ସାବଶେ ସ୍ମାର୍ଟ କନ”। ଆସନ୍ତୁ ଜାଣିବା ଏହି ଅଭିନେତାଙ୍କ ରିୟଲ ଲାଇଫ ବିଷୟରେ ।

ଏହି ଅଭିନେତା  ୨୩ ଡିସେମ୍ବର ୧୯୮୩ରେ   ଗୋରଖପୂର ଉତ୍ତରପରଦେଶ ରେ ହୋଇଥିଲା । ଏହାଙ୍କର ପାଳନ ପୋଶଣ ଦିଲ୍ଲୀରେ ହୋଇଥିଲା । ଏହାଙ୍କ ବାପାଙ୍କ ନାମ ଶ୍ରୀ ଜ୍ଞାନ ପ୍ରକା ଦୁବେ ଓ ଏହାଙ୍କ ମାତାଙ୍କ ନାମ ସୁଧା ଦୁବେ ଅଟେ । ରବିଙ୍କ ପିତା ଜଣେ ଓକିଲ ଅଟନ୍ତି । ରବି ଟେଲିକମ ଇଞ୍ଜିନିୟରିଙ୍ଗ ପାଢୀ ସାରିବା ପରେ ଦିଲ୍ଲୀ ରୁ ମୁମ୍ବାଇ ଆସିଥିଲେ । ସେ ମୁମ୍ବାଇରେ ରାଜୀବ ଗାନ୍ଧୀ ଇନଷ୍ଟିଟ୍ୟୁଟ ଅଫ  ଟେକ୍ନୋଲୋଜିରେ ନିଜର ନାମ ଲେଖାଇ ଥିଲେ ।

ତାଙ୍କର ପଢା ସାରିବା ପରେ ସେ ନିଜକୁ ମଡେଲିଙ୍ଗ ଦୁନିଆରେ ଆଣିବା ପାଇଁ ଚିନ୍ତା କରିଥିଲେ ଓ କଲେ ମଧ୍ୟ । ସେ ନିଜର ଏହି ନିସ୍ପତି ପାଇ କେବେବି ପଶ୍ଚ୍ଯାତାପ କରିନାହାନ୍ତି । ରବି ଇଣ୍ଡଷ୍ଟ୍ରିର ଏକ ନାଁ କରି ସାରିଥିବା ଅଭିନେତ୍ରୀଙ୍କୁ ବିବାହ କରିଥିଲେ ସେ ହେଉଛନ୍ତି ସଗୁଣ ମେହେତା ।  ଏହାଙ୍କ ବିବାହକୁ ୬ ବର୍ଷ ହୋଇ ଯାଇଛି ମାତ୍ର ଦୁହେଁ ପରସ୍ପର ସହ ଖୁବ ଖୁସିରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।