ସୁନ୍ଦରତା ଦେଖି ଆପଣ ବି ମୋହିତ ହୋଇଯିବେ, ବଟରଫ୍ଲାଈ ନାମରେ ପ୍ରସିଦ୍ଧ ଏହି ଝିଅ

ଯେତେବେଳେ ବି କୌଣସି ବ୍ୟକ୍ତି କୌଣସି ସୁନ୍ଦର ଜିନିଷକୁ ଦେଖିଥାଏ ତେବେ ଅଳ୍ପ ସମୟ ପାଇଁ ସେ ସେଠି ହିଁ ଅଟକିଯାଏ । ତାହାର ଆଖି ସେହି ଜିନିଷରୁ ଅନ୍ୟ ଦିଗକୁ ଯାଏ ନାହିଁ । ଯେତେବେଳ ବି ଆମେ କୌଣସି ସୁନ୍ଦର ଜିନିଷକୁ ଦେଖିଥାଉ ତେବେ ଆମେ ଏମିତି ଅନୁଭବ କରୁ କି ସେହି ସୁନ୍ଦର ଜିନିଷ ଆମକୁ ମିଳି ଯାଆନ୍ତା କି । ବର୍ତ୍ତମାନ ସମୟରେ ସମସ୍ତେ ନିଜ ପାଖରେ ସୁନ୍ଦର ଜିନିଷ ରଖିବାକୁ ଚାହାନ୍ତି ଓ ଯେତେବେଳେ ସୁନ୍ଦର ଝିଅ ବିଷୟରେ କଥା ଉଠିବ ତେବେ ସମସ୍ତଙ୍କ ଚିନ୍ତାଧାରା ସମାନ ହୋଇଯାଏ ।

କହିବାକୁ ଗଲେ ଆମର ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନ୍ଦରତାର କୌଣସି ଅଭାବ ନାହିଁ । ଏମିତିରେ ଆଜି ଆମେ ଆପଣଙ୍କୁ ଯେଉଁ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ସେ ସୁନ୍ଦରତାର ତାଜା ଉଦାହରଣ ଅଟନ୍ତି । ଯାହାକୁ ଦେଖି କିଛି ସମୟ ପାଇଁ ଆପଣ ବି ତାଙ୍କର ଦିବାନ ହୋଇଯିବେ । ଚାଲନ୍ତୁ ସେହି ମହିଳାଙ୍କ ବିଷୟରେ ଅଧିକ କିଛି ଜାଣିବା ।

ବଟରଫ୍ଲାଈ ନାମରେ ପରିଚିତ ଅଟନ୍ତି ଏହି ମହିଳା

ଆପଣ ବଲୀଉଡ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସୁନ୍ଦର ସୁନ୍ଦର ଦୃଶ୍ୟ ଦେଖିଥିବେ । କିନ୍ତୁ ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ସେ ଜଣେ ଅପସରା ଅଟନ୍ତି । ତାଙ୍କୁ ପୃଥିବୀର ପରି ବି ଆପଣ କହି ପାରିବେ । ସେ ନିଜର ସୁନ୍ଦରତା ଦମରେ ପୁରା ଦୁନିଆରେ ରାଜ କରୁଛନ୍ତି ।

ଆପଣଙ୍କୁ କହିଦେଉଛୁ କି ଏହି ମହିଳାଙ୍କ ନାମ ‘ମରିୟମ ଉଜରେଲୀ’ ଅଟେ । ଯାହାଙ୍କ ଜନ୍ମ ୧୯୮୩ରେ ଟର୍କୀରେ ହୋଇଥିଲା । ମରିୟମ ଉଜରେଲୀ ଯେତିକି ସୁନ୍ଦର ଫଟୋରେ ନଜର ଆସନ୍ତି, ସେ ନିଜର ଅସଲ ଜୀବନରେ ତାହା ଠାରୁ ଆହୁରି ଅଧିକ ସୁନ୍ଦର ଅଟନ୍ତି । ସେ ପିଲାଦିନୁ ହିଁ ଫିଲ୍ମରେ କାମ କରିବା ପାଇଁ ସ୍ଵପ୍ନ ଦେଖିଥିଲେ । ଏହା ପରେ ସେ ନିଜର ପରିଶ୍ରମ ଓ ସୁନ୍ଦରତା ବଳରେ ସଫଳତା ହାସଲ କରି ନେଇଛନ୍ତି ।

ହରିୟମ ସୁଲ୍ତାନ ର ଅଭିନେତ୍ରୀ

ଟର୍କୀର ଏକ ଜଣା ଶୁଣା ଲୋକପ୍ରିୟ ସୀରିୟଲ ଟିଭିରେ ପ୍ରସାରିତ ହେଉଥିଲା, ସେଥିରେ ମରିୟମ ଏକ ଦମଦାର ଅଭିନୟ କରିଥିଲେ । ଏହି ସିରିୟଲର କାହାଣୀରେ ମରିୟମ ଜଣେ ରାଣୀ ରୂପରେ ନଜର ଆସିଥିଲେ । ଆପଣଙ୍କୁ କହିଦେଉଛୁ କି ସେ ଫିଲ୍ମରେ କାମ କରିବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ ମଧ୍ୟ କରିଛନ୍ତି । ବର୍ତ୍ତମାନ ମରିୟମଙ୍କୁ ତାଙ୍କ ଦେଶରେ ଏକ ଭଲ ପରିଚୟ ମିଳିଯାଇଛି ଓ ଏହାକୁ ସେ ନିଜର ପରିଶ୍ରମ ଦ୍ଵାରା ହାସଲ କରିଛନ୍ତି ।

ସିରିୟଲରେ ଦମଦାର ପ୍ରଦର୍ଶନ ପାଇଁ ମରିୟମଙ୍କୁ ଗୋଲ୍ଡନ ବଟରଫ୍ଲାଈ ଅୱାର୍ଡ ଦ୍ଵାରା ସମ୍ମାନିତ ବି କରା ଯାଇଛି । ଯାହା ପରେ ତାଙ୍କୁ ପୁରା ଦୁନିଆରେ ପରିଚୟ ମିଳିଗଲା । ତାଙ୍କୁ ଏହି ଦୁନିଆର ସବୁଠୁ ସୁନ୍ଦର ମହିଳା ବୋଲି କୁହାଗଲା ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।