ଟଙ୍କା ପାଇଁ Bollywood ର ଏହି 6 ଜଣ Actress ଧନୀ ଲୋକଙ୍କୁ କରିଲେ ବିବାହ, 6 ନମ୍ବର ଙ୍କ ସ୍ଵାମୀଙ୍କୁ ଦେଖିଲେ ତ ଆପଣ ଆଶ୍ଚର୍ଯ୍ୟ ହେବେ

ବଲୀଉଡର ଅଭିନେତ୍ରୀମାନେ ପ୍ରାୟତଃ ନିଜର ବୋଲ୍ଡ ବୟାନ ଓ ଡ୍ରେସ କାରଣରୁ ଚର୍ଚାରେ ରହିଥାନ୍ତି । ଏହା ସହିତ ଏହି ଅଭିନେତ୍ରୀମାନେ ନିଜର ବିବାହକୁ ବି ବହୁତ ଚର୍ଚାରେ ରହିଥାନ୍ତି । କେତେ ଥର ଏହି ଅଭିନେତ୍ରୀମାନେ ନିଜ ବୟସ ଠାରୁ ଅଧିକ ବୟସ୍କ ବ୍ୟକ୍ତି ସହ କିମ୍ବା ବିଜନେସମ୍ୟାନ ସହ ବିବାହ କରିଥାନ୍ତି ତ ଅନ୍ୟ ପଟେ ପୁଣି କେତେ ଥର କେବେଳ ଟଙ୍କା ପାଇଁ ଏହି ଅଭିନେତ୍ରୀମାନେ ବିବାହ କରି ନିଅନ୍ତି । ଆପଣଙ୍କୁ କହିଦେଉଛୁ କି କରିନା କପୁର ଖାନ ସୈଫ ଅଲୀ ଖାନଙ୍କ ନାଁ ଓ ଟଙ୍କା ଦେଖି ତାଙ୍କୁ ବିବାହ କରିଛନ୍ତି ।

ଏହା ସହିତ ସୈଫ ଅଲୀ ଖ଼ାନ କରିନାଙ୍କ ଠାରୁ ବୟସରେ ବହୁତ ବଡ ଅଟନ୍ତି । ଆଜି ଆମେ ଆପଣଙ୍କୁ ବଲୀଉଡର ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ କେବଳ ଟଙ୍କା ପାଇଁ ହିଁ ବିବାହ କରିଛନ୍ତି ।

ସନା ଖାନ

କିଛି ସମୟ ପୂର୍ବେ ସନା ଖାନ ନିଜର ସୋସିଆଲ ମିଡିଆରେ ଗୋଟିଏ ଫଟୋ ଶେୟାର କରିଥିଲେ । ଯେଉଁଥିରୁ ଜଣା ପଡୁଛି କି ସନା ଖାନ ବିବାହ କରି ନେଇଛନ୍ତି । ଆପଣଙ୍କୁ କହିଦେଉଛୁ କି ସନା ଖାନ ସୁରତରେ ରହୁଥିବା ମୋଲନା ମୁଫ୍ତୀ ଅନସ ସୈୟଦଙ୍କୁ ବିବାହ କରି ନେଇଛନ୍ତି । ଏମିତିରେ ଖବର ସାମ୍ନାକୁ ଆସୁଛି କି ସନା ଖାନ ଏହି ବିବାହ କେବଳ ଟଙ୍କା ପାଇଁ ହିଁ କରିଛନ୍ତି ।

କିମ ଶର୍ମା

ବଲୀଉଡର ସୁନ୍ଦର ଓ ବୋଲ୍ଡ ଅଭିନେତ୍ରୀ କିମ ଶର୍ମା ନିଜର କ୍ୟାରିୟରରେ ସଫଳତାର ଶୀର୍ଷରେ ପହଞ୍ଚିବା ମାତ୍ରେ ହିଁ ବଲୀଉଡକୁ ବିଦାୟ କହି ଦେଲେ । ଏହା ପରେ ସେ କେନିୟାର ବହୁତ ବଡ ବିଜନେସମ୍ୟାନଙ୍କୁ ୨୦୧୦ରେ ବିବାହ କରି ନେଲେ । କହିଦେଉଛୁ କି ବିଜନେସମ୍ୟାନ ଅଲି ପୁଞ୍ଜାନିଙ୍କ ସହ ବିବାହ କରିବା ପରେ କିମ ଶର୍ମା କେନିୟାର ବହୁତ ରେଷ୍ଟୁରାଣ୍ଟର ମାଲିକ ବି ହୋଇଯାଇଥିଲେ । କିନ୍ତୁ ତାଙ୍କର ଏହି ବିବାହ ଅଧିକ ଦିନ ପର୍ଯ୍ୟନ୍ତ ଚାଲିଲା ନାହିଁ ଓ ୨୦୧୬ରେ ସେମାନେ ଅଲଗା ହୋଇଗଲେ ।

ଐଶ୍ୱର୍ୟା ରାୟ ବଚ୍ଚନ

ବଲୀଉଡର ଅଭିନେତ୍ରୀ ଐଶ୍ୱର୍ୟା ରାୟ ବଚ୍ଚନ ଆଜି ବି ବଲୀଉଡର ସବୁଠୁ ସୁନ୍ଦର ଓ ହାଇଏଷ୍ଟ ପେଡ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଅଟନ୍ତି । କିନ୍ତୁ ନାଁ ଓ ଟଙ୍କା ପାଇଁ ଐଶ୍ୱର୍ୟା ରାୟ ବଚ୍ଚନ ବି ଅଭିଷେକ ବଚ୍ଚନଙ୍କୁ ବିବାହ କରି ନେଇଛନ୍ତି ।

ଆୟଶା ଟାକିୟା

ବଲୀଉଡର ସୁପରହିଟ ଅଭିନେତ୍ରୀ ହୋଇଥିବା ଆୟଶା ଟାକିୟା ନିଜର କ୍ୟାରିୟରରେ ସଫଳତାର ଶୀର୍ଷରେ ପହଞ୍ଚିବା ମାତ୍ରେ ହିଁ ବଲୀଉଡ ଠାରୁ ଦୂରେଇ ଗଲେ । ଆପଣଙ୍କୁ କହିଦେଉଛୁ କି ଆୟଶା ଟାକିୟାଙ୍କ ସ୍ଵାମୀ ଫରହାନ ଆଜାମି ବି ଜଣେ ଜଣା ଶୁଣା ବିଜନେସମ୍ୟାନ ଅଟନ୍ତି । ଯେଉଁଥିରୁ ଜଣା ପଡୁଛି ଆୟଶା ଟାକିୟା ଟଙ୍କା ପାଇଁ ବିବାହ କରିଛନ୍ତି ।

ଟ୍ୟୁଲିପ ଜୋଶୀ

ଅଭିନେତ୍ରୀ ଟ୍ୟୁଲିପ ଜୋଶୀ ନିଜର କ୍ୟାରିୟର ଆରମ୍ଭ ବହୁତ ଭଲ ଭଲ ଫିଲ୍ମ ମାଧ୍ୟମରେ କରିଥିଲେ । ଆପଣଙ୍କୁ କହିଦେଉଛୁ କି ଅଭିନେତ୍ରୀଙ୍କ ସ୍ଵାମୀଙ୍କ ନାଁ କ୍ୟାପଟେନ ବିନୋଦ ନାୟାର ଅଟେ । ଏହା ସହିତ ଦୁଇ ଜଣଙ୍କ ବୟସ ମଧ୍ୟରେ ବହୁତ ପାର୍ଥକ୍ୟ ବି ଅଛି । ବିବାହ ପରେ ଅଭିନେତ୍ରୀ କୋଟି କୋଟି ଟଙ୍କାର ମାଲିକ ବି ହୋଇଯାଇଛନ୍ତି ।

ଜୂହୀ ଚାୱଲା

ବଲୀଉଡ ଅଭିନେତ୍ରୀ ଜୂହୀ ଚାୱଲା ବିଜନେସମ୍ୟାନ ଜୟ ମେହତାଙ୍କ ସହ ବିବାହ କରିବା ପାଇଁ ନିଷ୍ପତି ନେଲେ ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଦୁଇ ଜଣଙ୍କ ମଧ୍ୟରେ ବୟସ ମଧ୍ୟରେ ବି ବହୁତ ଅନ୍ତର ଅଛି । କିନ୍ତୁ ଜୂହୀ ଚାୱଲା ବି ଟଙ୍କା ପାଇଁ ବିଜନେସମ୍ୟାନ ଜୟ ମେହତାଙ୍କୁ ବିବାହ କରି ନେଇଥିଲେ ।