ପିଲାବେଳେ ସୁପରହିଟ ଥିଲେ ଏହି 4 କଳାକାର, କିନ୍ତୁ ଏବେ ବଡ ହୋଇ ହୋଇଗଲେ ସୁପର ଫ୍ଲପ, ଦେଖନ୍ତୁ କିଏ କିଏ

ବଲୀଉଡ ଭାରତର ସବୁଠୁ ବଡ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟରୁ ଗୋଟିଏ ଅଟେ । ଏଠି ସବୁଦିନ ବହୁତ କଳାକାର ଅଭିନେତା ହେବାର ସ୍ଵପ୍ନ ନେଇ ଆସିଥାନ୍ତି । ଏମାନଙ୍କ ଭିତରେ କିଛି କମ ଲୋକମାନେ ଏହିଭଳି ହୋଇଥାନ୍ତି, ଯେଉଁମାନେ ନିଜର ଭଲ ଅଭିନୟ ଏବଂ ଲୁକ ଦ୍ଵାରା ଲୋକମାନଙ୍କର ହୃଦୟ ଜିତିବାରେ ସଫଳ ହୋଇ ପାରନ୍ତି ।

ଯଦି ଚାଇଲ୍ଡ ଆର୍ଟିସ୍ଟ୍ସଙ୍କର କଥା କୁହାଯାଏ ତେବେ ଏମିତି ବହୁତ ଫିଲ୍ମ କଳାକାର ଅଛନ୍ତି ଯେଉଁମାନେ ପିଲାବେଳୁ ହିଁ ଫିଲ୍ମରେ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କୁ ନିଜର ଦିବାନା କରି ଦେଇ ଥିଲେ । କିନ୍ତୁ ବଡ ହେବା ପରେ ସେ ଚାଇଲ୍ଡ ଷ୍ଟାର ବଲୀଉଡରେ ଡେବ୍ଯୂ କରିବା ପରେ ସୁପର ଫ୍ଲପ ପ୍ରମାଣିତ ହୋଇଛନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ଭଲ ଚାଇଲ୍ଡ ଆର୍ଟିସ୍ଟଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ପିଲାବେଳେ ଫିଲ୍ମରେ ରାଜ କରୁଥିଲେ କିନ୍ତୁ ଆଜି ବଡ ହେଲା ପରେ ତାଙ୍କୁ କୌଣସି ଖାସ ମୁକାମ ମିଳିଲା ନାହିଁ । ଚାଳନ୍ତୁ ଜାଣିବା ଏମାନଙ୍କ ବିଷୟରେ.

ଆଫତାବ ଶିବଦାସାନୀ

ଚାଇଲ୍ଡ ଆର୍ଟିସ୍ଟର ସବୁଠୁ କ୍ୟୁଟ ବୟର ଟୈଗ ପାଇଥିବା ଆଫତାବ ପିଲାବେଳେ କେତେକ ସୁପରହିଟ ଫିଲ୍ମରେ କାମ କରିଥିଲେ । ଏହି ଫିଲ୍ମ ଲିସ୍ଟରେ ମିସ୍ଟର ଇଣ୍ଡିଆ, ଶେହଂଶାହ ଭଳି ବହୁତ ଫିଲ୍ମର ନାମ ସାମିଲ ଅଛି । କିନ୍ତୁ ବର୍ତ୍ତମାନ ଆଫତାବ ବଲୀଉଡର ଫ୍ଲପ ଅଭିନେତା ଲିସ୍ଟରେ ଅଛନ୍ତି ।

ଇମରାନ ଖାନ

ସୁପରଷ୍ଟାର ଆମିର ଖାନଙ୍କର ଭଣଜା ଇମରାନ ଖାନ ପର୍ସନାଲିଟୀ ଏବଂ ଲୁକରେ କାହାଠାରୁ ପଛରେ ନାହାନ୍ତି । ଇମରାନ ଖାନ କୟାମତ ସେ କୟାମତ ତକ, ଜୋ ଜୀତା ବହୀ ସିକଂଦର, ଇତ୍ୟାଦି ଫିଲ୍ମରେ ଚାଇଲ୍ଡ ଆର୍ଟିସ୍ଟ ରୂପରେ କାମ କରିଥିଲେ । କିନ୍ତୁ ଆଜି ବଲୀଉଡରେ ସୁପର ଫ୍ଲପ୍ସ ଲିସ୍ଟରେ ସେ ବି ସାମିଲ ଅଛନ୍ତି ।

ଉର୍ମିଲା ମାର୍ତୋଂଡକର

ଉର୍ମିଲା ରଙ୍ଗୋଲି ଭଳି କେତେକ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ଉର୍ମିଲା ଫିଲ୍ମ “ମାସୁମ”ରୁ ଚାଇଲ୍ଡ ଆର୍ଟିସ୍ଟ ରୂପରେ ଦର୍ଶକ ମାନଙ୍କର ହୃଦୟରେ ନିଜର ଅଭିନୟର ଛାପ ଛାଡି ଯାଇଥିଲେ । କିନ୍ତୁ ଆଜିକା ସମୟରେ ସେ ଫ୍ଲପ ହୋଇଯାଇଛନ୍ତି । ତାଙ୍କୁ କୌଣସି ବି ଡାୟରେକ୍ଟର କିମ୍ବା  ପ୍ରୋଡୂସର ନିଜର ଫିଲ୍ମରେ ନେବାକୁ ଚାହୁଁ ନାହାନ୍ତି ।

କୁଣାଲ ଖେମୂ

କୁଣାଲ ଖେମୂକୁ ଆପଣ ସମସ୍ତେ “ଗୋଳମାଳ” ସିରିଜରେ ଦେଖିଥିବେ । ସେ ଚାଇଲ୍ଡ ଆର୍ଟିସ୍ଟ ରୂପରେ ରାଜା ହିଂଦୁସ୍ତାନୀ, ହମ ହୈଂ ରାହୀ ପ୍ୟାର କେ, ଭାଈ, ଜୁଡୱାଁ ଇତ୍ୟାଦି ଫିଲ୍ମରେ ଅଭିନୟ କରିଥିଲେ । କିନ୍ତୁ ଆଜି ସେ ଏକ ଫ୍ଲପ ଅଭିନେତା ହୋଇ ରହି ଯାଇଛନ୍ତି ।

ପୋଷ୍ଟଟି ଭଲ ଲାଗିଲେ ସେଆର କରିବେ ଓ ଆଗକୁ ଏମିତି ଚଟପଟା ଖବର ପାଇଁ ପେଜକୁ ଲାଇକ କରନ୍ତୁ ।