ଦିନକୁ ମାତ୍ର 2 ଥର ନିଅନ୍ତୁ, ମୋଟାପା, Belly Fat, ଅଣ୍ଟା ଓ ଜଙ୍ଘ ର ଚର୍ବି ମହମ ଭଳି ତରଳିଯିବ- Weight Loss Tips

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ମୋଟାପା କମ ହୋଇଥାଏ । ଯଦି ଆପଣଙ୍କର ଚର୍ବି ଅଧିକ ହୋଇଥାଏ ତେବେ ଏହି ପାଉଡର ସହଜରେ ଘରେ ପ୍ରସ୍ତୁତ କରି ପାରିବେ ।

ତେବେ ଆସନ୍ତୁ ଜଣାଇବା ଏହା ପାଇଁ କେଉଁ କେଉଁ ସାମଗ୍ରୀର ଆବଶ୍ୟକତା ରହିଛି ଓ ଏହାକୁ କିପରି ପ୍ରସ୍ତୁତ କରାଯିବ । ଏହି ରେମେଡି ପ୍ରସ୍ତୁତ କରିବା ଆବଶ୍ୟକ ରହିଛି ଫ୍ଲାକ ସିଡ, ପାନମଧୁରୀ, ଜୀରା ଓ ଜୁଆଣୀ । ଏହି ୪ଟି ଜିନିଆଶକୁ ସମାନ ପରିମାଣରେ ନେବେ । ଏହା ପରେ ଜୀରା, ଜୁଆଣୀ ଓ ଫ୍ଲାକ ସିଡକୁ ଅଳ୍ପ ମାତ୍ରାରେ ଭାଜି ଦେବେ । ଏହା ଯେପରି ଜଳି ନ ଯାଏ ସେଥି ପ୍ରତି ଧ୍ୟାନ ଦେବା ଉଚିତ ।

ପାନମଧୁରୀ ଆମ ଶରୀରର ମୋଟାପା କମ କରବରେ ସାହାଜୟ କରିଥାଏ । ଫ୍ଲାକ ସିଡରେ ଅଧିକ ପରିମାଣରେ ଓମେଗା-୩ ଥିବାରୁ ପେଟରେ ଚର୍ବିକୁ କମ କରିଥାଏ । ଏହା ଛଡା ଆଲସୀ ବ ଫ୍ଲାକ ସିଡରେ ଅଧିକ ମାତ୍ରାରେ ପ୍ରୋଟିନ ମଧ୍ୟ ରହିଥାଏ ଯାହା ଦ୍ଵାରା ମୋଟାପ କମ ହୋଇଥାଏ ।

ଜିରାରେ ଆଇରନ ଭାଗ ଅଧିକ ଥିବାରୁ ଏହା ଶରୀରର ଅନେକ ରୋଗ ଭଲ କରିବାରେ ସାହାଜ୍ୟ କରିଥାଏ । ଏହା ବ୍ଯତୀତ ଜୀରା ସେବନ ଦ୍ଵାରା ମେଟାବୋଲିଜିମ ବୃଦ୍ଧି କରିବାରେ ସାହାଜ୍ଯ କରିଥାଏ । ଏହା ସହ ଜିରାରେ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଶରୀରରେ ଥିବା ଚର୍ବି ଅଂସ କମ କରିଥାଏ । ଜୁଆଣୀ ସେବନ ଦ୍ଵାରା ପେଟ ସଫା ହୋଇଥାଏ ।

ଏହା ଛଡା ଜୁଆଣୀ ସେବନ ଦ୍ଵାରା ଆମ ଶରୀରରେ ଟକସିନ ବାହାର ହୋଇଥାଏ ।ଏହା ବ୍ଯତୀତ ଜୁଆଣୀ ସେବନ ଦ୍ଵାରା ଶରୀରରେ ପୋଷକତତ୍ତ୍ଵ ମିଳିଥାଏ । ଏହା ପରେ ଜୁଆଣୀ, ଜୀରା ଓ ଆଲସୀ ଭାଜି ହୋଇଗଲା ପରେ ପାନମଧୁରୀ ସହ ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏହି ପରି ଭାବେ ରେମେଡି ଅତି ସହଜ ଉପାୟରେ ଘରେ ପ୍ରସ୍ତୁତ କରାଯାଇ ପାରିବ । ତେବେ ଆସନ୍ତୁ ଜାଣିବା ଏହାର ସେବନ କିପରି କରାଯିବ । ଏହି ପାଉଡରକୁ ରାତିରେ ଶୋଇବା ସମୟରେ ସେବନ କରିବା ଉଚିତ ।

କିଛି ଗରମ ପାଣିରେ ଏହି ପାଉଡର ସହ କିଛି କଳା ଲୁଣ ମିଶାଇ ସେବନ କରି ପରିବେ । ଏହା ପରେ ଏହି ପାଉଡର ମିଶା ପାଣିକୁ କିଛି ସମୟ ଜେନ ଘୋଡାଇ ରଖିବେ । ଏହା ପରେ ଖାଇବାର ଗୋଟେ ଘଣ୍ଟା ପରେ ଏହାର ସେବନ କରି ପାରିବେ । ଯଦି କବଜ ବା ପେଟ ସମସ୍ଯା ଥାଏ ତେବେ ଏହି ପାଉଡର ସେବନ କରିଲେ ନିବାରଣ ହୋଇଥାଏ । ଏହା ଛଡା ଏହି ପାଉଡରରେ ଅଳପ ଲେମ୍ବୁ ଓ ମହୁ ମିଶାଇ ମଧ୍ୟ ପାଣିରେ ସେବନ କରି ପାରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।