ଟପ୍ ୧୦ ଧନୀ ଓଡ଼ିଆ ଫିଲ୍ମ ହିରୋ, ଜାଣନ୍ତୁ କାହାର କେତେ ସମ୍ପତ୍ତି, ନମ୍ବର 1 କିଏ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ଟପ୍ ୧୦ ଅଭିନେତା ଙ୍କ ସମ୍ବନ୍ଧରେ । ଯିଏ ସବୁଠାରୁ ଅଧିକ ଧନୀ ଅଟନ୍ତି ଏବଂ ଆମେ ଆପଣ ମାନଙ୍କୁ ଏହା ମଧ୍ୟ କହିବୁ ଏହି ଅଭିନେତା ମାନେ କେତେ ସମ୍ପତ୍ତି ର ଅଧିକାରୀ ଅଟନ୍ତି।ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ଜ୍ୟୋତି- ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତା ଜ୍ୟୋତି । ଆପଣ ମାନେ ଏହି ଅଭିନେତା ଙ୍କୁ ଅନେକ ଓଡ଼ିଆ ଫିଲ୍ମ ରେ ଦେଖିଥିବେ । ଏହି ଅଭିନେତା ଗୋଟିଏ ଫିଲ୍ମ ରେ କାମ କରିବା ପାଇଁ ୪ଲକ୍ଷ ଟଙ୍କା ନେଇଥାନ୍ତି । ତାଙ୍କର ସମୁଦାୟ ସମ୍ପତ୍ତି ର ମୂଲ୍ୟ ହେଉଛି ୧.୧ କୋଟି ଟଙ୍କା।

୨. ସ୍ୱରାଜ- ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତା ସ୍ୱରାଜ ବାରିକ।ଏହି ଅଭିନେତା ଙ୍କୁ ଆପଣ ମାନେ ଅନେକ ଓଡ଼ିଆ ଫିଲ୍ମ ରେ ଚାଇଲଡ଼ ଆର୍ଟିଷ୍ଟ୍ ଭାବରେ ଦେଖିଥିବେ । ବର୍ତ୍ତମାନ ଏହି ଅଭିନେତା ଗୋଟିଏ ଫିଲ୍ମ ରେ କାମ କରିବା ପାଇଁ ୮ ଲକ୍ଷ ଟଙ୍କା ନେଉଛନ୍ତି ଏବଂ ତାଙ୍କର ସମୁଦାୟ ସମ୍ପତ୍ତି ର ମୂଲ୍ୟ ୧.୬ କୋଟି ଟଙ୍କା ଅଟେ।

୩. ସମ୍ବିତ- ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତା ସମ୍ବିତ । ଏହି ଅଭିନେତା ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତା ଗୋଟିଏ ଫିଲ୍ମ ରେ କାମ କରିବା ପାଇଁ ୧୦ ଲକ୍ଷ ଟଙ୍କା ନେଉଛନ୍ତି ଏବଂ ତାଙ୍କର ସମୁଦାୟ ସମ୍ପତ୍ତି ର ମୂଲ୍ୟ ୪.୯ କୋଟି ଟଙ୍କା ଅଟେ।

୪. ଆକାଶ- ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତା ଆକାଶ।ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତା ଆଲବମ୍ ରୁ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ଏଣ୍ଟ୍ରି ମାରିଥିଲେ । ଏହି ଅଭିନେତା ଗୋଟିଏ ଫିଲ୍ମ ରେ କାମ କରିବା ପାଇଁ ୧୦ ଲକ୍ଷ ଟଙ୍କା ନିଅନ୍ତି ଏବଂ ତାଙ୍କର ସମୁଦାୟ ସମ୍ପତ୍ତି ର ମୂଲ୍ୟ ୯. ୨ କୋଟି ଟଙ୍କା ଅଟେ।

୫. ଅମ୍ଳାନ- ବନ୍ଧୁଗଣ ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତା ଅମ୍ଳାନ।ଏହି ଅଭିନେତା ଗୋଟିଏ ଫିଲ୍ମ ରେ କାମ କରିବା ପାଇଁ ୧୨ ଲକ୍ଷ ଟଙ୍କା ନିଅନ୍ତି ଏବଂ ତାଙ୍କର ସମୁଦାୟ ସମ୍ପତ୍ତି ର ମୂଲ୍ୟ ୧୪.୨ କୋଟି ଟଙ୍କା ଅଟେ।

୬. ସବ୍ୟସାଚୀ- ବନ୍ଧୁଗଣ ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ଅଭିନେତା ସବ୍ୟସାଚୀ । ଏହି ଅଭିନେତା ଓଲିଉଡ ଇଣ୍ଡଷ୍ଟ୍ରୀ ର ଚକଲେଟ ହିରୋ ଭାବରେ ପରିଚିତ । ସବ୍ୟସାଚୀ ଗୋଟିଏ ଫିଲ୍ମ ରେ କାମ କରିବା ପାଇଁ ୧୮ ଲକ୍ଷ ଟଙ୍କା ନେଉଛନ୍ତି ଏବଂ ତାଙ୍କର ସମୁଦାୟ ସମ୍ପତ୍ତି ର ମୂଲ୍ୟ ୧୭. ୮ କୋଟି ଟଙ୍କା ଅଟେ।

୭. ଅରିନ୍ଦମ- ବନ୍ଧୁଗଣ ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଅଭିନେତା ଅରିନ୍ଦମ । ଆପଣ ମାନେ ଏହି ଅଭିନେତା ଏବଂ ତାଙ୍କର ଜବରଦସ୍ତ ଅଭିନୟ କୁ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଅଭିନେତା ଗୋଟିଏ ଫିଲ୍ମ ରେ କାମ କରିବା ପାଇଁ ୧୮ ଲକ୍ଷ ଟଙ୍କା ନେଉଛନ୍ତି ଏବଂ ତାଙ୍କର ସମୁଦାୟ ସମ୍ପତ୍ତି ର ମୂଲ୍ୟ ହେଉଛି ୩୫.୫ କୋଟି ଟଙ୍କା।

୮. ସିଦ୍ଧାନ୍ତ- ବନ୍ଧୁଗଣ ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଏହି ଅଭିନେତା ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଅନେକ ସୁପରହିଟ ଫିଲ୍ମ ପ୍ରଦାନ କରିଛନ୍ତି । ଏହି ଅଭିନେତା ଗୋଟିଏ ଫିଲ୍ମ ରେ କାମ କରିବା ପାଇଁ ୧୮ ଲକ୍ଷ ଟଙ୍କା ନେଉଛନ୍ତି ଏବଂ ତାଙ୍କର ସମ୍ପତ୍ତି ର ସମୁଦାୟ ମୂଲ୍ୟ ହେଉଛି ୩୯. ୮ କୋଟି ଟଙ୍କା।

୯. ବାବୁସାନ- ବନ୍ଧୁଗଣ ଏହି ଲିଷ୍ଟ ର ନବମ ସ୍ଥାନରେ ଅଛନ୍ତି ଅଭିନେତା ବାବୁସାନ ମହାନ୍ତି । ଏହି ଅଭିନେତା ଙ୍କୁ ଆପଣ ମାନେ ଅନେକ ବ୍ଲକବଷ୍ଟର ଫିଲ୍ମ ରେ ହିରୋ ଭୂମିକା ରେ ଦେଖିଥିବେ।ଏହି ଅଭିନେତା ଗୋଟିଏ ଫିଲ୍ମ ରେ ଅଭିନୟ କରିବା ପାଇଁ ୩୦ ଲକ୍ଷ ଟଙ୍କା ନେଉଛନ୍ତି ଏବଂ ତାଙ୍କର ସମୁଦାୟ ସମ୍ପତ୍ତି ର ମୂଲ୍ୟ ହେଉଛି ୩୦.୨ କୋଟି ଟଙ୍କା।

୧୦. ଅନୁଭବ- ବନ୍ଧୁଗଣ ଏହି ଲିଷ୍ଟ ର ଦଶମ ସ୍ଥାନରେ ଅଛନ୍ତି ଅଭିନେତା ଅନୁଭବ ମହାନ୍ତି । ଏହି ଅଭିନେତା ଗୋଟିଏ ଫିଲ୍ମ ରେ କାମ କରିବା ପାଇଁ ୩୦ ଲକ୍ଷ ଟଙ୍କା ନେଉଛନ୍ତି ଏବଂ ତାଙ୍କର ସମୁଦାୟ ସମ୍ପତ୍ତି ର ମୂଲ୍ୟ ୯୫.୨ କୋଟି ଟଙ୍କା ଅଟେ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।