୧୧ ବର୍ଷ ପୂର୍ବେ ବଂଦୀନୀ ସିରିୟଲରେ ନଜର ଆସିଥିବା ଏହି ଅଭିନେତ୍ରୀ ଏବେ ଦେଖା ଯାଉଛନ୍ତି ଏମିତି

ଆସିୟା କାଜି ଏହି ନାମକୁ ଆପଣମାନଙ୍କ ମଧ୍ୟରେ କିଛି ଲୋକମାନେ ଜାଣିଥିବେ । ଆସିୟା କାଜି ଟିଭି ଇଣ୍ଡଷ୍ଟ୍ରିରେ କାମ କରି ବହୁତ ପପୁଳାର ହୋଇଛନ୍ତି । କିନ୍ତୁ ବହୁ ବର୍ଷ ହେବ ସେ ଗାୟବ ହୋଇ ଯାଇଛନ୍ତି । ସେ ବର୍ତ୍ତମାନ ଟିଭି ଇଣ୍ଡଷ୍ଟ୍ରିର କୌଣସି ବି ଶୋ ରେ ନଜର ଆସୁ ନାହାନ୍ତି । ଯଦି ତାଙ୍କର ଅଭିନୀତ ସିରିୟଲ ବିଷୟରେ କଥାବାର୍ତ୍ତା କରିବା ତେବେ ସିରିୟଲ ବଂଦୀନୀ ଦ୍ଵାରା ବହୁତ ଲୋକପ୍ରିୟ ହୋଇଥିଲେ ।

ଶୋ ରେ ତାଙ୍କର କିରଦାର ସମସ୍ତଙ୍କୁ ପସନ୍ଦ ଆସି ଥିଲା । ଏହି ଶୋ ୨୦୦୯ର ସବୁଠୁ ହିଟ ଶୋ ମଧ୍ୟରେ ଗୋଟିଏ ଥିଲା । ଯେଉଁଥିରେ ଜଣେ ଏମିତି ବ୍ୟକ୍ତିର କାହାଣୀ ନଜର ଆସିଥିଲା, ଯିଏ ନିଜକୁ ମହାରାଜା ବୋଲି ଚିନ୍ତା କରିଥାଏ ଓ ତାହାର ବୟସ ବି ବହୁତ ଅଧିକ ଅଟେ ଏବଂ ତାହାର ପତ୍ନୀର ବୟସ ବହୁତ କମ ଅଟେ । ବଂଦୀନୀର କାହାଣୀରେ ଆସିୟା କାଜି କିଛି ଏହିଭଳି ନଜର ଆସିଲେ କି ସମସ୍ତେ ତାଙ୍କୁ ପସନ୍ଦ କରିବାକୁ ଲାଗିଲେ ।

କିନ୍ତୁ କହିଦେଉଛୁ କି ବଂଦୀନୀ ଛଡା ଆସିୟା କାଜି ସିରିୟଲ ଧର୍ମପତ୍ନୀ, ହିଟଲର ଦିଦି, ବାଳିକା ବୋଧୁ, ତେନାଳୀ ରାମା ଇତ୍ୟାଦି ଶୋରେ ନଜର ଆସିଛନ୍ତି । କିନ୍ତୁ ବଂଦୀନୀରେ ତାଙ୍କର କିରଦାର ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥିଲା । ଶୋ ରେ ସେ ରନୀତ ରୟଙ୍କ ବିରୁଦ୍ଧରେ ନଜର ଆସିଥିଲେ ଓ ଏହି ଯୋଡି ବହୁତ ପପୁଳାର ବି ହୋଇଥିଲା । କିନ୍ତୁ ଆସିୟା କାଜି ବର୍ତ୍ତମାନ ସମୟରେ ବହୁତ ବଦଳି ଯାଇଛନ୍ତି ।

ଟିଭି ଇଣ୍ଡଷ୍ଟ୍ରିରୁ ଗାୟବ ଆସିୟା କାଜି ବହୁତ ଜଲ୍ଦି ପୁଣିଥରେ ଟିଭି ଇଣ୍ଡଷ୍ଟ୍ରିକୁ ଫେରୁଛନ୍ତି । କିନ୍ତୁ ତାଙ୍କର ବଦଳିଥିବା ରୂପ ରଙ୍ଗକୁ ଦେଖି ଲୋକମାନେ ବହୁତ ଆଶ୍ଚର୍ଯ୍ୟ ବି ହେଉଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।