ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ହାସ୍ୟ ଅଭିନେତା ସୁମନଙ୍କ ପରିବାର ବିଷୟରେ ଆପଣ କେବେ ଜାଣିନଥିବେ, ଦେଖନ୍ତୁ

ଆପଣ ମାନେ ଓଲିଉଡ ବିଷୟରେ ତ ଜାଣିଥିବେ ଏବଂ ଓଲିଉଡ ର କମେଡି ବିଷୟରେ ବି ଜାଣିଥିବେ । ହେଲେ ଆପଣ ଓଲିଉଡ ର କମେଡିଆନ ମାନଙ୍କ ବିଷୟରେ କେବେ ବି କିଛି ଜାଣିଛନ୍ତି କି କି । ଆମର ଓଲିଉଡ ମୁଭିର ଜଣେ ଜଣାଶୁଣା ହାସ୍ୟ ଅଭିନେତା ସୁମନ ମହାରଣା ତାଙ୍କର ଆପଣ ବହୁତ୍ ଓଡ଼ିଆ ସିନେମା ଦେଖିଥିବେ ହେଲେ ଆପଣ କଣ କେବେ ତାଙ୍କ ବିଷୟରେ କିଛି ଜାଣିବାକୁ ଚେଷ୍ଟା କରିଛନ୍ତି କି ।

ଯଦି ଆପଣମାନେ ସେହି ହାସ୍ୟ ଅଭିନେତାଙ୍କ ବିଷୟରେ ଜାଣିନାହାନ୍ତି ତ ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କିଛି ଜଣାଇବୁ ଯେଉଁ କଥା ଆପଣ ହୁଏତ ଜାଣିନଥିବେ । ଆପଣମାନଙ୍କୁ ଆଜି ଆମେ ସୁମନ ମହାରଣାଙ୍କ ଘର ପରିବାର, ତାଙ୍କ ସମ୍ପତି, ଏମିତିକି ତାଙ୍କ ବିଷୟରେ କିଛି ଅଜଣା ସତ୍ୟ ଘଟଣା ଯେମିତି ସୁମନଙ୍କ ସ୍ତ୍ରୀ ତାଙ୍କୁ ଆଗରୁ କେବେ ଦେଖିଛନ୍ତି କି ତାଙ୍କ ବିଷୟରେ କିଛି ଜାଣିଛନ୍ତି କି । ଆସନ୍ତୁ ଜାଣିବା ଏହିସବୁ ବିଷୟରେ ।

ସୁମନଙ୍କ ଉଚ୍ଚତା ଯେହେତୁ ୩ ଫୁଟ ୪ ଇଞ୍ଚ ତେବେ ତାଙ୍କର ସ୍ତ୍ରୀ ଙ୍କ ଉଚ୍ଚତା କେତେ, ସେ ଦେଖିବାକୁ କେତେ ସୁନ୍ଦର ଆପଣଙ୍କ ମନରେ ଏହି ପରି କିଛି କଥା ଜାଣିବାକୁ ବହୁତ୍ ଇଚ୍ଛା ହେଉଥିବ । ତ ଆସନ୍ତୁ ଜାଣିବା ସୁମନଙ୍କ ସ୍ତ୍ରୀ ଏବଂ ତାଙ୍କ ପରିବାର ସଂପର୍କରେ । କିନ୍ତୁ ଏହିସବୁ ଜାଣିବା ଆଗରୁ ଆସନ୍ତୁ ଜାଣିବା କିଛି ସୁମନଙ୍କ ବିଷୟରେ ।

ସୁମନ ମହାପାତ୍ର ହେଉଛନ୍ତି ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ହାସ୍ୟ ଅଭିନେତା ସେ ନିଜର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କୁ ହସାଇଥାନ୍ତି । ସେ ୨୦୦୨ ମସିହାରେ କଣ୍ଢେଇ ଆଖିରେ ଲୁହ ସିନେମା ଜରିଆରେ ଶିଶୁ କଳାକାର ଭାବେ ଓଡ଼ିଆ ସିନେମା ଜଗତରେ ପାଦ ଦେଇଥିଲେ । ତାଙ୍କ ଏହି ପ୍ରଥମ ଚଳଚ୍ଚିତ୍ର ତାଙ୍କୁ ସଫଳତାର ଚରମ ସୀମା ରେ ପହଞ୍ଚାଇଥିଲା । ଏହି ସିନେମା ପାଇଁ ମଧ୍ୟ ସେ ଜଣେ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ପୁରସ୍କୃତ ମଧ୍ୟ ହୋଇଥିଲେ । ଏହା ସହିତ କଥାଚିତ୍ର ଲକ୍ଷ୍ମୀ ପ୍ରତିମା ପାଇଁ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ ।

ତାଙ୍କ ପାରିବାରିକ ଆର୍ଥିକ ସ୍ଥିତି ଉପରେ ଯଦି ନଜର ପକାଇବା ତାହେଲେ ସୁମନ ମହାରଣା ଏକ ଗରିବ ପରିବାରରୁ ଆସିଥିଲେ । ସେ ଭୁବନଶ୍ଵରର ବସ୍ତି ଅଞ୍ଚଳରେ ବଡ ହୋଇଛନ୍ତି । ଏହା ସହିତ ଯଦି ତାଙ୍କ ଉଚ୍ଚତା ଉପରେ ନଜର ପକାଇବା ତାହେଲେ ତାଙ୍କ ଉଚ୍ଚତା ୩ ଫୁଟ ୪ ଇଞ୍ଚ ସେ ଏଥିପାଇଁ ଅନେକ ଚଳଚ୍ଚିତ୍ରରେ ବାମନ ଭୂମିକାରେ କାମ କରିଥାନ୍ତି । ସୁମନଙ୍କ ପରିବାରରେ ତାଙ୍କର ବାପା, ମାଆ, ତାଙ୍କ ସ୍ତ୍ରୀ ଏବଂ ତାଙ୍କର ଏକ ଭଉଣୀ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।