ଆୟଶା ଟାକିୟା ସ୍ଵାମୀଙ୍କ ପାଇଁ ଛାଡିଲେ ନିଜ ୭ ବର୍ଷର କ୍ୟାରିୟର, ଡିନର ଡେଟରେ ନଜର ଆସିଲେ ବହୁତ ହଟ, ଦେଖନ୍ତୁ

ଆୟଶା ଟାକିୟା ବଲୀଉଡର ଏକ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । କହିବାକୁ ଗଲେ ଫିଲ୍ମରେ ତାଙ୍କର ପ୍ରଦର୍ଶନ ଏତେ ଖାସ ରହି ନାହିଁ । ଶେଷଥର ତାଙ୍କୁ ୨୦୧୧ରେ ଆସିଥିବା ଫିଲ୍ମ ‘ମୋଡ’ରେ ଦେଖା ଯାଇଥଲା । ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆୟଶା ଟାକିୟା ୨୦୦୯ରେ ଫରହାନ ଆଜମୀଙ୍କ ସହ ବିବାହ କରିଥିଲେ । ଫରହାନ ଆଜମୀଙ୍କ ସହ ବିବାହ କରିବା ପାଇଁ ସେ ନିଜର ଧର୍ମ ପରିବର୍ତ୍ତନ ବି କରି ନେଇଥିଲେ ।

ଦୁଇ ଜଣ ବିବାହ ପୂର୍ବରୁ ବହୁତ ସମୟ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିଥିଲେ । ବିବାହ ପରେ ଆୟଶା ଏକ ରାଜନୈତିକ ପରିବାର ର ବୋହୁ ହୋଇଗଲେ । ଆୟଶାଙ୍କ ଶଶୁର ଅବୁ ଆଜମୀ ବହୁତ ବଡ ରାଜନେତା ଅଟନ୍ତି । କହିବାକୁ ଗଲେ ଆୟଶା ପ୍ରାୟତଃ ନିଜର ଲୁକ୍ସ କାରଣରୁ ଟ୍ରୋଲ ହୋଇଥାନ୍ତି । କହିବାକୁ ଗଲେ କିଛି ସମୟ ପୂର୍ବେ ଆୟଶାଙ୍କର କିଛି ଫଟୋ ସାମ୍ନାକୁ ଆସିଥିଲା ।

ଯେଉଁଥିରେ ସେ ବିଲକୁଲ ଅଲଗା ହିଁ ନଜର ଆସୁଥିଲେ । ଏମିତିରେ ବର୍ତ୍ତମାନ ପୁଣିଥରେ ଆୟଶାଙ୍କ କିଛି ନୂଆ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସେ ନିଜର ସ୍ଵାମୀ ଓ ସନ୍ତାନ ସହ ନଜର ଆସୁଛନ୍ତି । ଆୟଶାଙ୍କର ଏହି ଫଟୋ ଅଧିକ ରାତିରେ ଡିନର ଡେଟର ଅଟେ ।

ସ୍ଵାମୀଙ୍କ ସହ ଅଧିକ ରାତିରେ ଡିନର ଡେଟରେ ନଜର ଆସିଲେ ଆୟଶା

କହିଦେଉଛୁ କି ଆୟଶାଙ୍କ ବୟସ ବର୍ତ୍ତମାନ ୩୩ ବର୍ଷ ଅଟେ ଓ ଏହି ବୟସରେ ବି ସେ ବହୁତ ହଟ ନଜର ଆସନ୍ତି । ସେ ନିଜର ଫିଗର ପାଇଁ ପୁରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଫେମସ ଅଟନ୍ତି । ବହୁତ ସମୟ ହେବ ଆୟଶା ଲାଇମଲାଇଟରୁ ଦୂରରେ ଅଛନ୍ତି ଓ ନିଜ ଜୀବନରେ ବ୍ୟସ୍ତ ଅଛନ୍ତି । ତଥାପି ଆୟଶା ବେଳେ ବେଳେ କ୍ୟାମେରା ସାମ୍ନାରେ ଆସି ଥାଆନ୍ତି । ଆୟଶା ଡିନର ଡେଟରେ ବହୁତ ଗ୍ଲାମରସ ନଜର ଆସୁଥିଲେ ।

ଆୟଶା ଯେତେବେଳେ ହୋଟେଲରେ ପହଞ୍ଚିଲେ ତେବେ ସେଠି ମିଡିଆ ପୂର୍ବରୁ ହିଁ ଉପସ୍ଥିତ ଥିଲା ଓ ଯେମିତି ହିଁ ଆୟଶାଙ୍କ ନଜର କ୍ୟାମେରା ଉପରେ ପଡିଲା ତେବେ ସେ ଲାଜେଇ ହସିବାକୁ ଲାଗିଲେ । ଆୟଶାଙ୍କ କୋଳରେ ତାଙ୍କ ପୁଅ ବସିଥିଲା ଯିଏକି ବହୁତ କ୍ୟୁଟ ନଜର ଆସୁଥିଲା । ବର୍ତ୍ତମାନ ସୋସିଆଲ ମିଡିଆରେ ଆୟଶାଙ୍କ ଫଟୋ ଭାଇରାଲ ହେଉଛି ।

ସ୍ଵାମୀଙ୍କ ପାଇଁ ଛାଡିଲେ ୭ ବର୍ଷର ଫିଲ୍ମି କ୍ୟାରିୟର

କହିଦେଉଛୁ କି ବିବାହ ପରେ ଆୟଶା ଫିଲ୍ମି ଦୁନିଆରୁ ନିଜକୁ ଦୂରେଇ ନେଲେ । ଆୟଶାଙ୍କ ସ୍ଵାମୀ ଫରହାନଙ୍କର ମୁମ୍ବାଇ ଓ ବିଦେଶରେ ବହୁତ ବଡ ବଡ ରେଷ୍ଟୁରାଣ୍ଟ ଅଛି । ଆୟଶାଙ୍କ କ୍ୟାରିୟର ବଲୀଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କେବଳ ୭ ବର୍ଷ ହିଁ ରହିଛି । କିନ୍ତୁ ବହୁତ କମ ବର୍ଷରେ ହିଁ ସେ ନିଜର ଏକ ଅଲଗା ପରିଚୟ ସଫଳ କରିବାରେ ସଫଳ ହୋଇଛନ୍ତି । ସେ ସୁପରଷ୍ଟାର ସଲମାନ ଖାନଙ୍କ ସହିତ ଫିଲ୍ମ ‘ୱାନ୍ଟେଡ”ରେ ବି ନଜର ଆସିଥିଲେ ।