ମୟୂର ପରର ଏହି ୭ ଟି ଜବରଦସ୍ତ ଉପାୟ, ଘରର ଅଶାନ୍ତି, ଦରିଦ୍ରତାକୁ ଦୂରେଇ, ମିଳିବ ଧନ ଲାଭ, ଜାଣନ୍ତୁ

ମନୁଷ୍ୟ ନିଜ ଜୀବନରେ ବିଭିନ୍ନ ସମସ୍ୟା ଠାରୁ ନିଜର ପିଛା ଛଡାଇବାକୁ ଚେଷ୍ଟା କରନ୍ତି ତଥାପି ସମସ୍ୟା ମନୁଷ୍ୟର ପିଛା ଛାଡେ ନାହିଁ । ଏହା ଠାରୁ ବଞ୍ଚିବା ପାଇଁ ମନୁଷ୍ୟ ବିଭିନ୍ନ ପ୍ରକାରର ଉପାୟ କରିଥାଏ । ଯାହାଦ୍ୱାରା ତାହାର ସବୁ ସମସ୍ୟା ଦୂର ହୋଇଯିବ ଓ ଘର ପରିବାରରେ ଖୁସି ରହିବ । କିନ୍ତୁ କିଛି ସମସ୍ୟା ଅଛି ଯାହା ମନୁଷ୍ୟକୁ ଆର୍ଥିକ ରୂପରେ କ୍ଷତି ପହଞ୍ଚାଇ ଥାଏ । ଏହି ସବୁ ସମସ୍ୟାର ସମାଧାନ ପାଇଁ ମୟୂର ପରର ବ୍ୟବହାର କରିବା ଉଚିତ ।

ମୟୂର ପର ଦେଖିବାକୁ ଯେତେ ସୁନ୍ଦର ହୋଇଥାଏ ସେତେ ହିଁ ଏହା ଅତ୍ୟନ୍ତ କାମର ଜିନିଷ ଅଟେ ।

କୁହାଯାଇଛି ଯେ ମୟୂର ପର ଦ୍ଵାରା ଆପଣ ବିଭିନ୍ନ ସମସ୍ୟାକୁ ଦୂର କରି ପାରିବେ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ମୟୁର ପରର ୭ ଟି ଉପାୟ ବିଷୟରେ କହିବାକୁ ଯାଉଛୁ ।

ଆସନ୍ତୁ ଜାଣିବା ମୟୁର ପରର ଏହି ୭ ଟି ଉପାୟ ବିଷୟରେ

·    ଯଦି ଆପଣ ନିଜ ପିଲାଙ୍କୁ ଖରାପ ନଜରରୁ ରକ୍ଷା କରିବାକୁ ଚାହୁଁଛନ୍ତି ତେବେ ଏହା ପାଇଁ ଆପଣ ନବଜାତ ଶିଶୁକୁ ମୟୁର ପରର ଚାନ୍ଦିର ତାବିଜ ପିନ୍ଧାଇ ଦିଅନ୍ତୁ ।

·    ଯଦି ଆପଣ ଆର୍ଥିକ ରୂପରେ ସମସ୍ୟାରେ ଅଛନ୍ତି ତେବେ ଆପଣ କୌଣସି ମନ୍ଦିରକୁ ଯାଇ ରାଧା କୃଷ୍ଣଙ୍କର ମୁକୁଟରେ ମୟୂର ପର ଲଗାଇ ଦିଅନ୍ତୁ ଓ ୪୦ ଦିନ ପରେ ସେହି ମୟୂର ପରକୁ ଆଣି ନିଜ ତିଜୋରିରେ ରଖି ଦିଅନ୍ତୁ । ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇଯିବ ।

·    ଯଦି ଆପଣଙ୍କର ଗ୍ରହ ଆପଣଙ୍କୁ ଅଶୁଭ ଫଳ ଦେଉଛି ତେବେ ଏଥିପାଇଁ ଆପଣ ମୟୂର ପରରେ ୨୧ ଥର ଗ୍ରହର ମନ୍ତ୍ର କହି ପାଣି ପକାନ୍ତୁ ଓ ଏହାକୁ ଏକ ସ୍ଥାନରେ ସ୍ଥାପିତ କରି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ଗ୍ରହର ଖରାପ ପ୍ରଭାବ ସମାପ୍ତ ହୋଇଯିବ ।

·    ଯଦି ଆପଣ ନିଜ ଘରର ମୁଖ୍ୟ ଦ୍ଵାରରେ ମୟୂର ପର ଲଗାଉଛନ୍ତି ତେବେ ଏହାକୁ ଶୁଭ ବୋଲି କୁହାଯାଏ ।

·    ଯଦି ଆପଣ ଆଗ୍ନେୟ କୋଣରେ ମୟୂର ପର ଲଗାଉଛନ୍ତି ତେବେ ଏହା ଦ୍ଵାରା ଘରର ବାସ୍ତୁ ଠିକ ହୋଇଯିବ ।

·    ଯଦି ଆପଣଙ୍କ ଘରେ କୌଣସି ପିଲା ସବୁବେଳେ କ୍ରୋଧିତ ହୋଇଥାନ୍ତି କିମ୍ବା କାନ୍ଦିଥାନ୍ତି ତେବେ ଆପଣ ଛାତ ପଙ୍ଖାରେ ମୟୂର ପର ଲଗାଇ ଦିଅନ୍ତୁ । ଏହା ଦ୍ଵାରା କିଛି ଦିନ ମଧ୍ୟରେ ତାହାର କ୍ରୋଧ କମ ହୋଇଯିବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।