Saif ଙ୍କ ୫୦୦୦ କୋଟି ସମ୍ପତ୍ତି ମଧ୍ୟରୁ Taimur ଙ୍କୁ ଗୋଟେ ପଇସା ବି ମିଳିବ ନାହିଁ, ଏହା ପଛରେ ରହିଛି ବହୁତ ବଡ କାରଣ

ସେଫ ଅଲ୍ଲୀ ଖାନ ବଲିଉଡର ସବୁଠାରୁ ପୁରୁଣା ଓ ବେହତରିନ ଅଭିନେତା ଅଟନ୍ତି । ସେ ବଲିଉଡରେ ଅନେକ ହିଟ ଫିଲ୍ମରେ କାମ କରି ସାରିଛନ୍ତି । ବର୍ତ୍ତମାନ ସେ ବେବ ସିରିଜରେ ଅଭିନୟ କରିବାର ନଜର ଆସୁଛନ୍ତି ।

ଦର୍ଶକ ମାନେ ତାଙ୍କୁ ଫିଲ୍ମ ଅପେକ୍ଷା ବେବ ସିରିଜରେ ଅଧିକ ପସନ୍ଦ କରୁଛନ୍ତି । ସିକ୍ରେଟ ଗେମ୍ସରେ ପୋଲିସ ଭୂମିକାରେ ଅଭିନୟ କରିବା ପରେ ସେ ବେବ ସିରିଜରେ ନଜର ଆସୁଛନ୍ତି ।ଏହାକୁ ନେଇ ତାଙ୍କୁ ଅନେକ ବିବାଦର ସାମ୍ନା କରିବାକୁ ପଡିଥିଲା । ଏହି ବେବ ସିରିଜକୁ ଦେଖି ସମସ୍ତଙ୍କ ମତାମତ ହେଉଛି ଯେ ଏହା କୌଣସି ଧର୍ମକୁ ସମାଲୋଚନା କରା ଯାଉଛି । ବେବ ସିରିଜ ତାଣ୍ଡବ ବର୍ତ୍ତମାନ କୋର୍ଟ ଯାଏଁ ମାମଲା ପହଞ୍ଚିଛି ।

ଅନେକ ସମୟରେ ସେଫ ବିବାଦରେ ଫସିବାର ନଜର ଆସନ୍ତି । ଫିଲ୍ମ ଅପେକ୍ଷା ସେ ନିଜ ରିୟଲ ଲାଇଫରେ ଅଧିକ ବିବାଦରେ ରହିଥାନ୍ତି । ଖବର ଅନୁସାରେ ସେଫ ପଟୋଦୀ ଖାନଦାନର ୧୦ମ ନବାବ ଅଟନ୍ତି । ଭୋପାଳରେ ଥିବା ତାଙ୍କର କୋଟି କୋଟି ଟଙ୍କାର ସମ୍ପତିର ମାଲିକ ସେ ଅଟନ୍ତି ।

ଏତେ ବଡ ସମ୍ପତିରେ ଶେଫଙ୍କ ପୁଅ ତଇମୁରଙ୍କୁ କିଛି ବି ମିଳିବ ନାହି । ଏହି ମାମଲାକୁ ସେଫ ଅନେକ ଥର ବିବାଦରେ ଘେରି ରହି ସାରିଛନ୍ତି ଯେ କଣ ପାଇଁ ତଇମୁରଙ୍କୁ ସମ୍ପତି ମିଳିବ ନାହି । ସେଫ ଜଣେ ନବାବଙ୍କ ପରିବାରର ସଦସ୍ୟ ଅଟନ୍ତି । ଭୋପାଳ ବ୍ଯତୀତ ତାଙ୍କର ଅନ୍ୟ ସ୍ଥାନରେ ମଧ୍ୟ ସମ୍ପତି ରହିଛି । ଭୋପାଳରେ ସେଫଙ୍କର ୫୦୦୦ କୋଟି ରୁ ଅଧିକ ସମ୍ପତି ରହିଛି ।

ଏହି କାରଣ ପାଇଁ ଏହି ସମ୍ପତିକୁ ନେଇ ବିବାଦ ଲାଗି ରହିଛି । ଏହି ସମ୍ପତିର ଅସଲ ମାଲିକ ହେଉଛନ୍ତି ସେଫଙ୍କର ପରଦାଦା ନବାବ ହାମିଦୁଲ୍ଲା ଥିଲେ । ଏହା ପରେ ଏହି ସମ୍ପତି ୨୦୧୬ ପରେ ଏନିମି ପ୍ରୋପାର୍ଟି ଏକ୍ଟଙ୍କ ହାତକୁ ଚାଲି ଯାଇଛି । ଏହି ସମ୍ପତିର ଯାଞ୍ଚ ଏନିମି ପ୍ରୋପାର୍ଟି ବିଭାଗ କରୁଅଛି । ସେଫଙ୍କ ପୁଅ ତଇମୁରଙ୍କ ଜନ୍ମ ପରେ ଲାଗୁଥିଲା ଯେ ଏହି ୫୦୦୦ କୋଠିର ସମ୍ପତି ତଇମୁରଙ୍କର ହୋଇଯିବ । ଏହି ସମ୍ପତି ଏନିମି ପ୍ରୋପାର୍ଟିର ହୋଇଥିବାରୁ ଏଥିରେ ଅଲ୍ଲୀ ପରିବାରର କୌଣସି ଭାଗ ନାହି ।

ଏହି ସମ୍ପତି ବ୍ଯତୀତ ଭୋପାଲରେ ୨୭୦୦ ଏକର ଜମି ମଧ୍ୟ ରହିଛି । ଏହି ଜମିରେ ମଧ୍ୟ ମୋକଦମା ଲାଗି ରହିଛି । ଏହି ଜମିରେ ଅନେକ ପାରିବାରିକ ମାମଲା ରହିଛି । ଏହାକୁ ଦେଖିଲେ ତଇମୁରଙ୍କୁ ଏହି ସମ୍ପତି ମିଳିବ ନାହି । ଏହି ଆକ୍ଟ ଅନୁଯାୟୀ ଯଦି କେହି ଏହି ସମ୍ପତି ଉପରେ ନିଜର ଉତ୍ତରାଧିକାରୀଙ୍କୁ ଦେବାକୁ ଚାହିବେ ତେବେ ସୁପ୍ରିମ କୋର୍ଟ ବା ହାଇ କୋର୍ଟରେ ମାମଲା ରୁଜୁ କରିବାକୁ ପଡିବ । ସେଫଙ୍କ ପାଖରେ ପୈତୃକ ସମାପ୍ତି ବ୍ଯତୀତ ମଧ୍ୟପ୍ରଦେଶ ଠାରୁ ଆରମ୍ଭ କରି ଦିଲ୍ଲୀ ଓ ହରିୟାନା ବ୍ଯତୀତ ଅନେକ ରାଜ୍ୟରେ ସମ୍ପତି ରହିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।